ଭୁବନେଶ୍ୱର, ୧୨/୭ : ମୁମ୍ବାଇରୁ ଅସ୍ତ୍ରୋପଚାର ପରେ ଭୁବନେଶ୍ବର ଫେରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିଛନ୍ତି ବିଜେଡିର ନେତୃବୃନ୍ଦ ଓ କର୍ମୀ ।ଗତ ଜୁନ ୨୦ ତାରିଖରେ ଅସ୍ତ୍ରୋପଚାର ପାଇଁ ମୁମ୍ଵାଇ ଯାଇଥିଲେ ନବୀନ। ଏବଂ ଜୁନ୍ ୨୨ ତାରିଖରେ କୋକିଳାବେନ ଧୀରୁ ଭାଇ ଅମ୍ଵାନୀ ହସପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସର୍ଭିକାଲ ଆର୍ଥ୍ରାଇଟିସ ଅପରେସନ ହୋଇଥିଲା। ଅସ୍ତ୍ରୋପ୍ରଚାରଟି ସଫଳ ହେବାରୁ ସେ ସଂପୂର୍ଣ୍ଣ Continue Reading
NEW DELHI, JUL 12: Prime Minister Narendra Modi on Saturday hailed the inscription of ‘Maratha Military Landscapes’ on the UNESCO World Heritage List, and said every Indian is elated with this recognition. ‘Maratha Military Landscapes’, representing extraordinary fortification and military system envisioned by the Maratha rulers, was on Friday Continue Reading
ଭୁବନେଶ୍ୱର,୧୨/୭ : ସୁନ୍ଦରଗଡ଼ ଏମ୍ପି ଜୁଏଲ ଓରାମ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ଆଉ ନିର୍ବାଚନ ଲଢ଼ିବେନି ବୋଲି ଜୁଏଲ ଓରାମ କହିଛନ୍ତି। ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ବଡ଼ ବୟାନ ଦେଇ ଜୁଏଲ ଓରାମ କହିଛନ୍ତି, ଆଉ ନିର୍ବାଚନ ଲଢ଼ିବିନି। ଗତ ନିର୍ବାଚନ ବେଳେ ଘୋଷଣା କରିଛି MP,MLA ପାଇଁ ଲଢ଼ିବି ନାହିଁ।କେନ୍ଦ୍ରରେ ଓଡ଼ିଶାରୁ ୩ ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ମିଳିଛି। ଗତ ମନ୍ତ୍ରିମଣ୍ଡଳରେ ପୂର୍ବରୁ ରହିଆସିଥିବା ଧର୍ମେନ୍ଦ୍ର ପ୍ରଧାନ Continue Reading
ଭୁବନେଶ୍ୱର, ୧୨/୭ : ରାଜ୍ୟ ବାସୀଙ୍କ ପାଇଁ ଆଶ୍ୱସ୍ଥିର ଖବର । ଦୀର୍ଘ ୪ ଦିନ ପରେ ଆଜିଠୁ ରାଜ୍ୟରେ ଗଡିଲା ଘରୋଇ ବସ । ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସ୍ଥାନରେ ଆଜି ଗନ୍ତବ୍ୟ ସ୍ଥଳକୁ ଗଡିଛି ବସ୍ । ୭ଦଫା ଦାବି ନେଇ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ପାଇଁ ଗଡୁନଥିଲା ବସ୍ । ହେଲେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବସ ଚଳାଚଳ ପାଇଁ ନିଷ୍ପତ୍ତି ନେଇଥିଲେ ଘରୋଇ ବସ ମାଲିକ ସଂଘ […]Continue Reading
NEW DELHI, JUL 12 : A four-storey building collapsed around 7:00 am on Friday morning in the Janata Mazdoor Colony of Seelampur, located in northeast Delhi’s Welcome area. The structure came crashing down suddenly, trapping several people under the debris. According to the police’s official statement, eight individuals have been rescued so far. Seven have […]Continue Reading
