Home Articles posted by odadmin (Page 400)
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୩/୭ : ଆଜିର ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ-(ନୟାଗଡରେ ମେଡିକାଲ କଲେଜର ପ୍ରତିଷ୍ଠା।)ରାଜଧାନୀରୁ ମାତ୍ର ୮୦ କିମି ଦୂରରେ ନୟାଗଡ଼ ଜିଲ୍ଲା ରାଜଧାନୀର କର୍ଣ୍ଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅଦ୍ୟାବଧି ନୟାଗଡ଼ ଜିଲ୍ଲା ପ୍ରତିଷ୍ଠା ପର ଠାରୁ ବିଜୁ ବାବୁଙ୍କ ୨ ବର୍ଷର ସ୍ଥିର ସରକାର, ୧୯୯୫-୨୦୦୦ ପର୍ଯ୍ୟନ୍ତ କଂଗ୍ରେସର ଅସ୍ଥିର ସରକାର ଓ ମହାବାତ୍ୟାର ତାଣ୍ଡବ, ୨୦୦୦-୨୦୨୪ ନବୀନ ପଟ୍ଟନାୟକଙ୍କର ସ୍ଥିର Continue Reading
Odisha News
ସମ୍ବଲପୁର, ୩/୭ : ଆସନ୍ତା ୬ ତାରିଖ (ରବିବାର)ରେ ଖୋଲିବ ହୀରାକୁଦ ଡ୍ୟାମ୍‌ର ଗେଟ୍। ତା’ ସହିତ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ହୀରାକୁଦ ଡ୍ୟାମ୍‌ର ମୁଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରା ଆଜି ଏହି ସୂଚନା ଦେଇଛନ୍ତି।ସେ କହିଛନ୍ତି, ଆସନ୍ତା ରବିବାର ପୂଜାର୍ଚ୍ଚନା ପରେ ସକାଳ ୧୦ଟା ବେଳେ ଗେଟ୍ ଖୋଲାଯିବ। କେତୋଟି ଗେଟ୍ ଖୋଲା ଯିବ, ତାହା ସେହି ଦିନ ନିଷ୍ପତ୍ତି ହେବ।ମୁଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରା କହିଛନ୍ତି ଯେ […]Continue Reading
Odisha News
ଭୁବନେଶ୍ୱର,୩/୭ : ରାଜ୍ୟରେ ଓଏସ ଏବଂ ଓଆରଏସ ଅଫିସରଙ୍କ ଧର୍ମଘଟକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ। ଗଣମାଧ୍ୟମ ସାମନାରେ ମନ୍ତ୍ରୀ କହିଛନ୍ତି ସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପାଖରେ ପ୍ଲାନ ୧,୨, ୩ ଥାଏ । ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ବେଳେ କେଉଁ ଅଧିକାରୀ ସାମ୍ନାକୁ ଆସିଥିଲେ। ମୁଁ ନିଜେ ସାମ୍ନାକୁ ଆସିଥିଲି, ଆମ ଉପରେ ଭରସା ରଖନ୍ତୁ। ଯେଉଁ ଅଫିସର ଧର୍ମଘଟରେ ଅଛନ୍ତି, ତାଙ୍କ କଷ୍ଟ ଓ ଭାବନା ସହ ସରକାର ଅଛନ୍ତି।ମନ୍ତ୍ରୀ […]Continue Reading
Odisha News
ଓଡିଶା,୩/୭ : ସମ୍ପ୍ରତ୍ତି କଡ଼ ଲେଉଟାଇଲାଣି ମାଓ ସଂଗଠନ। ଓଡିଶା – ଝାରଖଣ୍ଡ ସୀମା ସଂଲଗ୍ନ ଅଞ୍ଚଳରେ ଏବେ ପୁରା ସକ୍ରିୟ । ଏଥିନେଇ ଝାରଖଣ୍ଡରେ ମୁତୟନ ଅର୍ଦ୍ଧସାମରିକ ବାହିନୀ ଲଗାତାର ସର୍ଚ୍ଚ ବା କମ୍ବିଂ ଅପରେଶନ ଜାରି ରଖିଥିବାବେଳେ ଆଖିଦୃଶିଆ ସଫଳତା ମିଳିପାରିନାହିଁ ।ଓଲଟା ମାଓବାଦୀଙ୍କ ପାଲଟା ଜବାବ ଉଭୟ ରାଜ୍ୟ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଆଜି ସକାଳୁ ସରଣ୍ଡା ଜଙ୍ଗଲରେ ସର୍ଚ୍ଚ ଅପରେଶନବେଳେ ପୁଣି ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟିଛି । […]Continue Reading
Odisha News
ବଲାଙ୍ଗୀର, ୩/୭: ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲେଶ୍ଵର ମାଝୀଙ୍କ ଟିଟିଲାଗଡ଼ସ୍ଥିତ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ ହୋଇଛି ।ଆଜି ସକାଳୁ ଭିଜିଲାନ୍ସ ଟିମ ପାଚେରୀ ଡେଇଁ ଘରେ ପ୍ରବେଶ କରି ଖୋଲତାଡ଼ ଜାରି ରଖିଛନ୍ତି ।ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ସମ୍ବଲପୁର, ବ୍ରଜରାଜନଗର, ଝାରସୁଗୁଡାରେ ଶ୍ରୀ ମାଝିଙ୍କ ଘର ସମେତ ତାଙ୍କ ଶ୍ୱଶୁର ଘର, Continue Reading
Top Stories
By Piyali Mohapatra Bhubaneswar, July 2: To honour the unwavering dedication and selfless service of doctors, Utkal Hospital, a leading multi-speciality hospital in Niladri Vihar, Bhubaneswar, marked National Doctors’ Day with a special 3-km walkathon in collaboration with the Rotary Club, Niladri. The walkathon began from Utkal Hospital, proceeded to Care Hospital Square, Continue Reading