Home Articles posted by odadmin (Page 410)
Odisha News
ବଲାଙ୍ଗୀର, ୨୪/୬ : ବଲାଙ୍ଗୀର ଜିଲ୍ଲା ଟାଉନ୍ ଥାନା ମାଲଗୋଦାମ ପଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି । ଘରେ ଶୋଇଥିବା ବେଳେ ସର୍ପାଘାତରେ ଦୁଇ ଭାଇ ଭଉଣୀଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି ।ସୂଚନା ଅନୁସାରେ, ମାଲଗୋଦାମ ପଡ଼ାର ଅବଦୁଲ ରେହେମାନଙ୍କ ଦୁଇ ପୁଅ ଝିଅ ରାତି ଘରେ ଶୋଇଥିଲେ । ଏହି ସମୟରେ କୌଣସି ସାପ ସେମାନଙ୍କୁ କାମୁଡି ଦେଇଥିଲା ।ସେମାନେ ଚିତ୍କାର କରିବାରୁ ପରିବାର […]Continue Reading
National News
WASHINGTON, JUN 24 : President Donald Trump on Monday declared the “12 day war” between Israel and Iran was set to end in a ceasefire, holding the announcement out as validation for his strategic gamble of ordering a devastating U.S. airstrike over the weekend on three Iranian nuclear sites. “It has been fully agreed by […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୨୪/୬ : ସୋମବାର ସନ୍ଧ୍ୟା ୬ ଘଟିକା ସମୟରେ ଓଡିଶା ବିଧାନ ସଭାର ଗୃହ କମିଟି ର ସଦସ୍ୟ ମାନେ ଜ଼ିଲ୍ଲାପାଳ ଙ୍କ ସଦଭାବନା ଗୃହ ଠାରେ ପହଂଚିଥିଲେ ।ବିଧାୟକ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ବିଧାୟକ ମାନଙ୍କୁ ନେଇ ଜିଲ୍ଲା ଗସ୍ତରେ ଆସିଥିବା ଗୃହ କମିଟି ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହ ଠାରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୩/୬: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ଅଞ୍ଚଳରେ ଅଟକି ରହିଥିବା ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବା ସହ ନୂତନ ଯୋଜନାରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ବ୍ରାହ୍ମଣୀଗାଁ ଭାଜପା ମଣ୍ଡଳ ସଭାପତି ଗଣେଶ ଡାକୁଆ ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥଙ୍କୁ ଭେଟି ନିବେଦନ ଓ ଆଲୋଚନା କରିଛନ୍ତି।ସେ ମଣ୍ଡଳର ଦାୟିତ୍ୱ ନେବା ପରେ ବିଡିଓ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୩/୬ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କିଡିଗାଁ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ , ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା Continue Reading
National News
NEW DELHI, JUN 23 : With its political future at stake following the drubbing in Delhi, the AAP secured massive victories in bypolls in Punjab’s Ludhiana West and Gujarat’s Visavadar. Meanwhile, the Congress-led United Democratic Front (UDF) secured a decisive win in Kerala’s Nilambur. The BJP, despite fielding candidates in all five bypolls, managed to Continue Reading
Odisha News
ଭୁବନେଶ୍ୱର, ୨୩/୬ : ଗୋପାଳପୁର ବେଳାଭୂମିରେ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ ଘଟଣା ପରେ ବର୍ତ୍ତମାନ ରାଜ୍ୟ ସରକାରଙ୍କୁ ଲଭର୍ସ ପଏଣ୍ଟକୁ ଚିନ୍ତା ବଢ଼ିଯାଇଛି । ରାଜ୍ୟରେ ଥିବା ସବୁ ଲଭର୍ସ ପଏଣ୍ଟକୁ ସୁରକ୍ଷା ଯୋଗାଇଦେବା ପାଇଁ ଦୁଇ ଦୁଇ ଥର ବୈଠକ ବସି ସାରିଲାଣି ବୋଲି ପର୍ଯ୍ୟଟନ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।ଗୋପାଳପୁର ମାମଲାରେ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ପ୍ରଥମ ଥର Continue Reading
Top Stories
By Subrat Sarangi Bhubaneswar,June 23: ArcelorMittal Nippon Steel India (AM/NS India) observed International Yoga Day across its Odisha operations, aligning with United Nations theme for this year – “Yoga for One Earth, One Health”. The initiative aimed to promote a healthy lifestyle and foster harmony between mind, body, and soul among employees, associates, and Continue Reading
Odisha News
ଭୁବନେଶ୍ୱର, ୨୩/୬: ରାଜ୍ୟରେ ଅଣାୟତ୍ତ ଥିବା ଡାଇରିଆ ସ୍ଥିତିରେ ସୁଧାର ଆସିଛି । ଡାଇରିଆରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ରାଜ୍ୟର ଡାଇରିଆ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ସମୀକ୍ଷା କରିଥିଲେ ।ତା ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ” ଡାଇରିଆ ସ୍ଥିତିକୁ ଗୁରୁତର ସହ ନେଉଛନ୍ତି ସରକାର । ଡାଇରିଆ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ଲୋକଙ୍କୁ ସଚେତନ Continue Reading