Home Articles posted by odadmin (Page 334)
Odisha News
ଭୁବନେଶ୍ୱର, ୨୮/୭ : ସ୍ୱଚ୍ଛ, ସୁଶାସନ ଏବଂ ପଞ୍ଚାୟତ ବ୍ୟବସ୍ଥା ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ସାହିତ କରିବାକୁ ସୁବ୍ୟବସ୍ଥିତ କରିବାକୁ ରାଜ୍ୟ ସରକାର ‘ ରାଜ୍ୟ ପଞ୍ଚାୟତ ପୁରସ୍କାର’ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସୋମବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ମୋଟ ୪ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି ।ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ମୁତାବକ, ରାଜ୍ୟ ସରକାର ପଞ୍ଚାୟତ Continue Reading
Odisha News
ଭୁବନେଶ୍ୱର,୨୮/୭ : ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଛି। ଇନଷ୍ଟା ଆକାଉଣ୍ଟରେ ଅପଲୋଡ ହୋଇଛି ଅଶ୍ଳୀଳ ଭିଡିଓ। ବେଟିଙ୍ଗ ଭିଡିଓ ମଧ୍ୟ ଅପଲୋଡ ହୋଇଛି ।୪ ତାରିଖରୁ ଅପଲୋଡ ହୋଇଥିଲା କିଛି ଅଶ୍ଳୀଳ ଓ ବେଟିଙ୍ଗ ଭିଡିଓ । ଜଣାପଡିବାର କିଛି ସମୟ ପରେ ଉଚ୍ଚଶିକ୍ଷା ବିଭାଗର ଇଂଷ୍ଟାଗ୍ରାମ ପୂର୍ବଭଳି ଠିକ୍ ହୋଇ ଯାଇଥିଲା ।ବିଭାଗ ସହ ସମ୍ପୃକ୍ତ ନ ଥିବା ପୋଷ୍ଟ ଗୁଡ଼ିକୁ ହଟାଇଦିଆଯାଇଥିଲା। ଆକାଉଣ୍ଟକୁ ରିଟ୍ରିଭ୍ କରିବା ପାଇଁ Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୨୮/୭ : ବେଦ ମାନବ ସଭ୍ୟତା ର ପ୍ରଥମ ଶାସ୍ତ୍ର । ଏହି ପରମ ଗ୍ରନ୍ଥ ଅକ୍ଷୟ ବିଚାରର ମ।ନସରୋବର ।ବେଦ ଭାରତୀୟ ଧର୍ମ ସଂସ୍କୃତିର ପ୍ରାଣ । ଶ୍ରାବଣ ମାସ ଅତି ପବିତ୍ର ମାସ । ଥିଙ୍କର୍ସ କ୍ଲବ ର ୧୨୮ ତମ ଆଭ।ଶୀ ଆଲୋଚନା ଅଙ୍ଗିରା ୠଷି ଜ୍ଞାନ ପ୍ରାପ୍ତ ଅଥର୍ବ ବେଦରେ ଜ୍ଞାନ ଚର୍ଚ୍ଚା ବିଷୟରେ ଅନୁଷ୍ଠିତ ହୋଇଯାଇଛି ।ଲଣ୍ଡନ ରୁ ଡାକ୍ତର ଭାଗ୍ୟଶ୍ରୀ ସିଂହ ଆଲୋଚନା ଟିକୁ […]Continue Reading
Odisha News
ଭୁବନେଶ୍ବର, ୨୮/୭: ଭୁବନେଶ୍ବର ମହାନଗର ନିଗମରେ ଡେଙ୍ଗୁ ରୋଗ କାୟା ମେଲାଇଲାଣି। ଚଳିତବର୍ଷ ଜାନୁଆରିରୁ ଜୁଲାଇ ୨୬ ସୁଦ୍ଧା ୧୭୬ଜଣ ଡେଙ୍ଗୁ ରୋଗୀ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହେଲେଣି।ବଡ଼କଥା ହେଉଛି, ଚଳିତବର୍ଷ ଜୁଲାଇ ମାସରେ ସର୍ବାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଚଳିତବର୍ଷ ଚିହ୍ନଟ ୧୭୬ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ଜାନୁଆରିରୁ ଜୁନ୍ ଭିତରେ ୯୬ଜଣ ଚିହ୍ନଟ ହୋଇଥିବା ବେଳେ କେବଳ ଜୁଲାଇରେ ୮୦ଜଣଙ୍କ ଡେଙ୍ଗୁ ପଜିଟିଭ୍ Continue Reading
Top Stories
By Nalini SahuBhubaneswar, July 28: Continuing its commitment to community welfare, Aariona Foundation, in collaboration with Indian Bank, organised a free General Health Checkup and Consultation Camp at Acropolis Apartment in Gangapatna on July 27. The Foundation, which has been working for over seven years in the fields of education, healthcare, sustainable livelihood, Continue Reading
National News
UTTAR PRADESH, JUL 27 : The arrest of Harshvardhan Jain, a 47-year-old man from Ghaziabad for operating a fake embassy, has revealed an elaborate web of deception, with alleged links to a Rs 300 crore scam, 162 foreign trips in a decade, and a network of shell companies with international reach. The man, Harshvardhan Jain, […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୭/୭ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଇଏସଆରଡି: ଅନ୍ତର୍ଗତ ସଖୀ ୱାନ ଷ୍ଟପ କେନ୍ଦ୍ର ପକ୍ଷରୁ ବିଶ୍ଵ ମାନବ ଚାଲାଣ ପ୍ରତିରୋଧ ଦିବସ ପାଳନ ଅବସରରେ ଶିଶୁ ଚାଲାଣ ରୋକିବା ତଥା ଶିଶୁ ଚାଲାଣକାରୀ ମାନଙ୍କ ଠାରୁ ଶିଶୁ ମାନଙ୍କୁ ସୁରକ୍ଷା ଦେବା ସମ୍ପର୍କିତ ଏକ ସଚେତନତା ମୂଳକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୭/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ବନ୍ୟଜନ୍ତୁ ସଂରକ୍ଷଣ ନିମନ୍ତେ କାର୍ଯ୍ୟରତ ଏଭର ଗ୍ରୀନ ଫୋରମ ସଂଗଠନ ପକ୍ଷରୁ ହାତୀ ମାନଙ୍କ ସଂରକ୍ଷଣ ତଥା ଅରଣ୍ୟର ରକ୍ଷଣବେକ୍ଷଣ ନିମିତ୍ତ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଥିଲା ।ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର ,୨୭/୭: ଯାଜପୁରରେ ନୂତନ ଜିଲ୍ଲାପାଳ ଭାବେ ଯୋଗଦେଇଥିବା ଶ୍ରୀ ଅମ୍ବର କୁମାର କର ଜିଲ୍ଲା କାର୍ଯ୍ୟାଳୟ ର ଓସ୍ଵାନ ଭି.ସି. କକ୍ଷରେ ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିଥିଲେ।ଏହି ସମୀକ୍ଷା ବୈଠକରେ ଅତିରିକ୍ତ ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ମନିଷ ଅଗ୍ରୱାଲ ଉପସ୍ଥିତ ଥିଲେ। ଯାଜପୁର ଜିଲ୍ଲାରେ ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ଯୋଗୁ ଯାଜପୁର ଓ ଦଶରଥପୁର ଦୁଇଟି ବ୍ଲକର ୧୩ ଟି Continue Reading