Home Articles posted by odadmin (Page 275)
Odisha News
ଭୁବନେଶ୍ୱର, ୧୮/୯ : ଏଣିକି ସରକାରୀ ବସ୍‌ରେ ମାଗଣାରେ ସ୍କୁଲ ଓ କଲେଜକୁ ଯାତାୟାତ କରିପାରିବେ ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ ।ସ୍କୁଲ ୟୁନିଫର୍ମ ପିନ୍ଧି ଆଇକାର୍ଡ ଦେଖାଇଲେ ସରକାରୀ ବସ୍‌ରେ ମାଗଣାରେ ଛାତ୍ରଛାତ୍ରୀ ଯାଇପାରିବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶାଳିନୀ ପଣ୍ଡିତ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଜଣାଇଥିଲେ ।ବସ୍ ରୁଟ୍ ଓ ସ୍କୁଲ, Continue Reading
Odisha News
ଭୁବନେଶ୍ୱର, ୧୮/୯ : ଆଜି ରାଜ୍ୟରେ ପ୍ରଥମ ଥର ପାଇଁ ରାଜଧାନୀରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୁକୁର ଗଣନା ଆରମ୍ଭ ହୋଇଛି । ଭୋର୍ ୫ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଚାଲିଥିଲା ଗଣନା କାର୍ଯ୍ୟ । ୬୭ଟି ୱାର୍ଡରେ କୁକୁର ଗଣନା ଆରମ୍ଭ ହୋଇଥିବାବେଳେ ୪୧୦ ଜଣ ନିୟୋଜିତ ଅଛନ୍ତି ।ଦକ୍ଷ ପଶୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସଏମଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖ ଏହି କାର୍ଯ୍ୟରେ ସାମିଲ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,ତା, ୧୮/୯: ବିଶ୍ଵ ବିନ୍ଧାଣୀ ବିଶ୍ଵକର୍ମାଙ୍କ ପୂଜା ବାଲିଗୁଡା ସହର ସମେତ ଆଖପାଖ ଅଞ୍ଚଳରେ ବେଶ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ସହରର ବିଭିନ୍ନ ସ୍ଥାନରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜାକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି।ଏନେଇ ଛୋଟ ବଡ ମଣ୍ଡପରେ ପୂଜା ଆୟୋଜନ କରାଯାଇଛି। ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳା ଏପରିକି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ଉଠାଇଥିଲେ Continue Reading
Top Stories
By Subrat Sarangi Bhubaneswar, Sept. 17: ArcelorMittal Nippon Steel India (AM/NS India),under the aegis of Industries Department, Government of Odisha, organised massive plantation drives across 12 sites near its operational locations in Paradeep, Dabuna, Thakurani, and Sagasahias part of the ‘Ek Ped Maa ke Naam 2.0’ campaign. The Ek Ped Maa Ke Naam campaign is […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୭/୯ : ଆଜି ଯସ୍ଵଶୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସକୁ ସ୍ମରଣୀୟ କରିବା ପାଇଁ ନୟାଗଡ ଜିଲ୍ଲାର ସମସ୍ତ ପଞ୍ଚାୟତସ୍ତରରେ ଆୟୋଜିତ ହେଉଛି ‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନ ଅଧିନରେ ଏକ ଦିବସୀୟ ସମୂହ ଚାରା ରୋପଣ କାର୍ଯ୍ୟକ୍ରମ ।ଏହି କାର୍ଯ୍ୟମକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଜିଲ୍ଲାବ୍ୟାପୀ ୨ ଲକ୍ଷରୁ ଉର୍ଦ୍ଧ ଚାରା ରୋପଣ କରାଯାଇଛି ଓ ଏହି […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୧୭/୯ : ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଲ୍ଲା ତୋଟାପଡା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍ ଋତୁରାଜ ଙ୍କ ଅଧ୍ୟକ୍ଷତାରେ “ଏକ ପେଡ୍ ମାଁ କେ ନାମ୍” ଯୋଜନା ଅଧୀନ “ଗୋଟିଏ ବୃକ୍ଷ ମା ଧରିତ୍ରୀ ପାଇ” ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଅଛି।ମୁଖ୍ୟଅତିଥି ଭାବେ ମାନ୍ୟବର ମନ୍ତ୍ରୀ ପୂର୍ତ୍ତ, Continue Reading
Odisha News
ଭୁବନେଶ୍ୱର, ୧୭/୯ : ଚର୍ଚ୍ଚିତ ମହିଳା ଆଇନଜୀବୀ ଅର୍ଚ୍ଚନା ନାଗଙ୍କୁ ଏକ ଶକ୍ତ ଝଟକା ଲାଗିଛି । ମିଥ୍ୟା ତଥ୍ୟ ଦେବା ଅଭିଯୋଗରେ ତାଙ୍କ ଆଇନଜୀବୀ ଲାଇସେନ୍ସକୁ ସାମୟିକ ଭାବେ ରଦ୍ଦ କରାଯାଇଛି । ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପରିଷଦ ତରଫରୁ ଏହି ନିଆଯାଇଛି ।ଅର୍ଚ୍ଚନା ନାଗ ଓକିଲାତି ପେଶା ପାଇଁ ପଞ୍ଜୀକରଣ କରିଥିଲେ । ପଞ୍ଜୀକରଣ ଫର୍ମରେ ନିଜ ବିରୁଦ୍ଧରେ ଥିବା ଅପରାଧିକ ମାମଲା ଏବଂ ବ୍ୟବସାୟକୁ ନେଇ ଭ୍ରମାତ୍ମକ ତଥ୍ୟ ଦେଇଥିଲେ Continue Reading
Top Stories
By Swagatika Mohapatra Bhubaneswar Sept.17: Jindal Foundation, the Social Arm of Jindal Steel led by Smt. Shallu Jindal planted 75000 + plants across its location pan India mapping on record the longitude and latitudes of plantation sites. In Odisha, alone, joining State Government’s massive plantation drive under the ‘Ek Ped Maa Ke Naam 2.0,’ Jindal […]Continue Reading