Home Articles posted by odadmin (Page 349)
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୪/ ୮ : ଆଜି ନୟାଗଡ଼ ଜିଲ୍ଲା ସ୍ତରୀୟ ଧରିତ୍ରୀ ଆବା ଜନଜାତି ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ ଗ୍ରାମର ଗୋଷ୍ଠୀ ସମ୍ବଳର ସୁପରିଚାଳନା , ବିକାଶ ଓ ସୁ-ବିନିଯୋଗର ଏ ପ୍ରଶିକ୍ଷଣ ତଥା କର୍ମଶାଳା ଯାହା ଜଙ୍ଗଲ ଅଧିକାର ନୀୟମ-୨୦୦୬ ଉପରେ ପର୍ଯ୍ୟବେଷିତ , ନୟାଗଡ଼ ପଞ୍ଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ତହସିଲଦାର , ଅତିରିକ୍ତ ତହସିଲଦାର ,ସହକାରୀ ବନ ସରଂକ୍ଷକ ,ରେଂଜର , […]Continue Reading
Odisha News
କଟକ, ୧୪/୮ : କଟକ ବୟାଳିଶ ମୌଜାରେ ଆୟୋଜିତ ‘ହର୍ ଘର୍ ତିରଙ୍ଗା’ ବା ‘ଘରେ ଘରେ ତ୍ରିରଙ୍ଗା’ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ବୟାଳିଶ ମୌଜାର ବ୍ରହ୍ମପୁର ଛକ ଠାରୁ କଳପଡା ପର‌୍ୟ୍ୟନ୍ତ ପ୍ରାୟ ୧୦ କିଲୋମିଟର ରାସ୍ତା ବିଶାଳ ଶୋଭାଯାତ୍ରାରେ ଯାଇଥିଲେ।ସୂଚନା ଯୋଗ୍ୟ ଯେ, ଦେଶବ୍ୟାପୀ ଚଳିତ ମାସରେ ଏହି ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ବ୍ରହ୍ମପୁର ଛକଠାରୁ ଏକ ଖୋଲା ଜିପ୍‌ରେ ମୁଖ୍ୟମନ୍ତ୍ରୀ ହାତରେ Continue Reading
Odisha News
ପୁରୀ, ୧୪/୮ : ଯେଉଁମାନେ ଜୀବତ ଅଛନ୍ତି ସେମାନଙ୍କୁ ସୁଭଦ୍ରା ସହାୟତାର ସମସ୍ତ କିସ୍ତି ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯେଉଁମାନଙ୍କୁ ମୃତ ଦର୍ଶା ଯାଇଛି ତାହା ପୋର୍ଟାଲ ତ୍ରୁଟି ।ଜୀବତ ମହିଳାଙ୍କୁ ମୃତ ଦର୍ଶାଇବା ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ଇ-କେୱାଇସି ବେଳେ ଏକ ବୈଷୟିକ ତ୍ରୁଟି ଯୋଗୁଁ ପ୍ରାୟ ୧୭୦୦ ମହିଳାଙ୍କୁ ମୃତ ଦର୍ଶା ଯାଇଛି ।ଆସନ୍ତା ଅଗଷ୍ଟ ୧୫ ତାରିଖ ପରେ Continue Reading
National News
SRINAGAR, AUG 14 : A massive cloudburst in the Chashoti area of Kishtwar district, Jammu and Kashmir, triggered devastating flash floods on Thursday, claiming at least 38 lives, with the death toll feared to rise to between 30 and 40. The disaster struck along the route of the ongoing Machail Mata Yatra, where a heavy […]Continue Reading
Business News Top Stories
By Swagatika Mohapatra Bhubaneswar, Aug.14 : Vedanta Aluminium, India’s largest producer of aluminium, launched a series of targeted monsoon health initiatives to strengthen community well-being in the Rayagada and Kalahandi districts of Odisha. These efforts are being implemented through the company’s Mobile Health Unit (MHU) program under its community initiatives. Over Continue Reading
Top Stories
By Sushant Kumar Dalai Bhubaneswar, August 14: Alarmed by a recent surge in student suicides, the Odisha Higher Education Department has announced a state-wide initiative — the ‘Safe Campaign’ — to promote mental well-being and create a more supportive campus environment. The programme, higher education minister Suryabanshi Suraj said on August 13, will cover all […]Continue Reading
Odisha News
ନୂଆଦିଲ୍ଲୀ/ଭୁବନେଶ୍ବର, ୧୪/୮ : ସ୍ୱାଧୀନତା ଦିବସ ଅବସରରେ ଦେଶରେ ବୀରତା ଏବଂ ସେବା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବ। ଗୃହ ମନ୍ତ୍ରଣାଳୟ ପକ୍ଷରୁ ୧,୦୯୦ ଜଣ ପୁଲିସ, ଅଗ୍ନିଶମ, ହୋମଗାର୍ଡ, ନାଗରିକ ପ୍ରତିରକ୍ଷା ଏବଂ ସୁଧାର ସେବା କର୍ମଚାରୀଙ୍କୁ ସାହସିକତା ତଥା ସେବା ପଦକ ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏହି ସମ୍ମାନ ଦେଶ ସେବାରେ ସାହସିକତା ଏବଂ ସମର୍ପଣ ଭାବ ପ୍ରଦର୍ଶନ କରିଥିବା ବ୍ୟକ୍ତି ବିଶେଷଙ୍କୁ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୪/୮ : ବୁଧବାର ପୂର୍ବାହ୍ନ ୯.୦୦ ଘଟିକାରେ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ହର ଘର ତିରଙ୍ଗା ଏକ ବିଶାଳ ରାଲି ଜିଲ୍ଲାପାଳ ଶ୍ରୀ ଆମ୍ରିତ୍ ରୁତୁରାଜଙ୍କ ପୌରହିତ୍ୟରେ ଜିଲ୍ଲା କାର୍ଯ୍ୟାଳୟ ପରିସରରୁ ଜୟୀ ରାଜଗୁରୁ ଟାଉନ୍ ହଲ ପର୍ଯ୍ୟନ୍ତ ଯାଇଥିଲା।ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଆଇନ, ପୂର୍ତ୍ତ , ଅବକାରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କହିଲେ ଦେଶ ମାତୃକାର ସେବାରେ ସମସ୍ତ ଜନସାଧାରଣଙ୍କୁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୪/୮ : ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅବସରରେ ଏକ ବିରାଟ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଅଦ୍ୟ ତା. ୧୩.୮.୨୦୨୫ ରିଖ ବୁଧବାର ସକାଳ ଘ.୮.୩୦ ମିନିଟ ସମୟରେ ଜିଲ୍ଲା ଷ୍ଟାଡିୟମ ଠାରୁ ବାହାରିଥିବା ସାଇକେଲ ଶୋଭାଯାତ୍ରା କୁ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ତା ସହିତ ନିଜେ ଜିଲ୍ଲାପାଳ ଶ୍ରୀ ନାୟକ Continue Reading