Home Articles posted by odadmin (Page 324)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୮/୯ : ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଷ ପୂଜା ଆଜି ଅନ୍ତିମ ଦିବସ । ଦୀର୍ଘ ୧୧ ଦିନ ଧରି ସହରର ୪୦ ଉର୍ଦ୍ଧ୍ବ ସ୍ଥାନରେ ବିଘ୍ନ ରାଜଙ୍କର ପୂଜା ଧୁମଧାମରେ ପାଳିତ ହୋଇଥିଲା ।ସହରରେ ଥିବା ୧୮ ଗୋଟି ବ୍ୟବସାୟ କମିଟି ସହ ବିଭିନ୍ନ କ୍ଳବ ,ସାହି ବସ୍ତିରେ ଗଜାନନଙ୍କ ପୂଜା ପାଉଥିବା ମୃଣ୍ମୟୀ ମୂର୍ତ୍ତି ଆଜି ଭସାଣି ଉତ୍ସବ ଅନୁଷ୍ଠିତ ହେଉଛି। ଜଟଣୀ ଗଣେଷ ମହୋତ୍ସବ ଭସାଣି […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୭/୯ : ଅବସରପ୍ରାପ୍ତ ପୁଲିସ ଅଧିକାରୀ ତଥା ନଗର ବିଜେଡି ସଭାପତି ଅମୁଲ୍ୟ ମହାନ୍ତିଙ୍କ ପରଲୋକରେ ଆଜି ବ୍ଲକ ସଭାଗୃହଠାରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି ।ବରିଷ୍ଠ ଆଇନଜୀବୀ ପ୍ରତାପ ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତି ସଭାରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ପୈାର ପରିଷଦ ଉପାଧ୍ୟକ୍ଷ ଗୁରୁପ୍ରସାଦ Continue Reading
Odisha News
ବରଗଡ଼,୭/୯ : ବରଗଡ଼ ସହରରେ ପ୍ରଶାସନ ପକ୍ଷରୁ ରବିବାରରୁ ପୁଣି ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ସ୍ଥାନୀୟ ଟାଉନ ଥାନା ଛକ, ଲେଙ୍ଗୁ ମିଶ୍ର ଛକରେ ଏହି ଅଭିଯାନ ଚାଲିଛି। ଉଚ୍ଛେଦରେ ଅନେକ ଦୋକାନ ଘର ଧୂଳିସାତ୍ ହୋଇଛି। ତେବେ ଏହି ଉଚ୍ଛେଦ ପ୍ରକ୍ରିୟାକୁ ବେଆଇନ ଦର୍ଶାଇ କଂଗ୍ରେସ ନେତା ନିପନ କୁମାର ଦାଶ ଉଚ୍ଛେଦସ୍ଥଳକୁ ପହଞ୍ଚି ସ୍ବର ଉତ୍ତୋଳନ ତଥା ପ୍ରତିବାଦ କରିଥିଲେ।ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ପୋଲିସ କଂଗ୍ରେସ […]Continue Reading
Top Stories
 By Tapaswini Sahoo Bhubaneswar, Sep 7 : NIF Global Bhubaneswar recently hosted its highly anticipated annual event, Navyata 2025, a dazzling showcase of design innovation and creativity. The event began with the Convocation Ceremony, celebrating the remarkable achievements of the graduating students from NIF Global. Speaking about the event, Mr. Ashutosh Panda, Centre Continue Reading
Odisha News
ଭୁବନେଶ୍ୱର, ୭/୯ : ସଂପୂର୍ଣ୍ଣ ସୁସ୍ଥ ହୋଇ ନବୀନ ନିବାସରେ ମାରାଥନ ବୈଠକ ପରେ ରବିବାର ଚାରି ଦିନିଆ ଦିଲ୍ଲୀ ଗସ୍ତରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ୯ ତାରିଖରେ ନିର୍ବାଚନ ଥିବାରୁ ନବୀନଙ୍କ ଦିଲ୍ଲୀ ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି । ଏ ପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇନି ଯେ, ବିଜେଡିର ସାତ ରାଜ୍ୟସଭା ସାଂସଦ ଏନଡିଏ ନା ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ […]Continue Reading
Odisha News
ପୁରୀ,୭/୯: ଆଜି ଚନ୍ଦ୍ରଗ୍ରହଣ । ମଧ୍ୟାହ୍ନ ୧୨ଟା ୫୭ମିନିଟ ୨୨ ସେକେଣ୍ଡ ପରେ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ରହିଛି। ଗ୍ରହଣ ସ୍ପର୍ଶ ରାତି ୯ଟା ୫୭ ମିନିଟ ୨୨ ସେକେଣ୍ଡରେ ରହିଥିବା ବେଳେ ସର୍ବମୋକ୍ଷ ରାତି ୧ଟା ୨୭ ମିନିଟ ୧୭ ସେକେଣ୍ଡ ପର୍ଯ୍ୟନ୍ତ ରହିଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ରାତି ୨ଟାରେ ଦ୍ୱାରଫିଟା ନୀତି ରହିଛି। ରାତି ୨ଟା ୩୦ରେ ଭିତରଶୋଧ, ୨ଟା ୪୦ରେ ମଙ୍ଗଳ ଆଳତି, ମଇଲମ ଓ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୬/୯ : ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି ପୂର୍ବାହ୍ନରେ ପୁରୁଣା କଟକ ହାଟ ପଡ଼ିଆଠାରେ ଶାଖା ସଭାପତି ତେଜ କୁମାର ଜଗଦଳା ଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପୃଥିବୀର ତଥା ମାନବ ସମାଜର ଭବିଷ୍ୟତ ସୁରକ୍ଷା ପାଇଁ ବୃକ୍ଷ ହିଁ ଏକମାତ୍ର ସାଥି ବୋଲି ବିବେଚନା କରି ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ପ୍ରମୋଦ ଜାନୀ, ଗୁଞ୍ଜନ୍ ନାୟକ , ଲିପୁନ୍ […]Continue Reading