କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୦/୯ : ଆଜି ଦିବା ୧୦ ଘଣ୍ଟା ରେ ଜିଲ୍ଲା ସଂଗ୍ରହାଳୟ, ବୌଦ୍ଧ ଠାରେ ସ୍ୱଚ୍ଛତା ସେବା ପକ୍ଷ ୨୦୨୫ ଉପଲକ୍ଷେ ବିକଶିତ ଭାରତ ରଙ୍ଗ, କଳା ମାଧ୍ୟମରେ “ଚିତ୍ରାଙ୍କନ” ପ୍ରତିଯୋଗୀତା ୩ ଗୋଟି ସ୍ତରରେ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବେ ଉପ- ଜିଲ୍ଲାପାଳ, ବୌଦ୍ଧ ବିନୟ କୁମାର ଭୋଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂହ Continue Reading
NEW DELHI, SEP 20 : The government on Saturday said it is assessing the implications of the new H-1B visa rule, which imposes a USD 100,000 (over Rs 88 lakh) annual fee, stressing that the exchange of skilled talent is crucial for growth and innovation in both countries. It urged US authorities to address the […]Continue Reading
AHMEDABAD, SEP 20 : Calling it a “historic reform,” Prime Minister Narendra Modi on Saturday announced that large ships will now be officially recognized as infrastructure — a move that will ease financing, lower interest rates, and empower Indian shipping companies to compete globally. He also announced three new schemes worth Rs 70,000 crore to: […]Continue Reading
ବାଲେଶ୍ବର , ୨୦/୯ : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଜଣେ ପୋଲିସ ବାବୁ । ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ପୋଲିସ ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ। ବାଲେଶ୍ବର ଜିଲ୍ଲା ସୋର ଥାନାର ଅନନ୍ତପୁର ଫାଣ୍ଡି ଅଧିକାରୀ ଏଏସଆଇ ହୃଷୀକେଶ ବିଶ୍ୱାଳ ଭିଜିଲାନ୍ସ ଜାଲରେ ପଡିଛନ୍ତି ।ସୂଚନା ଅନୁସାରେ, ଦୁର୍ଘଟଣା ମାମଲାରେ ଅଟକ ଥିବା ଜଣେ ଯୁବକଙ୍କ ମୋଟର ସାଇକେଲକୁ ଛାଡିବା ପାଇଁ ପୋଲିସ ବାବୁ ଜଣକ ଆଠ ହଜାର ଟଙ୍କା ଲାଞ୍ଚ ମାଗିଥିଲେ […]Continue Reading
ଓଡ଼଼ିଶା, ୨୦/୯ : ଆଜି ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ତୃତୀୟ ଦିନ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଙ୍ଗତ ନେତା ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ।ମୁଖ୍ୟମନ୍ତ୍ରୀଙ୍କ ଏହି ଶୋକ ପ୍ରସ୍ତାବକୁ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସିପିଆଇ (ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମର୍ଥନ ଜଣାଇ ଶ୍ରଦ୍ଧାଞ୍ଜଳି Continue Reading
NEW DELHI, SEP 20 : Multiple schools in the national capital received bomb threats on Saturday morning, triggering panic and prompting a swift response from police and bomb disposal squads, officials said. The schools that reported receiving the threats include Delhi Public School (DPS) in Dwarka, Krishna Model Public School, and Sarvodaya Vidyalaya, they said. […]Continue Reading
ଅରୁଣ କୁମାର ସାହୁଙ୍କ ରିପୋର୍ଟଦାରିଙ୍ଗବାଡି, ୨୦/୯ : ଆଉ ଦାଦନ ଖଟିବୁନି କାହାରି ଗୋଲାମ ସାଜିବୁନି ନିଜ ଜମିରେ ନିଜେ ଖଟିବୁ ଆଉ ଚାଷ କାର୍ଯ୍ୟ କରି ଭଲରେ ଚଳିବୁ ଏଭଳି ନିଷ୍ପତି ନେଇଛନ୍ତି ୪ ଭାଇ ଆଉ ନିଜର ପୈତୃକ ୫ ଏକର ଜମି ରେ ଚାଷ କାର୍ଯ୍ୟ ଆରମ୍ଭ କରି ମାତ୍ର ୩ ମାସ ପରିଶ୍ରମ କରି ଏବେ ଅମଳ ଆରମ୍ଭରୁ ଚଳିତ ମାସରେ ପ୍ରାୟ ୧୫ ହଜାର ରୋଜଗାର କରିସାରିଲେଣି । ଆଉ […]Continue Reading
ସୁନ୍ଦରଗଡ,୨୦/୯ : ଜଣାଶୁଣା ଆଦିବାସୀ ଓ ଶ୍ରମିକ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ଶୁକ୍ରବାର ମଧ୍ୟରାତ୍ରିରେ ଭୁବନେଶ୍ୱର ସ୍ଥିତ ଏକ ହସ୍ପିଟାଲରେରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା।ସେ ସୁନ୍ଦରଗଡ ଜିଲା ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ୧୯୯୫,୨୦୦୦,୨୦୦୯ଓ୨୦୧୪ରେ ଓଡ଼ିଶା ବିଧାନସଭାକୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସୁନ୍ଦରଗଡ ଜିଲାର ଆଦିବାସୀ ମାନଙ୍କ ଜଳ,ଜମି Continue Reading
By Tapaswini Sahoo Badaberana, Odisha, Sep 20 : Bajaj Finance Ltd., India’s largest Non-BankingFinancial Company(NBFC) in the private sector, and part of Bajaj Finserv, today organized its Financial Literacy programme, titled ‘ArthsutraSamvad’ at BadaberanaRajiv Gandhi Bhawan, Badaberana, Odisha. The pan-India programme aims to further financial inclusion across villages Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୦/୯ : ସ୍ଥାନୀୟ ଶିଶୁଯତ୍ନ ଅନୁଷ୍ଠାନ ରାମକୃଷ୍ଣ ବାଳାଶ୍ରମ, ବିରନରସିଂହପୁର ବୌଦ୍ଧ ଠାରେ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ-୨୦୨୫ ” ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ହୋଇଅଛି ।ଆଜିର ଏହି ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉପ ଜିଲ୍ଳାପାଳ ବୌଦ୍ଧ ଶ୍ରୀଯୁକ୍ତ ବିନୟ କୁମାର ଭୋଇ ଯୋଗଦେଇ ଶିଶୁ ମାନେ Continue Reading



