କଟକ, ୧୦/୬ : ରାଣୀହାଟ ଅଂଚଳରେ ଥିବା ଏକାଧିକ ମେଡିସିନ ଷ୍ଟୋର ଉପରେ ମଙ୍ଗଳବାର ଡ୍ରଗସ୍ ବିଭାଗ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରିଛନ୍ତି।ରାଜ୍ୟର ବିଭିନ୍ନ ସହରରେ ମେଡିସିନ ଦୋକାନ ଗୁଡିକରେ ବହୁଳ ଭାବେ ଗର୍ଭ ନଷ୍ଟ ପାଇଁ ଉଦ୍ଧିଷ୍ଟ ଏମଟିପି କିଟ୍ ମିଳୁଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପାଖରେ ଅଭିଯୋଗ ପହଂଚିବା ପରେ ଆଜି ଏହି ଚଢାଉ ହୋଇଛି । ମେଡିସିନ ଦୋକାନରେ ଗର୍ଭ ନଷ୍ଟ ପାଇଁ ଉଦ୍ଦିଷ୍ଟ କିଟ୍ ଏମଟିପି ବହୁଳ […]Continue Reading
ବରଗଡ଼ , ୧୦/୬ : ପ୍ରାୟ ପ୍ରତ୍ୟେକ ଦିନ ଲାଞ୍ଚ ନେଇ ଅବା ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡୁଛନ୍ତି ସରକାରୀ କର୍ମଚାରୀ। ସେମାନଙ୍କ ମଧ୍ୟରେ ବଡ଼ ବଡ଼ ଅଧିକାରୀ ବି ଅଛନ୍ତି। ତଥାପି ଭୟ ନାହିଁ। ଲାଞ୍ଚୁଆ କର୍ମଚାରୀ ଓ ଅଧିକାରୀ ଲାଞ୍ଚ ନେବାରୁ ବିରତ ହେଉ ନାହାନ୍ତି। ଲାଞ୍ଚ ନେଇ ଆଜି ଜଣେ ମହିଳା ସରକାରୀ କର୍ମଚାରୀ ଧରାପଡ଼ିଛନ୍ତି। ସେ ଜଣେ କନିଷ୍ଠ ଯନ୍ତ୍ରୀ। ଆଶ୍ଚର୍ୟ୍ୟର କଥା, ମାତ୍ର […]Continue Reading
ଭୁବନେଶ୍ୱର, ୧୦/୬: ଆଉ ଗୋଟିଏ ଦିନ ପରେ ମୋହନ ମାଝୀଙ୍କ ସରକାର ଏକ ବର୍ଷ ପୂରଣ କରିବ । ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ଏକାକୀ ସରକାର ଗଢ଼ିଛି । ସଂକଳ୍ପ ପତ୍ରରେ ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲା ବିଜେପି । ତେବେ ଗତ ଏକ ବର୍ଷ ମଧ୍ୟରେ କେଉଁ କେଉଁ ପ୍ରତିଶ୍ରୁତି ଲୋକଙ୍କ ସରକାର ପୂରଣ କରିଛନ୍ତି ତାହାର ରିପୋର୍ଟ କାର୍ଡ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।କୃଷି, […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୦/୬: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ତହସିଲଦାର ଧୀରଜ କୁମାର ପାତ୍ର ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସୋମବାର ଦାରିଙ୍ଗବାଡିର ଆଦିବାସୀ ଦଳିତ ମହାସଙ୍ଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ଭେଟି ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ଅଞ୍ଚଳର ଅନେକ ଜମିଜମା ସମସ୍ୟା ଲାଗିରହିଛି। ତାର ସମାଧାନ କରିବାକୁ ମହାସଙ୍ଘ ତହସିଲଦାରଙ୍କୁ ନିବେଦନ କରିଥିଲେ।ସେହିପରି ଏବେ Continue Reading
New Delhi, Jun 10 : Sonam Raghuvanshi, accused of killing her husband Raja Raghuvanshi on their honeymoon in Meghalaya, had plotted his murder along with her lover three days after their marriage, sources told India Today TV. In her chat with her lover, Raj Kushwaha, Sonam told him that she did not like her husband […]Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୧୦/୬ : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା ଗ୍ରାମରେ ମାଁ ଅଭୟାକାଳୀଙ୍କ ପାରମ୍ପରିକ(ପୂଜା) ଛତର ଯାତ୍ରା ଆରମ୍ଭ ହୋଇଯାଇଛି।