ଜଗତସିଂହପୁର, ୨୬/୬ : ଜଣେ ଶିକ୍ଷକଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ଆକାଉଣ୍ଟାଣ୍ଟ। ତାଙ୍କ ନାଁ ସୂର୍ଯ୍ୟକାନ୍ତ ସ୍ୱାଇଁ। ସେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ ଶିକ୍ଷା ଅଧିକାରୀ (ବିଇଓ)ଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ହୋଇଛନ୍ତି।ଗୃହ ନିର୍ମାଣ ପାଇଁ ଉକ୍ତ ଶିକ୍ଷକଙ୍କ ନାଁରେ ଅଗ୍ରୀମ ଦେଢ଼ ଲକ୍ଷ ଟଙ୍କା ଆସିଥିଲା। ସରକାରଙ୍କ ତରଫରୁ ଯୋଗ୍ୟ କର୍ତ୍ତୃପକ୍ଷ ତାଙ୍କ ନାଁରେ ଏହି ଟଙ୍କା ମଞ୍ଜୁର କରିଥିଲେ। କିନ୍ତୁ ବିଲ୍ କରି Continue Reading




