Home Articles posted by odadmin (Page 367)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୦/୬ : ବୌଦ୍ଧ ଡି. ପି .ଏମ୍. ୟୁ (ପରିସଂଖ୍ୟାନ ଶାଖା) ର ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଅଛି।ଉକ୍ତ ଦିବସକୁ ଶ୍ରୀ ଅନିରୁଦ୍ଧ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ବୌଦ୍ଧ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ଓ ଦେଶ ଗଢିବାରେ ପରିସଂଖ୍ୟାନ ର ମହତ୍ତ୍ଵ ଆଲୋକପାତ କରିଥିଲେ ଏବଂ ଡା. ସାନନ୍ଦ କୁମାର ଝାଙ୍କର୍, ଅଧ୍ୟାପକ ପରିସଂଖ୍ୟାନ ଓ ଶ୍ରୀ ଆଶୁତୋଷ […]Continue Reading
National News
Telangana,Jun 30 : Eight people were killed and at least 20 others suffered injuries after a reactor explosion at a chemical plant in the Pasamailaram industrial area of Patancheru, Sangareddy district, on Monday. Eyewitnesses reported that the explosion was so powerful that some workers were thrown nearly 100 metres away. Flames erupted immediately, engulfing parts […]Continue Reading
Odisha News
ଭୁବନେଶ୍ୱର, ୩୦/୬: ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବଡ଼ ବନ୍ୟା ଆଶଙ୍କା କରାଯାଉଛି । ଏନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ଯେ, \” ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଓ ଜଳକାରେ ଜଳସ୍ତର ବଢିଛି । ଫଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ରାଜଘାଟ ନିକଟରେ ସୁରର୍ଣ୍ଣରେଖା ବିପଦ ସଙ୍କେତ ଉପରେ Continue Reading
Odisha News
ଭୁବନେଶ୍ୱର, ୩୦/୬: ଯିଏ ଦୁର୍ନୀତି କରିବ ସିଏ ଜେଲ ଯିବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏହି ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରାଯାଉଛି ।ଏହି କ୍ରମରେ ଆଜି ପୁଣି ଜଣେ ସରକାରୀ ବଡ଼ ମାଛ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଭୁବନେଶ୍ୱର ମୃତ୍ତିକା ସଂରକ୍ଷଣ ଏବଂ ଜଳ ଛାୟା ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍ । ସେ ରାୟଗଡ଼ା ଜଳଛାୟା ବିଭାଗର ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ମଧ୍ୟ ଅଟନ୍ତି […]Continue Reading
Odisha News
ମୟୁରଭଞ୍ଜ, ୩୦/୬: ଜୁଲାଇ ୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ବର୍ଷାକୁ ଦୃଷ୍ଟିରେ ରଖ୍ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ୍ୟପ୍ରାଣୀ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନେନୀ ଏପରିକି ନିଷ୍ପତି ନେଇଛନ୍ତି।ତେବେ ଗତ ଅକ୍ଟୋବରରେ ପର୍ଯ୍ୟଟକଙ୍କ ନିମନ୍ତେ ଶିମିଳିପାଳ ଅଭୟାରଣ୍ୟ ଖୋଲିଥିଲା। ମୌସୁମୀ ଆଗମନ ସହିତ ଲଗାଣ ବର୍ଷା ପାଇଁ ପର‌୍ୟ୍ୟଟକଙ୍କ ସୁରକ୍ଷା ନିମନ୍ତେ ଅଭୟାରଣ୍ୟକୁ ବନ୍ଦ Continue Reading
National News
MUMBAI, JUN 29 : The Maharashtra government on Sunday withdrew its controversial resolutions on the three-language policy for schools following strong opposition and state-wide protests. Chief Minister Devendra Fadnavis announced that a new expert committee will be formed to review the policy and recommend the next steps. He said the decision on the third language […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୯/୬ : ଚଳିତ ମାସର ତା ୨୫/୬/୨୦୨୫ ଠାରୁ ୨୭/୬/୨୦୨୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ହାଇଦ୍ରାବାଦ ସ୍ଥିତ ଜିଏମସି: ବାଲାୟୋଗୀ ଇନଡୋର ଷ୍ଟାଡିୟମ ଠାରେ ଜାତୀୟ ସ୍ତରୀୟ ଓପନ ଡାଇକୋଣ୍ଡୋ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ଗଜପତି ଜିଲ୍ଲାର ଖେଳାଳି ମାନେ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରି ବଡ଼ ସଫଳତା ହାସଲ କରି ପାରିଛନ୍ତି ।ଏହି ତାଇକଣ୍ଡୋ ପ୍ରତିଯୋଗିତା ତେଲେଙ୍ଗାନା ତାଇକୋଣ୍ଡୋ ଏସୋସିଏସନ ଦ୍ବାରା ଆୟୋଜନ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୯/୬ : ପବିତ୍ର ଘୋଷଯାତ୍ରା ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମାଉସୀ ମା’ ମନ୍ଦିରରେ ରବିବାର ଚତୁର୍ଦ୍ଧାମୂର୍ତ୍ତୀଙ୍କ କଚ୍ଛପ ଅବତାର ବେଶ ହୋଇଥିଲା। ଏହି ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା। ବିଭିନ୍ନ ନୀତିକାନ୍ତିରେ ଗୁଣ୍ଡିଚା ମନ୍ଦିରରେ ପୂଜାର୍ଚ୍ଚନା ସହ ସକାଳ ଓ଼ ସନ୍ଧ୍ୟା ଆଳତୀ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏହି ନବ ଦିନାତ୍ମକ ଯାତ୍ରା Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୨୯/୬ : ଜାତିସଂଘ ରେ ପୃଥିବୀ ଶାନ୍ତି ସଂସ୍ଥା ଭାରତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପ୍ରରୋଚନାରେ ଗଠନ ପାଇଁ ଉଦ୍ୟମ ତ୍ୱରାନ୍ୱିତ କରିବାକୁ ବହୁ ବୁଦ୍ଧିଜିବୀ ମତ ପ୍ରକାଶ କରିଛନ୍ତି ।ଥିଙ୍କର୍ସ କ୍ଲବ ର ୧୨୫ ତମ ଆଭ।ଶୀ ଆଲୋଚନା କାନାଡା ରୁ ବିଶିଷ୍ଟ ପ୍ରଶାସକ ବିବେକ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି ।ଡ ଇ ନନ୍ଦ ନନ୍ଦନ ଦାସ,ଆଡମିର।ଲ ଜେନେରାଲ ଅତନୁ ପଟ୍ଟନାୟକ ବକ୍ତା ଭାବେ […]Continue Reading