Home Articles posted by odadmin (Page 381)
Odisha News
ଭୁବନେଶ୍ବର, ୨୧/୭ : ଆଉ ଖୋଲାରେ ଦିଆଯିବ ନାହିଁ ପେଟ୍ରୋଲ୍ ଏବଂ ଡିଜେଲ । କେବଳ ଗାଡ଼ିର ଇନ୍ଧନ ଟାଙ୍କିରେ ହିଁ ଭରାଯିବ। ବାଲେଶ୍ୱର ଓ ବଳଙ୍ଗା ଘଟଣା ପରେ ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁ ।ଏହି ନିଷ୍ପତ୍ତି ରାଜ୍ୟର ପ୍ରାୟ ୩,୦୦୦ରୁ ଅଧିକ ପେଟ୍ରୋଲ ପମ୍ପ ଏବଂ ୩ଟି ଡିପୋରେ ଲାଗୁ ହେବ। ତେବେ ପେଟ୍ରୋଲିୟମ ଡିଲରସ୍ ଆସୋସିଏସନ ଏହାକୁ […]Continue Reading
Odisha News
ଭୁବନେଶ୍ୱର, ୨୧/୭: ବାଲେଶ୍ୱର ଏଫ୍.ଏମ୍. ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ମାମଲାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରୁଥିବା କଂଗ୍ରେସ ଏବେ ନିଜ ଦଳୀୟ ନେତାଙ୍କ କଳା କାରନାମା ପାଇଁ ଲଜ୍ଜିତ ହୋଇଛି ।ଦୁଷ୍କର୍ମ ମାମଲାରେ ଓଡ଼ିଶା ଛାତ୍ର କଂଗ୍ରେସ ସଭାପତି ଗିରଫ ହେବା ଆକ୍ସନ୍ ମୁଡକୁ ଆସିଛି ଦଳ । ଉଦିତ ପ୍ରଧାନଙ୍କୁ ନିଲମ୍ବନ କରିବା ପରେ ଏବେ ସ୍ଥିତି ଅନୁଧ୍ୟାନ ପାଇଁ ୬ ଜଣିଆ କମିଟି ଗଠନ କରିଛି ରାଜ୍ୟ କଂଗ୍ରେସ ।ପିସିସି ସଭାପତି ଭକ୍ତ […]Continue Reading
Odisha News
ଭୁବନେଶ୍ୱର, ୨୧/୭ : ଦୁଷ୍କର୍ମ ମାମଲାରେ ଗିରଫ ହେଲେ ଓଡିଶା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ। ଉଦିତ ଜଣେ ଛାତ୍ରୀଙ୍କୁ ପାନୀୟରେ ନିଶା ଦ୍ରବ୍ୟ ମିଶାଇଆ ପିଇବାକୁ ଦେଇଥିଲେ।ଏହାପରେ ତାଙ୍କୁ ମଞ୍ଚେଶ୍ୱର ଅଂଚଳରେ ଥିବା ଏକ ହୋଟେଲରେ ତାଙ୍କ ଦୁଷ୍କର୍ମ କରିଥିଲେ। ଏହାପରେ ଛାତ୍ରୀ ଜଣକ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହି ଅଭିଯୋଗକୁ ଆଧାର କରି ପୋଲିସ ଉଦିତ ପ୍ରଧାନଙ୍କୁ ଗିରଫ କରିଛି।ସୂଚନା ଅନୁସାରେ, ମାର୍ଚ୍ଚ ୧୮ ତାରିଖରେ ପୀଡ଼ିତା Continue Reading
National News
MUMBAI, JUL 21 : The Bombay High Court on Monday quashed the conviction of 12 persons in the 2006 Mumbai train blasts case and acquitted them, noting the prosecution has “utterly failed” to prove the case against them. The judgment comes 19 years after the terror attack that shook the city’s Western Railway network, resulting […]Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୨୧/୭ : ଓମ୍ ନାମ ସ୍ମରଣ କରି ଆମେ ଈଶ୍ୱର ଙ୍କ ଆନନ୍ଦ ସ୍ୱରୂପ ରେ ନିମଗ୍ନ ହେବା । ସାମ ବେଦରେ ୧୮୫୭ ଟି ମନ୍ତ୍ର ରହିଛି ।