Home Articles posted by odadmin (Page 244)
National News
ଭୁବନେଶ୍ବର,୧୭/୧୦: ନୂଆପଡ଼ା ଉପନିର୍ବାଚନ ନସରିବା ଯାଏଁ ନେତାଙ୍କୁ ନୂଆପଡ଼ା ନ ଛାଡିବାକୁ ବିଜେପି ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ ରହିଛି । ଏ ନେଇ ସୂଚନା ଦେଇଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ । ସେ କହିଛନ୍ତି, ମନ୍ତ୍ରୀ, ସାଂସଦ, ବିଧାୟକ ଏବଂ ପୂର୍ବତନ ବିଧାୟକ ମାନଙ୍କୁ ଦାୟିତ୍ୱ ଦିଆଯାଇଛି ।ଗୁରୁବାର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି ବୈଠକ କରି ଦାୟିତ୍ୱ ବାଣ୍ଟିଛନ୍ତି । ବୁଥ୍ ସମ୍ଭାଳିବେ ବିଧାୟକ ଏବଂ ପୂର୍ବତନ ବିଧାୟକ । ଆଉ ଦୁଇ ଥର […]Continue Reading
National News
AHMEDABAD, OCT 17 : The BJP government in Gujarat carried out a cabinet reshuffle on Friday, with state Home Minister Harsh Sanghavi sworn in as Deputy Chief Minister and cricketer Ravindra Jadeja’s wife, Rivaba Jadeja, inducted as a minister. Governor Acharya Devvrat administered the oath to 26 ministers, including Chief Minister Bhupendra Patel, as each […]Continue Reading
Odisha News
ମୁଣ୍ଡଳି, ୧୭/୧୦ : ମୁଣ୍ଡଳି ବ୍ରିଜରୁ ମହାନଦୀକୁ ଡେଇପଡ଼ିଲେ ଯୁବକ। ବ୍ରିଜ ଉପରେ କାର୍ ଥୋଇ ଯୁବକ ଜଣକ ଡେଇଁ ପଡିଛନ୍ତି । ଯୁବକ ଜଣକ ହେଲେ ଶକ୍ତିକାନ୍ତ ସାହୁ। ସେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ବୋଲି ଜଣାପଡିଛି ।ତେବେ ଶକ୍ତିକାନ୍ତ ଘରୁ ରାଗିକି ପଳାଇ ଆସିଥିଲେ ବୋଲି ସୂଚନା ମିଳିଛି । ବାରଙ୍ଗ ପୁଲିସ ଓ ଅଗ୍ନିଶମ ବିଭାଗ ଖୋଜା ଖୋଜି ଜାରି ରଖିଛି । ପରିବାର ଲୋକ ମଧ୍ୟ ଘଟଣାସ୍ଥଳରେ ରହିଛନ୍ତି ।Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୧୭/୧୦ : ମାଓବାଦୀଙ୍କୁ ଧରାଇ ଦିଅନ୍ତୁ କୋଟିଏ ଟଙ୍କାର ପୁରସ୍କାର ପାଆନ୍ତୁ ଆଜି ବୌଦ୍ଧ ଜିଲ୍ଲାରେ ମାଓବାଦୀଙ୍କ ଉପରେ ପୁରସ୍କାର ଘୋଷଣା କରାଯାଇଛି । ବିଭିନ୍ନ ସ୍ଥାନରେ ପୋଷ୍ଟର୍ ଜାରି କରାଯାଉଛି । ଯେଉଁମାନେ ମାଓବାଦୀଙ୍କୁ ଧରାଇଦେବେ ସେମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ ।। କେନ୍ଦ୍ର ସରକାର ଚଳାଇଥିବା ମାଓ ବିରୋଧୀ ଅଭିଯାନର ଡେଡ୍ ଲାଇନ୍ ଯେତିକି ପାଖେଇ ଆସୁଛି ଅପରେସନକୁ ସେତିକି ତୀବ୍ର କରାଯାଉଛି । Continue Reading
Top Stories
Curtain Raiser Event for Emerging Science, Technology & Innovation Conclave (ESTIC) – 2025 Organised by CSIR-IMMT By Tapaswini Sahoo Bhubaneswar, OCT 17: CSIR-Institute of Minerals and Materials Technology (CSIR-IMMT), Bhubaneswar, organised the Curtain Raiser Event for the Emerging Science, Technology & Innovation Conclave (ESTIC) – 2025 under the Advanced Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୭/୧୦ : ଗଜପତି ଜିଲ୍ଲାରେ ଥିବା ସାତ ଗୋଟି ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥବା ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭା କୁ ପରିପ୍ରକାଶ ଓ ବିକାଶ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ଗଜପତି ଦ୍ବାରା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ \”ଉତ୍ସାହ\” ଓ \”ମହକ\” କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ।,ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ Continue Reading
Top Stories
By Arpita Swain Jagatsinghpur (Odisha), Oct. 17: Member of Parliament from Kandhamal, Sukanta Kumar Panigrahi, on Wednesday interacted with community representatives and residents of Nuagaon Gram Panchayat to discuss the proposed JSW Steel Plant project and its potential to foster inclusive and sustainable development in the region. During the meeting, held at the Nuagaon Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୬/୧୦ : ଖୋରଧା ରାଧାବଲ୍ଲଭ ସାହିସ୍ଥ ରାଧାଗୋବିନ୍ଦ ଶେଫାଳି ସଂଗ୍ରହଶାଳାରେ ବିଶ୍ୱ ଛାତ୍ର ଦିବସ ପାଳିତ ହୋଇଯାଇଛି।ଭାରତର ୧୧ ତମ ରାଷ୍ଟ୍ରପତି, ଛାତ୍ରବତ୍ସଳ ବୈଜ୍ଞାନିକ ଭାରତରତ୍ନ ଏ.ପି.ଜେ ଅବଦୁଲ୍ କାଲାମଙ୍କ ଜନ୍ମ ଦିନକୁ ବିଶ୍ୱ ଛାତ୍ର ଦିବସ ଭାବେ ପାଳନ କରାଯାଏ ।କାଲାମଙ୍କ ଜୀବନ ଆଦର୍ଶ ଛାତ୍ର ମାନଙ୍କ ପାଇଁ ପ୍ରେରଣାର ଉତ୍ସ । ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଚେକୋସ୍ଲୋଭିଆର ରାଜଧାନୀ ପ୍ରେଗ୍ ଠାରେ ୯ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୧୬/୧୦ : ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ECoRWWO), ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ପକ୍ଷରୁ ରେଳ କର୍ମଚାରୀଙ୍କ ପିଲା ଏବଂ ପରିବାର ସଦସ୍ୟଙ୍କ ଉତ୍ସାହଜନକ ଅଂଶଗ୍ରହଣ ସହିତ ପ୍ରବନ୍ଧ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା – ୨୦୨୫, ସଫଳତାର ସହ ଆୟୋଜନ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା କଳା ଏବଂ ଲେଖା ମାଧ୍ୟମରେ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ସୃଜନଶୀଳତା, ପ୍ରକାଶନ ଏବଂ ସଚେତନତାକୁ Continue Reading