ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୪/୬ : ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା )ବ୍ଲକ କୁଟାସିଂହା ଅଧିଷ୍ଠାତ୍ରୀ ଦେବୀ ମା ଅଭୟାକାଲି ଙ୍କ ବାର୍ଷିକ ଆଞ୍ଚଳିକ (ଛତର ) ଯାତ୍ରା ଉତ୍ସବ ଆରମ୍ଭ ହୋଇଛି ।ଗାଁ ଗୌନ୍ତିଆ ରାଜିନ ପାତ୍ର ଙ୍କ ପୌରହିତ୍ୟ ରେ ୭ ଦିନ ଧରି ହେବାକୁଥିବା ଏହି ପୂଜନ ଉତ୍ସବ ରେ ଝାଙ୍କର(ଦେହୁରୀ )ଶ୍ରୀହରୀ ଭୁଏ,ପିତାମ୍ବର ନାଗ,ନାଥୁଲାଲ ବାଗ, ଗରୁଡ଼ ସା,ଲେକୃ ସାହୁ,ବାଲି ବାଘ,ଜଗବନ୍ଧୁ ଭୋଇ ଛତର ଯାତ୍ରା ଓ ଅଖଣ୍ଡଦୀପ Continue Reading
BENGALURU, JUN 4 :” At least 11 people died, and nearly 50 were injured in a stampede outside M Chinnaswamy Stadium in Bengaluru on Wednesday, during an event to felicitate the Royal Challengers Bengaluru (RCB) team after their maiden IPL title win. The event, organised by the Karnataka State Cricket Association, drew an overwhelming crowd. […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୪/୬: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ବୁଧବାର ୩୦ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣର ଆଜି ଥିଲା ଶେଷଦିନ ଥିଲା ।ଏହି ପରିପ୍ରେକ୍ଷୀରେ ଶୁକ୍ରବାର ୬ ତାରିଖ ଦିନ ମା’ ମାନେ ନିଜ ନିଜ ପୀଠ କୁ ପ୍ରତ୍ୟାବର୍ତନ କରୁଥିବାରୁ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ସମେତ ସମଗ୍ର Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୪/୬ : ଗତ ରାତି ତଥା ଜୁନ୍ ୩ ତାରିଖ ରାତି ପ୍ରାୟ ୯-୩୦ ମିନିଟ ସମୟରେ, ପାରଳାଖେମୁଣ୍ଡି ପୋଲିସ ଷ୍ଟେସନର ସବ-ଇନ୍ସପେକ୍ଟର ପ୍ରଫୁଲ୍ଲ ଜଗାରଙ୍ଗା , ପିଏସ୍ ଷ୍ଟାଫ୍ ସହିତ ଡାକ୍ତର ବଞ୍ଜେରୀ ଗ୍ରାମ ଅଞ୍ଚଳରେ ରାତି ପାଟ୍ରୋଲିଂ କରୁଥିବା ସମୟରେ ଦୁଇ ଜଣ ଯୁବକଙ୍କୁ ସନ୍ଦେହ କରି ଅଟକାଇ ଥିଲେ।ସନ୍ଦିଗ୍ଧ ବ୍ୟକ୍ତିମାନେ ଓଡ଼ି-୧୮ ଏଚ – ୧୬୧୩ ନମ୍ୱର୍ ବିଶିଷ୍ଟ ପଞ୍ଜିକରଣ ନମ୍ବର ଥିବା ଗାଡ଼ିରେ ପାରଳାଖେମୁଣ୍ଡି Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୪/୬ : ବୌଦ୍ଧ ସାଧାରଣନିର୍ବାଚନ ସରିବାର ଠିକ ଏକବର୍ଷ ପରେ ଆଜି ବୌଦ୍ଧ ବିଜେଡି ଆପଣେଇଛି ନୂଆ ରଣ କୌଶଳ କ୍ଷ ଏବଂ ତୃଣମୂଳ ସ୍ତରରେ ସଂଗଠନକୁ ଗୁରୁତ୍ୱ ଦେଈ ଆପଣେଇଛି ନୂଆ ସାଙ୍ଗଠନିକ ରଣନୀତି ।ଆଜି ବାମଣ୍ଡା ମେଗାନର୍ସରୀ ଠାରେ ବୌଦ୍ଧ ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ବାଚସ୍ପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସାଧାରଣ ବୈଠକରେ ହରଭଙ୍ଗା ବ୍ଲକ ସଭାପତି ଭାବେ ହରଭଙ୍ଗା ବ୍ଲକର Continue Reading
ଭୁବନେଶ୍ୱର,୪/୬: ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ରାଜସ୍ୱ ପ୍ରଶାସନର ମେରୁଦଣ୍ଡ । ଏଣୁ ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ କ୍ଷତହସିଲଦାରଙ୍କ କାର୍ଯ୍ୟାଳୟ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ । ଆଜି ଲୋକସେବା ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀ ତଥା କର୍ମଶାଳାରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ମୁଖ୍ୟମନ୍ତ୍ରୀ Continue Reading
NEW DELHI, JUN 4 : The Monsoon session of Parliament will be held from July 21 to August 12, Union Minister Kiren Rijiju said on Wednesday. The Cabinet Committee on Parliamentary Affairs, chaired by Defence Minister Rajnath Singh, has recommended the dates, he told reporters here. The recommendation will be sent to the president for […]Continue Reading
ଭୁବନେଶ୍ୱର, ୪/୬ : ଲଘୁ ଖଣିଜ ଚୋରା ଚାଲାଣ ଉପରେ ଲାଗିବ ରୋକ । ମୋହନ ସରକାର ଏ ନେଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ରାଜସ୍ୱ ବିଭାଗକୁ ପୁନର୍ବାର ଲଘୁ ଖଣିଜ ଦାୟିତ୍ୱ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ମୁଖ୍ୟମନ୍ତ୍ରୀ ମୁତାବକ, ଲଘୁ ଖଣିଜ ଚୋରା ଚାଲାଣକୁ ରୋକିବା ପାଇଁ ସରକାର ଏହି ବିଭାଗର ଦାୟିତ୍ୱ ପୁଣି ଥରେ ରାଜସ୍ୱ ବିଭାଗକୁ ପ୍ରଦାନ କରିବେ […]Continue Reading
କୋରାପୁଟ,୪/୬ : କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିପିଟାଲରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଯାଇଛି।ଚିକିତ୍ସିତ ହେଉଥିବା ୫ ରୋଗୀ ରାତିରେ ମୃତ୍ୟୁବରଣ କରିଥିବା ଅଭିଯୋଗ ହେଉଥିବା ବେଳେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଆଇସିୟୁ ରେ ୩ ଜଣ ଓ ୱାର୍ଡରେ ୨ ଜଣ ଏପରିକି ୫ ଜଣଙ୍କ ମୃତୁ ହୋଇଥିବା ଅଭିଯୋଗ […]Continue Reading
By Suryanarayan Panda Koraput, June 3:The Department of Orthopedics at Saheed Laxman Nayak Medical College and Hospital, Koraput, observed World Clubfoot Day on Tuesday, celebrating the lives transformed through timely intervention and treatment of clubfoot — one of the most common congenital deformities affecting newborns. Commemorated globally on June 3 to mark the birth Continue Reading




