Home Articles posted by odadmin (Page 38)
Odisha News
ଭୁବନେଶ୍ବର, ୨୫/୨ : ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏକ ବଡ଼ ଧରଣର ନଗଦ ଟଙ୍କା ଜବତ ଘଟଣା ସାମ୍ନାକୁ ଆସିଛି। କଟକ ସର୍କଲ ଖଣି ଉପ-ନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢ଼ାଉ କରି ଭିଜିଲାନ୍ସ ଟିମ୍ ଟଙ୍କାର ପାହାଡ଼ ଠାବ କରିଛି।ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ୪ କୋଟିରୁ ଅଧିକ ନଗଦ ଟଙ୍କା ମିଳିସାରିଛି ଏବଂ ଗଣତି ଏବେ ମଧ୍ୟ ଜାରି ରହିଛି।ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଭୁବନେଶ୍ୱର, କଟକ ଏବଂ ଭଦ୍ରକର […]Continue Reading
Odisha News
ଭୁବନେଶ୍ୱର, ୨୪/୨: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି।ଆଜି ଟ୍ୱିନ୍ ସିଟିରେ ବର୍ଷା ସହ ଘଡ଼ଘଡ଼ି ହୋଇଛି। ରାଜଧାନୀର ଅନେକ ସ୍ଥାନରେ ପାଣି ଜମିଥିବା ମଧ୍ୟ ଦେଖିବାକୁ ମିଳିଛି। ବହୁଦିନ ପରେ ବର୍ଷା ହୋଇଥିବାବେଳେ ଅନେକ ଲୋକ ଏହାର ମଜା ଉଠାଇଛନ୍ତି। ଲୋକେ ବିଭିନ୍ନ ଫଟୋ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ Continue Reading
Odisha News
ଭୁବନେଶ୍ୱର,୨୪/୨: ସୁପର ମାର୍ଟ ଲାଗିଛି ନିଆଁ । ସୋମବାର ରାତିରୁ ନିଆଁ ଲାଗିଥିବା ବେଳେ ମଙ୍ଗଳବାର ସକାଳ ସୁଧା ମଧ୍ୟ ନିଆଁ ଲାଗିଥିବା ନେଇ ଦେଖାଯାଇଛି । ଏବେ ବି ଜଳୁଛି ଧଉଳି ଲିଙ୍ଗିପୁର ନିକଟରେ ଥିବା ସୁପରମାର୍ଟ ।ଖବର ଅନୁସାରେ, ସୋମବାର ରାତି ପ୍ରାୟ ୧୦ଟାରୁ ସୁପରମାର୍ଟର ୩ୟ ମହଲାରେ ନିଆଁ ଲାଗିଛି । ତେବେ ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି । ଦୀର୍ଘ ଘଣ୍ଟା ପରେ ବି ହୁତୁ […]Continue Reading
National News
GUADALAJARA/MEXICO,FEB 23 : The Mexican army announced Sunday that it had killed powerful drug lord Nemesio “El Mencho” Oseguera in an operation that sparked a wave of violence in various parts of the country. Oseguera, the 59-year-old leader of the Jalisco New Generation Cartel, was wounded in a clash with soldiers in the town of […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୩/୨ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ରାଜ-ସିତାପୁରର ଅଲ୍ଲୁରୀ ନଗର ସ୍ଥିତ ସେଞ୍ଚୁରିଆନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ୍ ମ୍ୟାନେଜମେଣ୍ଟ (ସି:ୟୁ:ଟି:ଏମ:) ପାରଳାଖେମୁଣ୍ଡି କ୍ୟାମ୍ପସର ବାର୍ଷିକ ମହୋତ୍ସବ, “ଗଜଜ୍ୟୋତି-୨୦୨୬” ଅତ୍ୟନ୍ତ ଉଲ୍ଲେଖନୀୟ ଉତ୍ସାହ, ସ୍ପନ୍ଦନଶୀଳ ଅଂଶଗ୍ରହଣ , ପ୍ରତିଭା-ପୂର୍ଣ୍ଣ ଏବଂ ନବସୃଜନର ଏକ ପ୍ରେରଣା-ଦାୟକ ପ୍ରଦର୍ଶନ ଭାବରେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା ,୨୩/୨ : ଖୋରଧା ବିଧାୟକଙ୍କ ମଙ୍ଗଳାନଗର ଜନଶୁଣାଣି ଶିବିର ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ୧୩୧ ତମ ମନ୍ କି ବାତ୍ କାର୍ଯ୍ୟକ୍ରମର ସୀଧାସଳଖ ବାର୍ତ୍ତା ଏକାଠି ବସି ଶୁଣିଲେ ଶତାଧିକ ଖୋର୍ଦ୍ଧାବାସୀ।ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ସମେତ ସହରର ଅନେକ ବୁଦ୍ଧିଜୀବୀ, ମହିଳା ଓ ଯୁବଗୋଷ୍ଠୀ ଏକାଠି ବସି ମୋଦୀଙ୍କ ବାର୍ତ୍ତା ଶୁଣିଥିଲେ । ଏହି ଅବସରରେ ମୋଦି Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୨/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ୍ୟୁ ଘଟଣା ରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତିନି ଜଣ ଶିକାରୀ କୁ ଗିରଫ କରିଛି ବନ ବିଭାଗ ।ଗିରଫ ତିନି ଜଣ ଶିକାରୀ ମୁଣ୍ଡୁଟି ଜଙ୍ଗଲ ରେ ଜାନୁଆରୀ ୪ ତାରିଖ ଦିନ ବାରହା ଶୀକାର କରିବା ପାଇଁ ବିଦ୍ୟୁତ ତାର ବିଛାଇଥିଲେ କ୍ଷ କିନ୍ତୁ ବିଦ୍ୟୁତ ଫାସ ରେ […]Continue Reading