Home Articles posted by odadmin (Page 384)
National News
New Ddelhi,Jul 18 :  Fresh intelligence inputs seen by India Today suggest that India’s most wanted terrorist, Jaish-e-Mohammed chief Masood Azhar, has been spotted in Pakistan-occupied Kashmir’s Gilgit-Baltistan region, more than 1,000 km away from his Bahawalpur stronghold. Azhar was recently seen in Skardu, specifically around the Sadpara Road locality. The Continue Reading
Odisha News
ଭୁବନେଶ୍ଵର, ୧୮/୭ : ରାଜ୍ୟ କଂଗ୍ରେସ ଏକ ବଡ଼ ଘୋଷଣା କରିଛି । କଂଗ୍ରେସ ଭବନରେ ଖୁବଶୀଘ୍ର ମହିଳାଙ୍କ ପାଇଁ ଖୋଲିବ ଅଭିଯୋଗ ପ୍ରକୋଷ୍ଠ ଏବଂ ଲଞ୍ଚ କରିବ ସ୍ୱତନ୍ତ୍ର ଆପ୍ । ଏହା ସହିତ ଆସନ୍ତା ୨୪ ତାରିଖରେ ଏଫ୍ ଏମ୍ କଲେଜ ମୃତ ଛାତ୍ରୀଙ୍କ ଉଦ୍ଦେଶ୍ୟରେ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିବସ ଆୟୋଜନ କରାଯିବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।ଭକ୍ତ ଦାସ କହିଛନ୍ତି, ଆସନ୍ତା ୨୪ ତାରିଖରେ […]Continue Reading
Odisha News
ମୟୁରଭଞ୍ଜ, ୧୮/୭: ମୟୁରଭଞ୍ଜର ବାରିପଦାରୁ ଧରାପଡ଼ିଥିବା ଅନ୍ତଃରାଜ୍ୟ ବାଘଛାଲ ଚାଲାଣ ରାକେଟ୍‌ର ତଦନ୍ତ ବେଳେ ପଦାକୁ ଆସିଛି ସାଙ୍ଘାତିକ୍ ତଥ୍ୟ । ଗିରଫ ହୋଇଥିବା ଶିକ୍ଷକ ଓ ତାନ୍ତ୍ରିକ ଏହି ରାକେଟ୍‌ର ମୁଖ୍ୟ କାର୍ପଟ୍ଦାର ଥିଲେ ।ଉଭୟ ବଶୀକରଣ ଆଳରେ ଶତାଧିକ ମହିଳାଙ୍କ ଶୋଷଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅଭିଯୁକ୍ତ ତାନ୍ତ୍ରିକର ମୋବାଇଲ୍ରୁ ମହିଳାମାନଙ୍କ ଶତାଧିକ ଆପତ୍ତିଜନକ ଫଟୋ ଓ ଭିଡିଓ ମିଳିବା ପରେ ଘଟଣାଟି ନୂଆ ମୋଡ଼ ନେଇଛି ।ଘଟଣା Continue Reading
Odisha News
କଟକ, ୧୮/୭ : ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ପରେ ଏବେ ରାଜ୍ୟ ସରକାର ସଜାଗ ହୋଇଯାଇଛନ୍ତି । ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଅନ୍ତରୀଣ ଅଭିଯୋଗ କମିଟି ଗଠନକୁ ବାଧ୍ୟତା କରିଛନ୍ତି । ସେପଟେ ରେଭେନ୍ସା ବିଶ୍ୱବିଦ୍ୟାଳୟ ମଧ୍ୟ ମହିଳା କର୍ମଚାରୀ ଏବଂ ଛାତ୍ରୀଙ୍କ ପାଇଁ କଡ଼ା କଟକଣା ଜାରି ହୋଇଛି ।ରେଭେନ୍ସା କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ମୁତାବକ, ସନ୍ଧ୍ୟା ୫ଟା ୩୦ପରେ କୌଣସି ଅଧ୍ୟାପିକା, ମହିଳା କର୍ମଚାରୀ ଏବଂ ଛାତ୍ରୀମାନେ Continue Reading
National News
NEW DELHI, JUL 18 : The government on Friday welcomed the US administration’s decision to designate the Pakistan-based outfit, The Resistance Front, which was behind the Pahalgam terror attack, as a terrorist group. The Centre noted that the move underscores the strong counter-terrorism cooperation between India and the United States. “India has consistently Continue Reading
Odisha News
ଭୁବନେଶ୍ୱର, ୧୮/୭: ଆସନ୍ତା ୨୧ ତାରିଖ ପର୍ଯଁନ୍ତ ରାଜ୍ୟରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନ ଓ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଆଜି ବର୍ଷା ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, Continue Reading
Top Stories
170 participants from 16 districts compete in martial arts meet By Mahendra Darjee Balangir/Bhubaneswar, July 18: The 2nd Odisha Pencak Silat Championship for 2025–26 was successfully held at Madhusudan Dev College in Bhubaneswar, drawing participation from 170 athletes representing 16 districts across the state. Organised by the Odisha Pencak Silat Association, the event Continue Reading
Odisha News
ଭୁବନେଶ୍ୱର, ୧୭/୭: ଭୁବନେଶ୍ୱରର ଲୋକ ସେବା ଭବନରେ କନଭେନସନ ସେଣ୍ଟରରେ ଦୁଇ ଦିନିଆ ଜାତୀୟ ଉତ୍ତମ ପ୍ରଶାସନିକ ଅଭ୍ୟାସ ସମ୍ମିଳନୀ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନସନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ମିଳିତ ଭାବରେ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ସହଯୋଗପୂର୍ଣ୍ଣ, ପ୍ରଯୁକ୍ତିବିଦ୍ୟା-ସକ୍ଷମ ଶାସନ ପାଇଁ ସ୍ୱର ସ୍ଥାପନ କରିଥିଲେ।ମୁଖ୍ୟମନ୍ତ୍ରୀ କାଗଜବିହୀନ ବଜେଟିଂରୁ ଡିଜିଟାଲ Continue Reading
Odisha News
ସମ୍ୱଲପୁର, ୧୭/୭ : ପୁଣି ଜଣେ ଛାତ୍ରୀ ନିର୍ଯ୍ୟାତନାର ଶିକାର ହୋଇଛନ୍ତି । ବାଲେଶ୍ୱର ପରେ ଏବେ ସମ୍ୱଲପୁରରେ ଦେଖିବାକୁ ମିଳିଛି ଏଭଳି ଘଟଣା। ବାଲେଶ୍ୱରରେ ଛାତ୍ରୀଙ୍କ ଆତ୍ମହୁତି ଘଟଣା ରାଜ୍ୟବାସୀଙ୍କ ମନରୁ ଲିଭି ନଥିବା ବେଳ ଏବେ ଆଉ ଗୋଟିଏ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଜଣେ ୨୦ ବର୍ଷିୟ ଛାତ୍ରୀଙ୍କୁ ନିର୍ଯ୍ୟାତନା ଦିଆଯାଇଥିବା ନେଇ ଗୋଟିଏ ବଡ଼ ଅଭିଯୋଗ ସାମ୍ନାକୁ ଆସିଛି ।ତେବେ ଏହି ଘଟଣାରେ ଜିଏମ ବିଶ୍ଵବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ […]Continue Reading