Home Articles posted by odadmin (Page 256)
National News
RANCHI, OCT  8 : The Jharkhand Police have heightened security measures across the state, deploying armed forces at sensitive locations and along key transport corridors, following the proscribed CPI (Maoist)’s announcement of a ‘Resistance Week’ from Wednesday and a bandh on 15 October, a senior officer said. Inspector General (Operations) Michael Raj told PTI that […]Continue Reading
Odisha News
ସୁନ୍ଦରଗଡ, ୮/୧୦: ବିଜୁ ଏକ୍ସପ୍ରେସ୍ ଓ୍ବେର ଦୁର୍ଘଟଣା । ମା’-ପୁଅଙ୍କ ଉପରେ ଚଢ଼ିଗଲା ଟ୍ରେଲର । ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଚାପା ଉତ୍ତେଜନା । ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତ ଲୋକ ।ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ କୁତ୍ରା ଥାନା ଅନ୍ତର୍ଗତ ଗଡ଼ପୋଷ ଛକ ରାଜ୍ୟ ରାଜପଥ ୧୦ (ବିଜୁ ଏକ୍ସପ୍ରେସ୍ ଓ୍ବେରେ ବାଇକ୍ ଉପରେ ଚଢିଗଲା ଟ୍ରେଲର । ଘଟଣାସ୍ଥଳରେ ମା’ଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର […]Continue Reading
Odisha News
ବ୍ରହ୍ମପୁର, ୮/୧୦ : ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକୁ ନେଇ କଲମଛାଡ଼ ଆନ୍ଦୋଳନ ଆରମ୍ଭ କରିଛି ଓକିଲ ସଂଘ । ରାଜ୍ୟବ୍ୟାପୀ ଆଇନଜୀବୀ ପରିଷଦ ପକ୍ଷରୁ ଆନ୍ଦୋଳନ କରାଯାଉଛି ।୪୮ ଘଣ୍ଟା ମଧ୍ୟରେ ଦୋଷୀମାନଙ୍କୁ ଗିରଫ, ପରିବାର ସଦସ୍ୟଙ୍କୁ ୧ କୋଟି ଟଙ୍କାର କ୍ଷତିପୂରଣ ଏବଂ ବିଚାର ବିଭାଗୀୟ ତଦନ୍ତ କରିବାକୁ ପରିଷଦ ଦାବି କରିଛନ୍ତି ।ଆଇନଜୀବୀମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି । ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ବିଭିନ୍ନ ସବ୍ ରେଜିଷ୍ଟାର Continue Reading
Odisha News
ଭୁବନେଶ୍ୱର , ୮/୧୦ : ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ।ଯାହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଉକ୍ତ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହୋଇପାରେ । ଏନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।ଉତ୍ତର ଉପକୂଳ ଓଡ଼ିଶାରେ ଟ୍ରପ ଲାଇନ ସକ୍ରିୟ ଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ […]Continue Reading
Top Stories
By Priyanka Samal Bhawanipatna (Odisha), Oct. 8: More than 4,600 women, most of them tribals, in Odisha’s Kalahandi district have transformed their lives through Vedanta Aluminium’s flagship women empowerment initiative, Project Sakhi. Since its launch in 2015, the programme has mobilised women into 444 self-help groups (SHGs), facilitating over Rs 5 crore in financial Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ , ୭/୧୦ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।ମୃତକ ଜଣକ ହେଲେ ଫିରିଙ୍ଗିଆ ଥାନା କେଲାପଡ଼ା ପଞ୍ଚାୟତର କମଡକାମ୍ବା ଗ୍ରାମର ଯଶୋବନ୍ତ ଅମାତ। ଘଟଣା ରୁ ପ୍ରକାଶ ଯେ, ଗଞ୍ଜେଇ ଚାଲାଣ ମାମଲାରେ ସେ ଗିରଫ ହୋଇ ଜେଲରେ ଥିଲେ। ସେପ୍ଟେମ୍ବର ୫ ତାରିଖରେ ପୁଲିସ ପାଟ୍ରୋଲିଂ ଚାଲିଥିଲା।ଫିରିଙ୍ଗିଆ ଶନି Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୭/୧୦ : ଖୋର୍ଦ୍ଧା ଅବକାରୀ ମୋବାଇଲ ସ୍କ୍ବାର୍ଡ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥ ଦଳେଇପୁଟ ଅଞ୍ଚଳରେ ଥିବା ପଣ୍ଡିତ ଢାବା ପଛପଟେ ଥିବା ଘରେ ଚଢ଼ାଉ କରି ୯ ଶହ ବୋତଲ କଫ ସିରପ ସହ ଏକ କାର ଜବତ କରିଛି।ଏଥିରେ ସମ୍ପୁକ୍ତି ନେଇ ଢ଼ାବା ମାଲିକ ଦଳେଇପୁଟର ଦେବରଂଜନ ଦାସ(୪୭) ଏବଂ ସହଯୋଗୀ ପଲ୍ଲା ବରୁଣେଇ ସାହିର ବିଶ୍ୱରଂଜନ ଖୁଣ୍ଟିଆ (୪୫) ଙ୍କୁ ଗିରଫ କରାଯାଇଛି।ଜବତ କଫ […]Continue Reading
Odisha News
କଟକ, ୭/୧୦ : ଐତିହାସିକ କଟକ ସହରରେ ଆଜି ସନ୍ଧ୍ୟାରେ ଇଣ୍ଟରନେଟ୍ ସେବା ଉପରେ ଲାଗିଥିବା କଟକଣା ଉଠିଛି। କଟକ ସହରରୁ ଇଣ୍ଟରନେଟ୍ କଟକଣା ଉଠିବା ପରେ ମୋବାଇଲ ଓ ଅନ୍‌ଲାଇନ୍ ଉପରେ ନିର୍ଭରକରୁଥିବା ଲୋକେ ଖୁସି ଦେଖାଯାଉଛନ୍ତି।କଟକରେ ଇଣ୍ଟରନେଟ୍ ସେବାକୁ ସ୍ବାଭାବିକ କରିଦିଆଯାଇଛି। ୪୮ ଘଣ୍ଟା ପରେ ଇଣ୍ଟରନେଟ୍ ଉପରେ ଲାଗିଥିବା କଟକଣା ହଟାଇ ଦିଆଯାଇଛି। ଇଣ୍ଟରନେଟ୍ ଉପରେ କଟକଣା ଉଠିବା ନେଇ ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।ଗୋଷ୍ଠୀ ବିବାଦ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୭/୧୦ : ସୋମବାର ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ।ବିଭାଗୀୟ ଅଧିକାରୀ ମାନେ ଏହି ଅଭିଯୋଗ ଗୁଡିକ ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ Continue Reading