Home Articles posted by odadmin (Page 303)
Odisha News
ସମ୍ବଲପୁର, ୨୪/୮: ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ମନ୍ଦିରକୁ ଆସିଲା ନୂଆଁଧାନ । ଚଳିତ ଅଗଷ୍ଟ ମାସ ୨୮ ତାରିଖରେ ନୁଆଁଖାଇ ପର୍ବ ପାଳନ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଥିବା ବେଳେ ଇଷ୍ଟ ଦେବୀ ମାଁ ସମଲେଶ୍ବୀରଙ୍କ ଠାରେ ଦିନ ୧୦ ଟା ୩୩ ମିନିଟ ରୁ ୧୦ ଟା ୫୫ ମିନିଟ ମଧ୍ୟରେ ନବାନ୍ନ ଲାଗି ହେବ ।ନୁଆଁଖାଇ ରେ ସବୁ ନୁଆଁ ହେବ ସହ ମାଁଙ୍କ ଠାରେ ମଧ୍ୟ ନୁଆଁଧାନର ନବାନ୍ନ […]Continue Reading
Odisha News
ଭୁବନେଶ୍ୱର, ୨୪/୮ : ରାଜଧାନୀ ଭୁବନେଶ୍ୱରର ସବୁ ଥାନାରୁ ଜବତ, ଅବ୍ୟହୃତ ଓ ଅଚଳ ଗାଡ଼ି ହଟିବ । ଏନେଇ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି । ଜବତ ଗାଡ଼ି ପଡ଼ି ରହିବା ଫଳରେ ସହରର ସୌନ୍ଦର‌୍ୟ୍ୟ ନଷ୍ଟ ହେଉଛି । ଗାଡ଼ି ହଟିଲେ ଜାଗା ସଫା ହେବ, ରାଜସ୍ବ ବଢିବ ବୋଲି ମେୟର କହିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ଏନେଇ ପୋଲିସ୍ କମିଶନରକୁ ଚିଠି କରିବ ।ଥାନା ସହ […]Continue Reading
Odisha News
ପୁରୀ, ୨୪/୮ : ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟିଲେବଲ କାର୍ ପାର୍କିଂରୁ ଖସିଲା କାର୍ ।ଗୋଟିଏ ମହଲାରୁ ତଳକୁ ଖସିଲା ବୋଲେରୋ ।ଭାରସାମ୍ୟ ହରାଇ ଗାଡିଟି ତଳକୁ ଖସିଗଲା। ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ପୁରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗୁରୁତର ଡ୍ରାଇଭର ଧାମରା ଅଞ୍ଚଳର ସୂଚନା ରହିଛି।ତେବେ ଗାର୍ଡ ୱାଲ୍ ନ ଥିବାରୁ କାର୍‌ଟି ବ୍ୟାକ୍ ଗିୟରରେ ତଳକୁ ଖସିଥିବା ସୂଚନା ମିଳିଛି। ତେଣୁ ଆଗକୁ ଅଘଟଣ ଏଡ଼ାଇବାକୁ ଗାର୍ଡ ୱାଲ୍ ନିର୍ମାଣ ଜରୁରୀ ଦାବି ଧରିଛି। Continue Reading
Odisha News
ଭୁବନେଶ୍ୱର , ୨୪/୮ : ଲଘୁଚାପ ପ୍ରଭାବରେ ଆଜି ଦିନସାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଉତ୍ତର ଓଡ଼ିଶା ଓ ଗାଙ୍ଗେଟିକ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଥିବା ଘୁର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଥିଲା। ଯାହାର ପ୍ରଭାବରେ ରାଜ୍ୟରେ ତୁହାକୁ ତୁହା ବର୍ଷା ହୋଇଥିଲା ।ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ବିଜୁଳି, ଘଡଘଡି ହେବାର ସମ୍ଭାବନା ରହିଛି । ଉତ୍ତର ଓ ଉପକୂଳ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨୩/୮ : ଆଉ ଦିନ କେଇଟା ପରେ ଆରମ୍ଭ ହେବ ପାର୍ବଣ ଋତୁ । ସେଥିପାଇଁ ଗ୍ରାମ ଠାରୁ ସହର ଚଳଚଂଚଳ ହୋଇଉଠିଛି। ଖୋର୍ଦ୍ଧା ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗଣେଶ ପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି।ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ଖୋର୍ଦ୍ଧା ଆଦର୍ଶ ଥାନା ପୁଲିସ ପକ୍ଷରୁ ସହରର ପୂଜା କମିଟି ସଦସ୍ୟ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜୟୀ ରାଜଗୁରୁ ଟାଉନହଲ ନିକଟ ପୌରପରିଷଦ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୨୩/୮: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକାଣ୍ଡକୁ ୧୭ବର୍ଷ ପୂରଣ ହୋଇଛି। ୨୦୦୮, ଅଗଷ୍ଟ ୨୩ରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ପାଇଁ ସ୍ୱାମୀଜୀ କନ୍ଧମାଳର ଜଳେଶପଟା ଆଶ୍ରମକୁ ଯାଇଥିବା ସମୟରେ ପ୍ରାୟ ୪୦ରୁ ଅଧିକ ଆତତାୟୀ ଗୁଳି ବର୍ଷଣ କରିବା ଫଳରେ ସ୍ବାମୀଜୀଙ୍କ ସମେତ ତାଙ୍କର ଚାରିଜଣ ଅନୁଗାମୀଙ୍କ ମୃତ୍ୟୁ ଘଟିଥିଲା।ପରବର୍ତ୍ତୀ ସାମ୍ପ୍ରଦୟିକ ହିଂସାରେ ୩୫ ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା ଓ ଶତାଧିକ Continue Reading
National News
BENGALURU/CHITRADURGA, AUG 23 : Karnataka Congress MLA K C Veerendra ‘Puppy’, involved in illegal online and offline betting and money laundering, was arrested on Saturday in Gangtok, Sikkim, and produced before the Judicial Magistrate, Gangtok. Transit remand was obtained to produce him before the jurisdictional court in Bengaluru. During extensive search Continue Reading
Odisha News
ଭୁବନେଶ୍ବର, ୨୩/୮ : ବହୁଚର୍ଚ୍ଚିତ କମିସନରେଟ୍ ପୁଲିସ ଅଧୀନ ପାତ୍ରପଡ଼ାରେ ଗତ ୯ ତାରିଖ ଦିନ ହିଟ୍ ଆଣ୍ଡ ରନ୍ ଘଟଣାକୁ ଭୁବନେଶ୍ବରବାସୀ ଭୁଲିପାରିବେ ନାହିଁ। ସେଦିନ ଅପରାହ୍ଣରେ ଏକ ପରିବାର ରାସ୍ତା ଅତିକ୍ରମ ବେଳେ ଯେଉଁଭଳି ଦୁଃଖଦପୂର୍ଣ୍ଣ ଘଟଣା ଘଟିଲା, ଏହା ବହୁ ବର୍ଷ ପର‌୍ୟ୍ୟନ୍ତ ମନେ ରହିବ। ଏହି ଦୁର୍ଘଟଣା ନେଇ ଖଣ୍ଡଗିରି ଥାନା ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୋହମ ରାଜ ତ୍ରିପାଠୀ ଓ ରୋହନ […]Continue Reading
Odisha News
ଭୁବନେଶ୍ୱର,୨୩/୮: ନବୀନ ନିବାସ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେଠାରେ ବିରୋଧୀ ଦଳ ନେତା ନବୀନଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି।ଶୁକ୍ରବାର ସନ୍ଧ୍ୟାରେ ନବୀନ ଡିହାଇଡ୍ରେଶନ ଜନିତ ଅସୁସ୍ଥତା ଅନୁଭବ କରିଥିଲେ। ପ୍ରଥମେ ଏକ ଡାକ୍ତରୀ ଦଳ ନବୀନ ନିବାସରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିଥିଲେ। ହେଲେ ଅଧିକ ପରୀକ୍ଷାନିରୀକ୍ଷା କରିବା ଲାଗି ହସ୍ପିଟାଲ୍ ଆଣିବା ପାଇଁ ପରାମର୍ଶ ଦେବା ପରେ ସେ ସମ୍ ଅଲ୍ଟିମେଟ୍ ହସ୍ପିଟାଲ Continue Reading