ଭୁବନେଶ୍ୱର,୨/୮: ଅବସର ଗ୍ରହଣ କରିଥିବା ଶିକ୍ଷକମାନଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ମିଳିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଚିଠି କରାଯାଇଛି।ଅନୁଦାନପ୍ରାପ୍ତ ହାଇସ୍କୁଲ ଏବଂ ବ୍ଲକ୍ଗ୍ରାଣ୍ଡ ସ୍କୁଲରେ ଏହି ଶିକ୍ଷକମାନଙ୍କୁ ନିଯୁକ୍ତି ମିଳିବ। ସେହିପରି ସଂସ୍କୃତ ଟୋଲ୍ ସ୍କୁଲରେ ଅତିଥି ଶିକ୍ଷକମାନେ ମଧ୍ୟ ନିଯୁକ୍ତି ପାଇବେ। ଏହି ଆଧାରରେ ଅବସରଗ୍ରହଣ କରିଥିବା ୬୩୮୭ ଶିକ୍ଷକଙ୍କୁ ଅତିଥି ଶିକ୍ଷକ Continue Reading
ଭୁବନେଶ୍ୱର, ୨/୮: ଦିଗପହଣ୍ଡି ବିଧାୟକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ କନକ ମହାପାତ୍ରଙ୍କର ଶନିବାର ବିୟୋଗ ହୋଇଛି । ଭୁବନେଶ୍ୱର ଖାରବେଳନଗରସ୍ଥିତ ତାଙ୍କ ବାସଭବନେ କନକ ମହାପାତ୍ରଙ୍କ ଦେହାନ୍ତ ହୋଇଛନ୍ତି । ବୟସାଧିକ କାରଣରୁ ତାଙ୍କର ଦେହାନ୍ତ ହୋଇଥିବା ଖବର ମିଳିଛି ।ମୃତ୍ୟୁ ବେଳକୁ ପୁଅ ସିଦ୍ଧାନ୍ତଙ୍କ ସହିତ ପରିବାର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଖବର ଶୁଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଅନ୍ତିମ ଦର୍ଶନ Continue Reading
ବଲାଙ୍ଗୀର, ୨/୮ : ମଧ୍ୟାହ୍ନ ଭୋଜନ ଖାଇବା ପରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳୀଖୁଣ୍ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରୁ ଝିଟିପିଟି ବାହାରିଛି । ଯାହାକୁ ଖାଇବା ପରେ ପିଲାମାନେ ଅସୁସ୍ଥ ହୋଇପଡ଼ିଛନ୍ତି ।ସମସ୍ତଙ୍କୁ ଟିଟିଲାଗଡ଼ ପିପଲ ପଦରରେ ଥିବା ଏମସିଏଚ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ବିଧାୟକ ଲକ୍ଷ୍ମଣବାଗ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା Continue Reading
SRINAGAR, AUG. 2 : A terrorist was killed in an encounter with security forces in Jammu and Kashmir’s Kulgam district on Saturday, officials said. The overnight encounter began after security forces launched a cordon and search operation in a forest area at Akhal in the south Kashmir district after receiving specific intelligence inputs about the […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨/୮ : ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ନିର୍ମାଣଧିନ ଛେଳିଗଡ଼ ଜଳସେଚନ ପ୍ରକଳ୍ପକୁ ଜିଲ୍ଲାପାଳ ଶ୍ରୀମତୀ ଏମ: ମଧୁମିତା ପରିଦର୍ଶନ କରିଛନ୍ତି ।ପ୍ରଥମେ କୁଆଁପଡା ଓ ମୂଷାଡଲି ଗ୍ରାମ ନିକଟସ୍ଥ ଛେଳିଗଡ ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ନିର୍ମିତ ଟନେଲ୍ ପରିଭ୍ରମଣ କରି ଛେଳିଗଡ ଗ୍ରାମ ପାର୍ଶ୍ବରେ ନିର୍ମାଣ ହେବାକୁ ଥିବା ଡ୍ୟାମସ୍ଥଳ ଓ ବଡଜୋର ନଦୀ ପରିଦର୍ଶନ କରିଥିଲେ ।ଏହାପରେ ଜିଲ୍ଲାପାଳ ପିଲିସୁଗୁବା ଠାରେ Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨/୮ : ମୌସୁମୀ ସହ ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ଜିଲ୍ଲାରେ ଖରିଫ୍ ଚାଷ କାର୍ଯ୍ୟ ଜୋରଦାର ଚାଲିଛି। ଧାନ ବିହନ ରୋଇବା କାର୍ଯ୍ୟ ଶେଷ ପର୍ଯ୍ୟାୟ ପହଞ୍ଚିଛି। ମାତ୍ର ଲଗାଣ ବର୍ଷା ଯୋଗୁଁ ଏଥର ମକା ଓ ହରଡ଼ ଫସଲ ଚାଷ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।ଏହାସହ ବର୍ଷା ପାଇଁ ଧାନ ଚାଷୀମାନେ ମଧ୍ୟ ବିଲରେ ସାର ପକାଇ ପାରୁ ନାହାନ୍ତି। ଫଳରେ ସାରର ଯେତିକି ଚାହିଦା ରହିବା କଥା, […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨/୮ : ଗଜପତି ଜିଲ୍ଲାରେ କାର୍ଯ୍ୟରତ ଆଇଏସଆରଡି:- ସଖି ୱାନ୍ ଷ୍ଟପ୍ ସେଣ୍ଟର\’ର ଷଷ୍ଠ ବାର୍ଷିକୀ ଉତ୍ସବ ମହାନତା ଏବଂ ଉଦ୍ଦେଶ୍ୟର ସହିତ ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ ଏହି କେନ୍ଦ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି କେନ୍ଦ୍ର ଆଗକୁ Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୧/୮ : ଆଜି ମଧ୍ୟାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ ସମ୍ମିଳନୀ କକ୍ଷରେ ଜାତୀୟ କୃମି ନାଶକ ଦିବସ ଓ କୃମି ନିରାକରଣ ନିମନ୍ତେ ବିଭାଗୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ସମନ୍ୱୟ ଓ କାର୍ୟ୍ୟନ୍ଵୟନ ବିଭାଗ ମାନଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ପ୍ରକାଶ କରି ଗ୍ରାମ୍ୟ ଜଳ ଯୋଗାଣ Continue Reading
By Subrat Sarangi Keonjhar/Sundargarh , Aug 2 : ArcelorMittal Nippon Steel India (AM/NS India), as part of its flagship Corporate Social Responsibility (CSR) initiative Project ‘Trupti’,inaugurated two solar-powered drinking water supply units at Belkundi and Motupadar villages under Keonjhar and Sundargarh district respectively. These will provide access to safe and clean Continue Reading
ନୂଆଦିଲ୍ଲୀ,୧/୮: ଘୋଷଣା ହୋଇଛି ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଏଥିରେ ଶାହରୁଖ ଖାନ୍ ଓ ବିକ୍ରାନ୍ତ ମେସିଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଘୋଷଣା କରାଯାଇଥିବା ବେଳେ ରାଣୀ ମୁଖାର୍ଜୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଘୋଷଣା କରାଯାଇଛି। ବଲିଉଡ ସିନେମା ଯବାନ ପାଇଁ ଶାହାରୁଖଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ବିକ୍ରାନ୍ତ ମାସିଙ୍କୁ ୧୨ଗ୍ଧଷ ଫେଲ୍ ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଘୋଷଣା କରାଯାଇଛି । ସେହିପରି ରାଣୀ ମୁଖାର୍ଜୀଙ୍କୁ ”ମିସେସ୍ Continue Reading




