Home Articles posted by odadmin (Page 427)
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୮/୬ : ଜିଲ୍ଲା ମୁଖ୍ୟ ହସପିଟାଲରେ ପ୍ରସୂତିଙ୍କ ମୃତ୍ୟୁ ମାମଲାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଡାକ୍ତର ରବୀନ୍ଦ୍ର ସାହୁଙ୍କୁ ନିଲମ୍ବନ କରିଛି।କାର୍ଯ୍ୟରେ ଅବହେଳା କରିଥିବାରୁ ଡାକ୍ତରଙ୍କ ବିରୋଧରେ ଏମିତି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି। ମାତ୍ର ଏହାକୁ ଓଡ଼ିଶା ମେଡିକାଲ ସେବା ସଂଘ (ଓମ୍ସା) ଆଦୌ ଗ୍ରହଣ କରିପାରୁ ନାହିଁ।ଘଟଣାର ସମ୍ପୁର୍ଣ୍ଣ ତଦନ୍ତ ସରି ନ ଥିଲେ ମଧ୍ୟ ଜଣେ ବରିଷ୍ଠ ଓ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ , ୭/୬ : ବହୁ ପ୍ରତୀକ୍ଷିତ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶନିବାର ଦିନ ପ୍ରାୟ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ମାଦିକୁନ୍ଦାସ୍ଥିତ ରିଜର୍ଭ ପଡ଼ିଆରେ ପହଞ୍ଚିଥିଲେ।ଏହାପରେ ଫୁଲବାଣୀ ସହର ଉପକଣ୍ଠ ତିଲକପଡା ଠାରେ ନବନିର୍ମିତ ମେଡିକାଲ କଲେଜକୁ ଯାଇ ସେଠାରେ ସେ ମେଡିକାଲ କଲେଜ ଉଦଘାଟନ କରିବା ପରେ ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ଆୟୋଜିତ ଏକ ସଭାରେ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୭/୬ : ଆଜି ଗଜପତି ଜିଲା ଗ୍ରସ୍ତରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ , ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ପରିଦର୍ଶନ କରିବା ସହ କେତେକ ଯୋଜନା କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଏବଂ ସମସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରି ଫେରି ଯାଇଛନ୍ତି ।ମନ୍ତ୍ରୀ ଶ୍ରୀ ନାୟକ କାଶୀନଗର […]Continue Reading
Top Stories
By Our Correspondent Mumbai/ Bhubaneswar, June 7 :  ArcelorMittal Nippon Steel India (AM/NS India) has proudly reinforced its role in India’s infrastructure transformation by supplying critical steel for two of the country’s most iconic railway bridges 70% of flat steel for Chenab Bridge, the world’s highest railway bridge, and 100% of steel for the AnjiKhad […]Continue Reading
Odisha News
Let’s not choke Rushikulya river for interests of private companies, says Medha Patkar By Prakash Panigrahi ବ୍ରହ୍ମପୁର, (ପ୍ରକାଶ ପାଣିଗ୍ରାହି ), June 7:   କିଛି ଘରୋଇ କମ୍ପାନୀଙ୍କ ସ୍ଵାର୍ଥ ପାଇଁ ଗଞ୍ଜାମ ଜିଲ୍ଲାର ଜୀବନ ରେଖା ରୂପେ ପରିଚିତ ଋଷିକୁଲ୍ୟା ନଦୀ ଆଜି ବିପଦପୂର୍ଣ୍ଣ ହେବାକୁ ଯାଉଛି । ବର୍ତମାନ ସରକାର ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପିପଳପଙ୍କାରେ ଏକ ବଡବନ୍ଧ ବାନ୍ଧି କମ୍ପାନୀମାନଙ୍କୁ ପାଣି Continue Reading
Odisha News
ଭୁବନେଶ୍ୱର, ୭/୬ : ଆସନ୍ତା ୨୦ ତାରିଖରେ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବେ । ଆସନ୍ତା ଜୁନ୍ ୧୨ ନୁହେଁ ୨୦ ତାରିଖରେ ମୋଦୀ ଆସିବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ରାଜ୍ୟରେ ବିଜେପି ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପ୍ରଥମ ବାର୍ଷିକୀ ପାଳନ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସିବେ।ଆସନ୍ତା ଜୁନ୍ ୧୨ରେ ମୋହନ ସରକାରଙ୍କୁ ବର୍ଷେ ପୂରିବ। ଏନେଇ […]Continue Reading
Odisha News
ଭୁବନେଶ୍ୱର, ୭/୬: ଦେଶକୁ ମାଓ ମୁକ୍ତ କରିବାକୁ ଆରମ୍ଭ ହୋଇଥିବା ଅଭିଯାନ ସଫଳତାର ସହିତ ଆଗେ ଚାଲିଛି । ଗୋଟିଏ ପରେ ଗୋଟିଏ ମାଓ ନେତାଙ୍କୁ ଖୋଜି ଖୋଜି ନିପାତ କରୁଛନ୍ତି ସୁରକ୍ଷାବାହିନୀ । ଏହି କ୍ରମରେ ହାର୍ଡକୋର୍ ମାଓନେତା ଭାସ୍କର ଓରଫ୍ ମଇଲାରାପୁ ଆଡ଼େଲୁ ନିପାତ ହୋଇଛି । ଛତିଶଗଡ଼ ବୀଜାପୁର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳରେ ହୋଇଥିବା ଗୁଳି ବିନିମୟରେ ଟପ୍ କ୍ୟାଡର ଭାସ୍କର ନିହତ ହୋଇଛି । ଏ ନେଇ ବସ୍ତର ରେଞ୍ଜ […]Continue Reading
National News
IMPHAL, JUN 7 : Security forces have arrested three militants, belonging to two proscribed outfits in Manipur, police said on Saturday. All the arrests were made on Friday in Bishnupur, Kakching and Imphal West districts, a senior officer said. One active cadre of the banned Kangleipak Communist Party (Peoples’ War Group) was apprehended from the […]Continue Reading