ବଲାଙ୍ଗୀର ସହର ଠାରୁ ପ୍ରାୟ ୪୧ କିଲୋମିଟର ଦୂରରେ ଅବସ୍ଥିତ କୁଟାସିଂହା ଗ୍ରାମ।କାହିଁ କେଉଁ ଆବହମାନ କାଳରୁ ଏହି ଗ୍ରାମର ଇଷ୍ଟଦେବୀ ରୂପେ ପୂଜା ପାଇ ଆସୁଛନ୍ତି ମାଁ ଅଭୟା।ଜ୍ୟୋଷ୍ଠ ମାସ ଶୁକ୍ଲପକ୍ଷ ଅଷ୍ଟମୀ ଦିନରୁ ଶୁକ୍ଲପକ୍ଷ ଚତୁର୍ଦଶୀ Continue Reading
By Suryanarayan Panda Koraput, June 10: A delegation of youth members from the Kotia Bikash Committee met Odisha revenue minister Suresh Pujari in Bhubaneswar on Monday, submitting a detailed memorandum demanding essential infrastructure and services for the villages under Kotia panchayat in Koraput district. The appeal seeks to address longstanding challenges in health, Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର,୧୦/୬ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ)ର ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ-ଡେଜିଗନେଟ୍) ଭାବେ ଶ୍ରୀ ଗଜାନନ ଏସ କାଲେ ଦାୟିତ୍ଵ ଗ୍ରହଣ କରିଛନ୍ତି।ବିଦ୍ୟୁତ ବିତରଣ କ୍ଷେତ୍ରରେ ତିନି ଦଶନ୍ଧିରୁ ଊର୍ଦ୍ଧ୍ଵ ସମୟର ଅଭିଜ୍ଞତା ରଖିଥିବା ଶ୍ରୀ କାଲେ ଦେଶର ବହୁ ନାମିଦାମୀ ବିଦ୍ୟୁତ ବିତରଣ କମ୍ପାନୀରେ ଗୁରୁ ଦାୟିତ୍ଵ ବହନ Continue Reading
ବିଶ୍ୱଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୦/୬ : ରାସନ କାର୍ଡରେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗକୁ ଉପଭୋଗ କରୁଥିବା ହିତାଧିକାରୀମାନଙ୍କର ସମସ୍ତ ତଥ୍ୟ ସଂଗୃହୀତ କରିବା ପାଇଁ ଇ-କେୱାଇସି ପଞ୍ଜିକରଣ ଚାଲୁ ରହିଛି। ନିର୍ଦ୍ଧାରିତ ତାରିଖ ମଧ୍ୟରେ ଏହି କାର୍ୟ୍ୟ ଶେଷ ନ ହେବାରୁ ଏହାର ଅବଧିକୁ ବାରମ୍ବାର ବଢ଼ାଇ ଦିଆଯାଉଛି।ତଥାପି ଜିଲ୍ଲାରେ ସମସ୍ତ ହିତାଧିକାରୀଙ୍କ ପଞ୍ଜିକରଣ ଶେଷ ହେଉ ନାହିଁ। ବିଶେଷ କରି ଜିଲ୍ଲାର ବିଭିନ୍ନ ଗାଁରେ ଇଣ୍ଟରନେଟ୍ ସେବା Continue Reading
By Subrat Sarangi Bhubaneswar, June 9: In a momentous achievement for Indian sports, two Wushu athletes from the Jindal Sports Hostel, Barbil, Prem Munda and Rajkumar Munda, have won gold medals at the prestigious Moscow Wushu Star International Championship 2025, held from June 1 to 7 in Russia. Competing in the Senior Men’s 48 kg […]Continue Reading




