Home Articles posted by odadmin (Page 393)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୦/୭: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବା ଘଟଣାର ଇତି ମଧ୍ୟରେ ୯ ଦିନ ବିତିଲା। ରାସ୍ତା ଧୋଇଯିବା ଦିନଠାରୁ ପ୍ରତିଦିନ ସେହି ନଦୀରେ ଘଟଣା ଓ ଦୁର୍ଘଟଣା ଦେଖିବାକୁ ମିଳିଛି।ଗୁରୁବାର ଉକ୍ତ ଗୁମାଡ଼ି ନଦୀ ପାର ହେବା ସମୟରେ ଜଣେ ଯୁବକ ଭାସିଯାଉଥିଲେ। ସେ ତିଲୋରୀ ପଞ୍ଚାୟତ ଗଇସବାନ୍ଦା ଗ୍ରାମର ନାଗେଶ୍ୱର ପ୍ରଧାନ Continue Reading
Top Stories
By Our Correspondent Bhubaneswar, Jul 10 : Odisha, widely acclaimed as the “Mineral Hub of India”, is poised to reaffirm its leadership in the mining and industrial landscape by hosting the 4th Edition of the Odisha Mining and Infrastructure International Expo 2026, from January 8 to 11, 2026, at Baramunda Ground, Bhubaneswar. Close on heels […]Continue Reading
Odisha News
ସମ୍ବଲପୁର, ୧୦/୮: ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ଭଳି ଅବକାରୀ ଟିମ୍ ହାତରେ ଗଞ୍ଜେଇ ବଦଳରେ ଲାଗିଛି ବିପୁଳ ପରିମାଣରେ ରୁପା ଇଟା । ସମ୍ବଲପୁର ଅବକାରୀ ଟିମ୍ ଏକ କାରରୁ ଏକ କୁଇଣ୍ଟାଲ୍ ୧୦ କିଲୋଗ୍ରାମ ରୁପା ଇଟା ଏବଂ କଏନ୍ ଜବତ କରିଛି । ରୁପା ଇଟା ଚାଲାଣ ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି । ସେମାନେ ହେଲେ ଚନ୍ଦ୍ରକାନ୍ତ ପଟେଲ୍ ଓ ସଞ୍ଜୟ ପଟେଲ୍ । ଏ ନେଇ […]Continue Reading
Odisha News
ଭୁବନେଶ୍ୱର, ୧୦/୭ : ବିଜୁ ଜନତା ଦଳ ଛାଡ଼ୁ ଛାଡ଼ୁ ପୁଣି ଥରେ କଂଗ୍ରେସକୁ ଘର ବାହୁଡ଼ା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦଙ୍କ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ । ହାତ ଧରୁ ଧରୁ ବିଜେଡ଼ି ବିରୁଦ୍ଧରେ ବିଷ ଓଗାଳିଛନ୍ତି ସୁନୀତା । ମହିଳା ସମ୍ମାନ ନେଇ ବିଜେଡ଼ିକୁ କଡ଼ା ସମାଲୋଚନା କରିଛନ୍ତି ।ସୁନୀତା ବିଶ୍ୱାଳ ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଜୟଦେବ ଜେନାଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି […]Continue Reading
Odisha News
ଭୁବନେଶ୍ୱର, ୧୦/୭ : ଗିରଫ ହୋଇଛନ୍ତି ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ। ଏକ ଜାମିନବିହୀନ ଗିରଫ ପରୱାନା (NBW) ଆଧାରରେ ତାଙ୍କୁ ଆଜି ଗିରଫ କରିଛି ଭୁବନେଶ୍ୱରର ବଡଗଡ଼ ଥାନା ପୁଲିସ।ପାର୍ଥଙ୍କ ନାଁରେ ହତ୍ୟା ଧମକ ଓ ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ୍ କରିବା ଭଳି ଅଭିଯୋଗ ରହିଛି। ଦୀର୍ଘ ଦିନ ହେବ ତାଙ୍କ ନାଁରେ ଭୁବନେଶ୍ୱରର ଖାରବେଳ ନଗରରେ ଏହି ମାମଲା ରହିଛି। ଭୁବନେଶ୍ୱର ଜେଏମ୍‌ଏଫସି କୋର୍ଟଙ୍କ ପକ୍ଷରୁ ବାରମ୍ବାର ନୋଟିସ ଦିଆଯିବା ସତ୍ତ୍ୱେ ସେ […]Continue Reading
National News
GURUGRAM, JUL 10 : Intermittent overnight rainfall brought Gurugram to a standstill on Thursday, flooding roads and residential areas and causing massive traffic snarls across the city. The district administration said Gurugram received 133 mm of rain while Wazirabad tehsil recorded 122 mm till 8.30 am. Key stretches, including the Narsinghpur stretch of the Delhi-Gurugram Continue Reading
Odisha News
ଗଜପତି, ୧୦/୭ : ଗଜପତି ଜିଲ୍ଲା ଅଡ଼ବା ଥାନା ଗାଙ୍ଗୁଡ଼ି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବସ୍ । ଉକ୍ତ ବସ୍ ରେ ୨୦ରୁ ଅଧିକ ଯବାନ ଥିଲେ । ଅଳ୍ପକେ ବର୍ତ୍ତିଲା ଯବାନଙ୍କ ଜୀବନ ।ସୂଚନା ଅନୁସାରେ, ପୁରୀରେ ରଥଯାତ୍ରା ପାଇଁ ଡ୍ୟୁଟି କରି ୨୦ରୁ ଅଧିକ ଯବାନ ଏକ ବସ୍ ଯୋଗେ କୋରାପୁଟ ଫେରୁଥିଲେ । ଅଡ଼ବା ଥାନା ଗାଙ୍ଗୁଡ଼ି ନିକଟରେ କୌଣସି କାରଣରୁ ବସ୍ ଟି ଭାରସାମ୍ୟ ହରାଇ ରାସ୍ତା […]Continue Reading
Odisha News
ଭୁବନେଶ୍ୱର,୧୦/୭: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଥିବା ବେଳେ ରାଜ୍ୟରେ ପେଟ୍ରୋଲ, ଡିଜେଲ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ପ୍ରାୟତଃ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଏହି ଧର୍ମଘଟ ଯୋଗୁଁ ରାଜ୍ୟର ଅନେକ ପେଟ୍ରୋଲ ପମ୍ପରେ ତୈଳ ସଙ୍କଟ ଦେଖାଦେଇଛି, ଏବଂ ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ମଧ୍ୟ ଚରମ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଓଡ଼ିଶା ଡ୍ରାଇଭର ମହାସଂଘ ନିଜର ୬ ଦଫା ଦାବି ପୂରଣ ନେଇ ଅଟଳ Continue Reading