Home Articles posted by odadmin (Page 3)
Business News Top Stories
By Sukant Mohanty Bhubaneswar, March 2:National Aluminium Company Limited (NALCO), the flagship Navratna CPSE under the Union ministry of mines and leading manufacturer and exporter of alumina and aluminium, has delivered an extraordinary performance in FY 2025–26, breaking all previous records in both production and sales since its inception over four decades ago. Marking Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨/୪ : ବୁଧବାର ରାତ୍ର ଠାରୁ ଆରମ୍ଭ ହୋଇଛି କନ୍ଧମାଳ ଜିଲ୍ଲାର ବହୁ ପ୍ରସିଦ୍ଧ ବାଲିଗୁଡା ଦଣ୍ଡଯାତ୍ରା । ଶହ ଶହ ମାନସିକଧାରୀ ଦଣ୍ଡୁଆଁ ନିଜର ମନସ୍କାମନା ପୂର୍ତ୍ତି ହେତୁ ଆସ୍ଥା ଓ ବିଶ୍ୱାସ ସହିତ ମାଆଙ୍କର ଏହି ଦଣ୍ଡଯାତ୍ରା ରେ ଯୋଡ଼ି ହୋଇ ସମ୍ପୂର୍ଣ୍ଣ ଭାବେ ନିଜକୁ ମାଆଙ୍କ ପାଖରେ ସମର୍ପିତ ହୋଇ ୧୩ ଦିନ ପର‌୍ୟ୍ୟନ୍ତ ମାଆଙ୍କର ପୂଜାର୍ଚ୍ଚନା କରି ଦଣ୍ଡକାଳୀ ଙ୍କ ର ବ୍ରତ ନିୟମ ଅନୁସାରେ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨/୪ : ଖୋରଧା ପୌରାଞ୍ଚଳରେ ଏଣିକି ଆଉ ରହିବନି ପାନୀୟ ଜଳ ସମସ୍ୟା। ଖୋରଧା ପୌରାଞ୍ଚଳ ଅନ୍ତର୍ଗତ ୨୨ ଟି ୱାର୍ଡ ଓ ଆଖପାଖ ଅଞ୍ଚଳର ୯୪୫୦ ଟି ଘରର ପାଖାପାଖି ୬୫ ହଜାରରୁ ଉର୍ଦ୍ଧ ଲୋକଙ୍କ ପାଇଁ ଯଥାଶୀଘ୍ର ଆରମ୍ଭ ହେବାକୁ ଯାଉଛି ।ସରକାରଙ୍କ ୨୪ ଘଣ୍ଟିଆ ଡ୍ରିଙ୍କ ଫ୍ରମ ଟ୍ୟାପ ଯୋଜନା ଅନ୍ତର୍ଗତ ପାନୀୟ ଜଳ ଯୋଗାଣ। ପାଣି ସମସ୍ୟାକୁ ନେଇ ଅଞ୍ଚଳବାସୀ, ବିଧାୟକ ଓ ସାଂସଦ ଙ୍କ […]Continue Reading
Top Stories
By Mahendra Kumar Darji Bolangir/Odisha,Apr 2 : Shaktishree Mela 2026 was organized by the Shaktishree Empowerment Cell of Rajendra University,Bolangir,in the university conference hall over four days—March 27, 28, 30, and 31. At the inaugural ceremony,the Vice-Chancellor,Professor Pradeepta Kumar Behera,attended as the Chief Guest. Distinguished guests included Dr.Pratap Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨/୪ : ଓଡିଆ ପକ୍ଷ, ୨୦୨୬ ଉପଲକ୍ଷେ ତା. ୨.୪.୨୦୨୬ ଏବଂ ତା. ୩.୪.୨୦୨୬ ଏହି ଦୁଇ ଦିନ କୁ ପାରମ୍ପରିକ ପୋଷାକ ପରିଧାନ ଦିବସ ଭାବେ ପାଳନ କରାଯାଇଛି ।ଏହି ପରିପ୍ରେକ୍ଷୀରେ ଅଦ୍ୟ ତା. ୨.୪.୨୦୨୬ ରିଖ ଦିବା ୧୨.୩୦ ମି. ସମୟରେ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହ ରେ \”ଆମ ପୋଷାକ ଆମ ପରିଚୟ\” ଉପରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତା ରେ ଏକ […]Continue Reading
Business News Top Stories
By Payal Priyadarshini Berhampur, April 2 : TP Southern Odisha Distribution Limited (TPSODL) has successfully commissioned 33 KV Siriguda line and Primary Substation (PSS) in Rayagada district, marking a significant step towards strengthening rural power infrastructure. The project, which had faced multiple challenges over the years, has now been operationalised through Continue Reading
Odisha News
ଭୁବନେଶ୍ୱର, ୨/୪ : ସବୁ ସହରାଞ୍ଚଳ ପାଇଁ ପିଏନଜି ସଂଯୋଗ । ସବୁ ସହରାଞ୍ଚଳକୁ ପିଏନଜି ସଂଯୋଗ ଯୋଗାଇ ଦିଆଯିବ । ତୈଳ କମ୍ପାନୀ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା ।ସହରାଞ୍ଚଳରେ ୩ ମାସ ମଧ୍ୟରେ ପିଏନଜି ସଂଯୋଗ ପାଇଁ କୁହାଯାଇଛି । ସ୍ଥାୟୀ ବାସିନ୍ଦାଙ୍କ ସହ ଭଡ଼ାରେ ରହୁଥିବା ବ୍ୟକ୍ତି ବି ପିଏନଜି ସୁବିଧା ପାଇବେ ।ଗ୍ରାମାଞ୍ଚଳ ପାଇଁ ଏଲପିଜି ସିଲିଣ୍ଡର ଯୋଗାଣ ପୂର୍ବପରି ଜାରି ରହିବ । ଗ୍ୟାସ୍ କଳାବଜାରୀ […]Continue Reading
Odisha News
ଭୁବନେଶ୍ୱର, ୨/୪ : ରାଜ୍ୟରେ ନିର୍ମିତ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର (ଇଡଉ) ଉଦଘାଟିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗର ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉଦାଘାଟନ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।ଏହି Continue Reading
Odisha News
ଭୁବନେଶ୍ବର,୨/୪: ଖୁଵ୍ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ ଭିତରେ ତା ଖାତାକୁ ସରକାର ଟଙ୍କା ପଠାଇବେ ସେ କହିଛନ୍ତି ।୨୧ ବର୍ଷ ବେଳକୁ ଆକାଉଣ୍ଟକୁ ସରକାର ଲକ୍ଷାଧିକ ଟଙ୍କା ଦେଇ ସାରିଥିବେ । ଏସ୍‌ଓପି ଚୂଡାନ୍ତ ହେବା ପରେ ରୂପରେଖ ସାମ୍ନାକୁ ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।କହିରଖୁଛୁ କି, ବଜେଟରେ କନ୍ୟା ସୁମଙ୍ଗଳ ଯୋଜନା […]Continue Reading