ଭୁବନେଶ୍ବର, ୧୧/୭ : ବସ୍ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ପାଇଁ ବଡ଼ ଖବର ଆସିଛି। ବସ୍ରେ ଯାତ୍ରା କରିବା ପାଇଁ ଆଉ ସେମାନେ ହଇରାଣ ହେବେ ନାହିଁ। ଅର୍ଥାତ ଆସନ୍ତାକାଲି (ଶନିବାର) ଠାରୁ ଯାତ୍ରୀବାହୀ ଘରୋଇ ବସ୍ ଚଳାଚଳ କରିବ। ଘରୋଇ ବସ୍ଗୁଡ଼ିକ ପୂର୍ବ ଭଳି ପୁଣି ସ୍ବାଭାବିକ ଢଙ୍ଗରେ ଚାଲିବ। ଘରୋଇ ବସ୍ ମାଲିକ ସଂଘର ସଂପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପୁରୀରେ ଆୟୋଜିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧୧/୭: ସାଧା ପୋଷାକଧାରୀ ପୋଲିସକୁ ଅପହରଣକାରୀ ଭାବି ନିର୍ଦ୍ଧୁମ ମାଡ଼ ମାରିଲେ ସାଧାରଣ ଲୋକେ । ଶେଷରେ ତୂମୁଡ଼ିବନ୍ଧ ପୋଲିସକୁ ଡାକି ପୋଲିସର ଜିମା ଦେଇଥିବା ଜଣାପଡ଼ିଛି ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ଅଞ୍ଚଳରେ । ସୂଚନା ପ୍ରକାରେ ଜଣେ ଅପରାଧୀ ବାଲିଗୁଡ଼ା ଥାନା ଅଞ୍ଚଳରେ ଲୁଚି ରହିଥିବା ମୋବାଇଲ୍ ନମ୍ବର୍ ଟ୍ରାକିଂ Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୧/୭ : ବୌଦ୍ଧସ୍ଥିତ ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜ଼ିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀମତୀ ଲିପସା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମବାୟ ସମିତି ସମୁହର ଉପ ନିବନ୍ଧକ ଗିରିଶ ଚନ୍ଦ୍ର ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।ସମ୍ମାନୀତ ଅତିଥି ଭାବରେ ହରଭଙ୍ଗା ବ୍ଲକ Continue Reading
By Akshya Rout Jajpur, Jul 11 : The ongoing protest by the Drivers’ Association in Odisha entered the fourth day on Friday, bringing disruptions across several districts. During the protest at Danagadi Chhak in Jajpur district, a driver collapsed and fell unconscious, prompting swift action from former Minister Priti Ranjan Ghadei. Ghadei, who was returning […]Continue Reading
ଭୁବନେଶ୍ୱର, ୧୧/୭ : ଝାରୁସୁଗୁଡ଼ାରେ ବାଂଲାଦେଶୀ ଶ୍ରମିକଙ୍କୁ ଅଟକ ରଖିବା ମାମଲାରେ ଓଡ଼ିଶା ସରକାରଙ୍କୁ ଧମକ ଦେଇଥିବା ପଶ୍ଚିମବଙ୍ଗ କ୍ରୀଷ୍ଣାନଗର ସାଂସଦ ତଥା ବିଜେଡ଼ି ନେତା ପିନାକୀ ମିଶ୍ରଙ୍କ ପତ୍ନୀ ମହୁଆ ମୋଇତ୍ରଙ୍କୁ କଡ଼ା ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।ଓଡ଼ିଆ ପୁଅକୁ ବାହା ହୋଇଛନ୍ତି, ମାସେ ପୂରିନି ଶଶୁର ଘରକୁ ଧମକ ଦେଉଛନ୍ତି । ଇଂରେଜମାନେ ଓଡ଼ିଶାକୁ ଧମକାଇ ପାରିଲେ ନାହିଁ, ମହୁଆ କିଏ ବୋଲି ପ୍ରଶ୍ନ କରିଛନ୍ତି ସୁରେଶ Continue Reading




