Home Articles posted by odadmin (Page 421)
Top Stories
By Our Correspondent Bhubaneswar, Jun 13 : The Council of Scientific and Industrial Research – Institute of Minerals and Materials Technology (CSIR-IMMT) hosted the Red Mud Report Release Meet, marking the successful completion of the national project on Technology Development for Holistic Utilisation of Red Mud. Dr. V.K. Saraswat, Hon’ble Member, NITI Aayog, the chief Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧୩/୬: କନ୍ଧମାଳ ଜିଲ୍ଲା କ.ନୁଆଗାଁ ତହସିଲ ଅନ୍ତର୍ଗତ ଵଣ୍ଡଗୁଡ଼ା ପଞ୍ଚାୟତରେ ଥିବା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ମାସ ମାସ ଧରି ଖୋଲୁ ନ ଥିବାରୁ ଅଞ୍ଚଳବାସୀ ସେବା ପାଇବାରୁ ବଞ୍ଚିତ ହୋଇ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।ଘଣ୍ଟା ଘଣ୍ଟା ଧରି କାର୍ଯ୍ୟାଳୟ ଆଗରେ ଅପେକ୍ଷା କଲେ ବି ରାଜସ୍ୱ ଅଧିକାରୀଙ୍କ ଦେଖା ମିଳୁନାହିଁ । ଫଳରେ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଆଗରୁ ଲୋକେ ସବୁ ସୁବିଧା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୩/୬ : ବୌଦ୍ଧ ଗସ୍ତରେ ଆସିଥିବା ମାନ୍ୟବର ମନ୍ତ୍ରୀ ଗୃହନିର୍ମାଣ ତଥା ନଗର ଉନ୍ନୟନ ବିଭାଗ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଦୁଇଦିନିଆ ବୌଦ୍ଧ ଗସ୍ତ ରେ ଆସି ଆଜି ଦ୍ଵିତୀୟ ଦିନ ପୂର୍ବାହ୍ନ ରେ ବୌଦ୍ଧ ମର୍ଜାକୁଦ, କୁଲାରିକୁଦ, ନବ ନିର୍ମାଣ ବୌଦ୍ଧ ବସ୍ ଷ୍ଟାଣ୍ଡ,ଆଳତୀ ଘାଟ, ଚନ୍ଦ୍ରଚୂଡ଼ ମନ୍ଦିର ଯାଇ ଠାକୁର ଙ୍କୁ ଦର୍ଶନ ସହିତ ପୁରୁଣା ଦୈନିକ ବଜାର ଏବଂ ବୌଦ୍ଧ ସହରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟ ଯାଜପୁର, ୧୩./ ୬ : ଗୁରୁବାର ଅପରାହ୍ନରେ ସ୍ବାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଆଶ୍ଵଥି ଏସ୍ ଯାଜପୁର ଜିଲ୍ଲା ଗସ୍ତରେ ଆସି ହଠାତ୍ ଦେଖା ଦେଇଥିବା ଡାଇରିଆ ରୋଗ ଏବଂ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା ଏବଂ କେଉଁ କାରଣରୁ ଡାଇରିଆ ବ୍ୟାପିଛି ସେ ସମ୍ପର୍କରେ ପ୍ରଶାସନର ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ।ଏହି ବୈଠକରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ, Continue Reading
Odisha News
କେନ୍ଦୁଝର,୧୨/୬ : ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସାପ କାମୁଡ଼ା ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ନାମ ନନ୍ଦୀ ଜରେଇ ( ୩୫) ଓ ବବିତା ଜରେଇ(୩୦) ବୋଲି ଜଣାପଡ଼ିଛି। ସେମାନଙ୍କ ଘର ଚମ୍ପୁଆ ସୀମାନ୍ତ ଝାରଖଣ୍ଡ ରାଜ୍ୟ ଜଗନ୍ନାଥପୁର ଥାନା ଜରପାଇ ଗ୍ରାମରେ।ସେମାନଙ୍କ ତିନି ଜଣ ପୁଅ ଝିଅ ଅଛନ୍ତି। ଗତକାଲି ସେମାନେ ଖାଇପିଇ ଶୋଇ ଥିଲେ। ଏକ ବିଷାକ୍ତ ସାପ କାମୁଡ଼ି ଦେବାରୁ ଦୁଇ ଜଣ ଅସୁସ୍ଥ ହୋଇ ଅଚେତ ହୋଇଯାଇଥିଲେ। ସେମାନଙ୍କୁ Continue Reading
Odisha News
ଯୋଡ଼ା,୧୨/୬: କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି। ୫ ଜଣ ଦୁର୍ବୃତ୍ତ ବ୍ୟାଙ୍କରେ ପଶି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରି ୧୦ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟିନେଇଛନ୍ତି। ଘଟଣାସ୍ଥଳରେ ଯୋଡ଼ା ପୋଲିସ ପହଞ୍ଚି ଛାନ୍‌ଭିନ୍ ଚଳାଇଛି।Continue Reading
Odisha News
ଅହମଦାବାଦ,୧୨/୬: ଗୁରୁବାର (୧୨ ଜୁନ ୨୦୨୫) ଅପରାହ୍ନରେ ଅହମଦାବାଦରୁ ଲଣ୍ଡନ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଉଡ଼ାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସମ୍ବାଦ ସଂସ୍ଥା ଆସୋସିଏଟ ପ୍ରେସର ଏକ ରିପୋର୍ଟ ଅନୁଯାୟୀ, ବିମାନରେ ଥିବା ସମସ୍ତ ୨୪୨ ଜଣଙ୍କର ମୃତ୍ୟୁ ହୋଇଥବା ଘୋଷଣା କରାଯାଇଛି। ଉଡ଼ାଣର କିଛି ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ରିପୋର୍ଟ ଅନୁଯାୟୀ, କମିଶନର ଜିଏସ ମଲିକ କହିଛନ୍ତି ଯେ ବିମାନ ଦୁର୍ଘଟଣାରୁ କେହି ବଞ୍ଚି ନାହାଁନ୍ତି ବୋଲି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୨/୬ : ବୁଧବାର ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ବିକାଶ ମେଳା , ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ଆମ୍ବ ମେଳା ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇ କହି ,ଜିଲ୍ଲାସ୍ତରୀୟ ବିକାଶ ମେଳା, ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ Continue Reading