ଆଦିତ୍ୟ ୠଷି ଜ୍ଞାନ ପ୍ରାପ୍ତ ସାମ ବେଦରେ ଉପାସନା ଚର୍ଚ୍ଚା ବିଷୟରେ ଥିଙ୍କର୍ସ କ୍ଲବ ର ୧୨୭ ତମ ଆଭ।ଶୀ ଆଲୋଚନାକୁ ବିଶିଷ୍ଟ ଚିକିତ୍ସା ବିଜ୍ଞାନ ଲେଖକ ପ୍ରଫେସର ଡାକ୍ତର ନିରଞ୍ଜନ ତ୍ରିପାଠୀ ଶୁଭାରମ୍ଭ କରିଥିଲେ ।ଡେରାଡୁନ ସ୍ଥିତ ଦ୍ରୋଣସ୍ଥଳୀ ଆର୍ସ କନ୍ୟା […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୦ା୭ : ବୌଦ୍ଧ ଜିଲା ବଘିଆପଡା ଫାଣ୍ଡି ଅର୍ନ୍ତଗତ ଗଣ୍ଡିସର ( ବାରପୁଡା ଛକ ) ଠାରେ ଗତ ମଇ ୨୭ ତାରିଖ ଦିନ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଏକ ଆଦିବାସୀ ପରିବାରର ବାପ ଝିଅଙ୍କ ମୃତ୍ୟୁ ହୋଇଥିଲା । ଟିକରପଡା ପଞ୍ଚାୟତର ଚରିଆପାଲି ଗ୍ରାମର ଗଜେନ୍ଦ୍ର ମଲିକ (୩୨) ଓ ତାଙ୍କ ପତ୍ନୀ ଓ ଛୋଟ ଛୋଟ ୩ ଝିଅକୁ ନେଇ ଶଳା ବାହାଘର ସାରି ନିଜ ଘରକୁ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୦/୭: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଜଣେ ଯୁବକ ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାବେଳେ ରାସ୍ତା ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ହେଲେ ମୃତକ ରଘୁନାଥ ନାୟକ।ତାଙ୍କ ମୃତ ଶରୀର ନିଜ ଗାଁରେ ଗୁରୁବାର ପହଞ୍ଚି ଶେଷକୃତ୍ୟ ସରିଥିବାର ଇତିମଧ୍ୟରେ ୪ ଦିନ ବିତିଯାଇଥିଲେ ମଧ୍ୟ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ Continue Reading
Odisha News
ସାମ୍ବାଦିକ ସମ୍ମିଳନୀରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବ୍ୟକ୍ତବସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୨୦/୭ : ‎ସର୍ବ ପ୍ରଥମେ ଜୁଲାଇ୨ତାରିଖ ଅପରାହ୍ନ ରେ ବାଲେଶ୍ୱର ଡାକ ବଙ୍ଗଳା (circuit House) ରେ ଥିବାବେଳେ ସୌମ୍ୟାଶ୍ରୀ ଓ ତାର ସାଥୀ ମାନେ ଏହି ଘଟଣା ବିଷୟରେ ମୋତେ ଜଣାଇଥିଲେ । ।ମୁଁ ଅଧକ୍ଷଙ୍କୁ ଫୋନ୍ ଯୋଗେ କଥା ହୋଇ ସୌମ୍ୟାଶ୍ରୀ ପରୀକ୍ଷା ରେ ବସିବା ପାଇଁ ବ୍ୟବସ୍ଥା କଲି । ଏହି ଘଟଣା ରେ ସେ କି ପଦକ୍ଷେପ ନେଇଛନ୍ତି […]Continue Reading