ଯାଜପୁର,୨୩/୧୦ : ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ତେନ୍ତୁଲିଖୁଣ୍ଟା ନିକଟରେ ଥିବା ହ୍ୟୁଣ୍ଡାଇ କାର ଶୋ’ରୁମରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋ’ ରୁମ୍ର କାର୍ ଓ୍ବାଶିଂ ବିଭାଗରେ କାର୍ୟ୍ୟ କରୁଥିବା କର୍ମଚାରୀମାନଙ୍କ ଥଟ୍ଟାମଜା ଯୋଗୁ ଭାକ୍ୟୁମ କ୍ଲିନର ମେଶିନ ଲାଗି ବୁଧବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।ମୃତକ ହେଲେ ଜେନାପୁର ହୋତାସାହି ଗ୍ରାମର ସିପୁନ ବେହେରା(୨୩)।ମଙ୍ଗଳବାର ସନ୍ଧ୍ୟାରେ ସିପୁନ ଓ ତାଙ୍କ କେତେଜଣ ସାଙ୍ଗ Continue Reading




