Home Articles posted by odadmin (Page 35)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୬/୧୦ : ବର୍ତ୍ତମାନ କନ୍ଧମାଳିଆ ଶୀତ ଓ କୁହୁଡି ଆରମ୍ଭ ହୋଇଗଲାଣି, ତେବେ ମଝିରେ ମଝିରେ ଲଘୁଚାପ ଜନିତ ବର୍ଷା ଯୋଗୁ କୁହୁଡି ଓ ଶୀତ ଛୁଇଁବାରେ ବିଳମ୍ବ ହୋଇଛି। ଶୀତର ମଜା ନେବାକୁ ଆସୁଥିବା ପର୍ଯ୍ୟଟକ ମାନେ ପ୍ରକୃତ ଶୀତକୁ ଅନୁଭବ କରି ନ ପାରି ନିରାଶ ହେଉଥିବା ଦେଖିବାକୁ ମିଳୁଛି ।କିନ୍ତୁ ଆଗାମୀ ଦିନରେ ପ୍ରବଳ ଶୀତ ସହ ଘନ କୁହୁଡି ହେବାର ଆଶା କରାଯାଉଛି ।ଓଡିଶାର କାଶ୍ମୀର […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨୫/୧୦ : ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମିଳନୀ କକ୍ଷରେ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରା,ଐତିହ୍ୟ,ବୈଭବ ଓ ମରାଳ ମାଳିନୀ ନିଳାମ୍ବୁ ଚିଲିକାର ସମୃଦ୍ଧିଶାଳୀ ସାଂସ୍କୃତିକ ଚେତନାକୁ ପ୍ରତିଟି ବୀର ଓଡ଼ିଆଙ୍କ ହୃଦୟରେ ଉଜ୍ଜୀବିତ କରିବା Continue Reading
Top Stories
By Swagatika Das Bhubaneswar,Oct.26: The Viswas School and College of Nursing joyfully organized the Orientation Program for the Academic Year 2025–26 on 23rd October 2025, filled with enthusiasm and excitement. The welcome ceremony for the new students was celebrated in a cheerful and vibrant atmosphere. The event began on a heartfelt note — senior students […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୬/୧୦ : ଆସନ୍ତା କାଲି ୨୮ ତାରିଖ ରେ ଆସୁଥିବା ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା “ମୋନଥା” କୁ ନେଇ ଗଜପତି ଜିଲ୍ଲା ପ୍ରଦାନ ପକ୍ଷରୁ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଙ୍କ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଅଫିସ୍ ଚେମ୍ବରରେ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ସମ୍ଭାବ୍ୟ ବାତ୍ୟା ” ମୋନଥା” ଉପରେ ଅଧିକ ସୂଚନା ଦେଇ କହିଥିଲେ Continue Reading
Top Stories
By Sukant Mohanty Bhubaneswar, Oct. 26: The India Meteorological Department (IMD) has issued an alert for Odisha as the deep depression over the Bay of Bengal is likely to intensify into Cyclone Montha within the next 24 hours and further strengthen into a severe cyclonic storm by October 28. IMD Bhubaneswar director Manorama Mohanty said […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ, ୨୬/୧୦ : ନୟାଗଡ ବ୍ଲକ ଅନ୍ତର୍ଗତ ସଠିଆପଲ୍ଲୀ ଗ୍ରାମରେ ଆନନ୍ଦ ଉଦିପନା ମଧ୍ୟରେ ଚାଲିଥିବା ଦୁଇ ଦିନିଆ ଶ୍ୟାମାକାଳୀ ପୂଜା ଗୁରୁବାର ଉଦଯାପିତ ହୋଇଯାଇଛି ।ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବେ ସାମ୍ବାଦିକ ରଜତ ପଟ୍ଟନାୟକ,ସମାଜସେବୀ ରୋଟାରୀଆନ ପୁର୍ଣଚନ୍ଦ୍ର ସାହୁ, ସହକାରୀ ଶିକ୍ଷୟିତ୍ରୀ ଝିଲିମିଲି ସାହୁ ପ୍ରମୁଖ ଯୋଗଦେଇ ମାତୃପୂଜା ତଥା ପୂଜ୍ୟପୂଜା ସମ୍ପର୍କରେ ବ୍ୟକ୍ତବ୍ୟ ରଖିଥିଲେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ Continue Reading
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟରାୟଗଡ଼ା/ ଚନ୍ଦ୍ରପୁର,୨୬/୧୦ : ରାୟଗଡ଼ା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ଟୁରିଗୁଡ଼ା ଗ୍ରାମ ପଞ୍ଚାୟତ ଅଧୀନ ଡେଲାପଡ଼ା ଗ୍ରାମ ଠାରେ ସକାଳ ୬ଘଣ୍ଟା ଠାରୁ ରାତ୍ର ୯ଘଣ୍ଟା ପର୍ଯ୍ୟନ୍ତ କଳସ ଯାତ୍ରା, ନଗର କୀର୍ତ୍ତନ, ଏକ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ, ୧୦୦୮ଦ୍ଵୀପ ପ୍ରଜ୍ଵଳନ କରାଜୀବ ।ଗ୍ରାମର ସମସ୍ତ ଆବାଳ ବୃଦ୍ଧ ବନିତା ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ପବିତ୍ର ଶୈବ ପୀଠର ବାବା ସ୍ବାମୀ Continue Reading
Odisha News
ଢେଙ୍କାନାଳ , ୨୬/୧୦ : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ପଞ୍ଚାୟତ କଟରାପଡ଼ା ଗ୍ରାମରେ ନକଲି ବିଦେଶୀ ମଦ କାରଖାନା ଠାବ ହୋଇଛି। ଅବକାରୀ ବିଭାଗ ପକ୍ଷରୁ ଏହି ମଦ ପ୍ରସ୍ତୁତି କାରଖାନାରେ ଚଢ଼ାଉ କରାଯାଇଛି।ଚଢ଼ାଉ ବେଳେ ପ୍ରସ୍ତୁତ ହୋଇ ରହିଥିବା ବିଭିନ୍ନ ବ୍ରାଣ୍ଡର ବିପୁଳ ପରିମାଣର ନକଲି ମଦ, ପ୍ୟାକିଙ୍ଗରେ ବ୍ୟବହୃତ ଷ୍ଟିକର, ମେସିନ, ଖାଲି ବୋତଲ, ସ୍ପିରିଟ ଆଦି ଜବତ କରାଯାଇଛି। ପ୍ରାୟ ୩୦ ଲକ୍ଷ ଟଙ୍କାର ମଦ, ମଦ ତିଆରି ମେଶିନ, […]Continue Reading