State to Cover Over 1.7 Crore Beneficiaries in a Massive Public Health Campaign By Swagatika Dash Bhubaneswar, Aug. 9, 2025: To improve child health, combat anaemia, and fight parasitic worm infections, the Directorate of Health and Family Welfare, Govt of Odisha, in collaboration with UNICEF, is set to launch the National Deworming Day (NDD) and […]Continue Reading
ଭୁବନେଶ୍ୱର,୯/୮: ‘ସୁଭଦ୍ରା’ ୩ୟ କିସ୍ତି ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଉଦ୍ବୋଧନ କରିଛନ୍ତି। ରାଜ୍ୟର ସର୍ବବୃହତ ମହିଳା ସଶକ୍ତୀକରଣ ଯୋଜନା ହେଉଛି ସୁଭଦ୍ରା।ଗୋଟିଏ ବଟନ୍ ଚିପି ୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ପଠାଇଛୁ। ନାରୀକୁ ସ୍ବାବଲମ୍ବୀ କରିବା ପାଇଁ ଏହି ସୁଭଦ୍ରା ଯୋଜନା। ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା, ଅନ୍ତର୍ଜାତୀୟ ମହିଳା ଦିବସରେ ପ୍ରଦାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୯/୮: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ବିଜେପି ସରକାରକୁ ଦାୟୀ କରିଛି ନୟାଗଡ଼ ଜିଲ୍ଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ ବିଜେଡି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ପରାମର୍ଶ କ୍ରମେ ଆଜି ଦଳ ପକ୍ଷରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ସରକାର ବିରୁଦ୍ଧରେ ନାରାବାଜି କରାଯାଇଛି । ରାଜ୍ୟରେ ଛାତ୍ର ଓ ନାରୀ […]Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ ଖୋର୍ଦ୍ଧା,୯/୮ : ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ୧୦୯ ତମ ବାର୍ଷିକ ସାଧାରଣ ସଭା ବ୍ୟାଙ୍କର ସଭାପତି ଅଭିଷେକ ସିଂହ ସାମନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ସଭା ପ୍ରାରମ୍ଭରେ ବ୍ୟାଙ୍କର ପ୍ରତିଷ୍ଠାତା ସ୍ବର୍ଗତ ରାୟ ସାହେବ ସତୀଶ ଚନ୍ଦ୍ର ଚକ୍ରବର୍ତ୍ତୀ ଓ ଓଡିଶା ସମବାୟ ଆନ୍ଦୋଳନର ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।ଏହି ସଭାରେ ଯୁଗ୍ମ ନିବନ୍ଧକ ସମବାୟ ସମିତି ସମୂହ Continue Reading
By A.K.Rout Jajpur, Aug. 9: There was no custodial torture in the Balichandrapur police station incident, where accused Rabindra Mallik was alleged to have been tortured and consumed pesticide, clarified Jajpur Superintendent of Police (SP) Yashpratap Shrimal on Saturday. According to the SP, Mallik had a land dispute with his neighbour, which led to a […]Continue Reading
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୯/୮: ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ, ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ଼ା. କୃଷ୍ଣ ଚନ୍ଦ୍ର ମହାପାତ୍ର ଯାଜପୁର ଜିଲ୍ଲା ଗସ୍ତରେ ଆସି ଯାଜପୁର ମ୍ୟୁନିସିପାଲିଟିର ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଯାଜପୁର ଓ ବ୍ୟାସନଗର ମ୍ୟୁନିସିପାଲିଟିରେ କାର୍ଯ୍ୟରୀ ହେଉଥିବା ବିଭିନ୍ନ ଜନକଲ୍ୟାଣ ଯୋଜନା ଓ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା Continue Reading
ଭୁବନେଶ୍ୱର, ୯/୮: ଆଜି ଭାଇ ଭଉଣୀ ମଧ୍ୟରେ ଥିବା ପବିତ୍ର ସମ୍ପର୍କର ପର୍ବ ରାକ୍ଷୀ ପୂର୍ଣ୍ଣିମା । ରାକ୍ଷୀ ଭାଇ ଓ ଭଉଣୀର ଅତୁଟ ବନ୍ଧନ ଓ ଅମାପ ସେହ୍ନର ପ୍ରତୀକ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା\’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ […]Continue Reading
Odisha Government must protect the memory of Bari martyrs ସ୍ମରଜିତ ମହାନ୍ତିସ୍ୱାଧୀନତା ସଂଗ୍ରାମରେ ଯାଜପୁର ଜିଲ୍ଲାର ଅବଦାନ ବିଶେଷ ମହତ୍ୱ ରଖେ । ସ୍ୱାଧୀନତା ସଂଗ୍ରାମରେ ଯାଜପୁର ଜିଲ୍ଲାର ୪ ଜଣ ମହାନ ଦେଶ ଭକ୍ତ ଦେଶ ପାଇଁ ଶହୀଦୟ ହୋଇଛନ୍ତି । ସେମାନେ ସମସ୍ତେ ବରୀ ଅଞ୍ଚଳର । ଏହି ମହାନ ଦେଶ ଭକ୍ତ ମାନେ ହେଲେ ସାଉଁଟି ମଳିକ, ସାନନ୍ଦ ସ୍ୱାଇଁ, ହାଡ଼ିବନ୍ଧୁ ପଣ୍ଡା ଓ ମାୟାଧର ଭୁଇଁଆ ।୧୯୪୨ ମସିହା […]Continue Reading
ଭୁବନେଶ୍ୱର, ୮/୮ : ଓଡିଶା ବିଧାନସଭାରେ ନୂତନ ୱେବସାଇଟର ଉଦଘାଟନ ହୋଇଛି । ବିଧାନସଭା ବାଚସ୍ପତି ସୁରମା ପାଢ଼ୀବୋ ନୂଆ ୱେବ୍ ସାଇଟ୍ www.assembly.odisha.gov.in କୁ ଉଦଘାଟନ କରିଛନ୍ତି ।ଏହି ଅବସରରେ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି, ଅଧିକ ସ୍ୱଚ୍ଛ ଓ ଦକ୍ଷଶାସନ ଦିଗରେ ଯାତ୍ରାର ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଆରମ୍ଭ ହେବ । ଓଡ଼ିଶା ସରକାର ଏନ୍ଆଇସିଟି (NICT) ବିଭାଗ ଓ ଭାରତ ସରକାର ଏନ୍ଆଇସି (NIC)ର ବୈଷୟିକ ପରାମର୍ଶ ଦ୍ୱାରା ଏହି ୱେବସାଇଟ Continue Reading
NEW DELHI, AUG 8 : The government on Friday announced a Rs 30,000 crore compensation package for public sector Oil Marketing Companies (OMCs) to offset losses incurred from selling domestic LPG at regulated prices. The compensation will be extended to Indian Oil Corporation Ltd (IOCL), Bharat Petroleum Corporation Ltd (BPCL), and Hindustan Petroleum Corporation Ltd […]Continue Reading




