Home Articles posted by odadmin (Page 242)
Top Stories
By A.K.Sahoo Bhubaneswar, Nov. 21 : Aditya Aluminium, a unit of Aditya Birla Group’s Hindalco Industries Limited, is fostering sustainable livelihoods and environmental stewardship through Project Basketry — a distinctive initiative launched under its Corporate Social Responsibility (CSR) program, implemented in collaboration with the NGO Uphold Earth. The project seeks to Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୧/୧୧: ଗୁରୁବାର ରୋଟାରୀ କ୍ଲବ ନୟାଗଡ଼ ତରଫରୁ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟ ର ଇକୋନୋମିକ୍ସ ବିଭାଗ ର ଦ୍ବିତୀୟ ବର୍ଷର ମେଧାବୀ ଛାତ୍ରୀ ରଶ୍ମିତା ପରିଡ଼ା ଙ୍କୁ ୧୦ ହଜାର ଟଙ୍କା ର ସହାୟତା ପ୍ରଦାନ କରାଯାଇଛି।ଆଗାମୀ ଦିନରେ ରଶ୍ମିତା ଙ୍କ ପାଠପଢ଼ା ର ଦାୟିତ୍ଵ ରୋଟାରୀ କ୍ଲବ, ନୟାଗଡ଼ ନେବା ପାଇଁ ପ୍ରସ୍ତୁତ ଅଛି ବୋଲି ସଭାପତି ବସିରନ ବିବି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ରଶ୍ମିତା ଙ୍କ […]Continue Reading
National News
BIHAR , NOV 20 : JD(U) chief Nitish Kumar was sworn in on Thursday as Bihar’s chief minister for a record 10th term, days after the NDA’s sweeping assembly poll victory. Bihar Governor Arif Muhammad Khan administered the oath at Patna’s historic Gandhi Maidan, which has hosted his inaugurations in 2005, 2010, and 2015. It […]Continue Reading
Odisha News
ଭୁବନେଶ୍ୱର, ୨୦/୧୧: ସ୍କୁଲ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ନ ମିଳିବା ଘଟଣାରେ ତତ୍ପରତା ପ୍ରକାଶ କରିଛି ଗଣଶିକ୍ଷା ବିଭାଗ। ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଏନ.ତିରୁମାଲା ନାୟକ। ଯେତେ ଶୀଘ୍ର ସମ୍ଭବ ୟୁନିଫର୍ମ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ।ଗତ ଜୁନ୍ ମାସରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦେବାକୁ ଡିଇଓ ମାନଙ୍କୁ ଚିଠି ହୋଇଥିଲା। ଜୁଲାଇ ୧୫ Continue Reading
Business News Top Stories
By Subrat Sarangi Bhubaneswar, Nov.19 : Aditya Aluminium, a unit of Aditya Birla Group’s Hindalco Industries Limited, is fostering sustainable livelihoods and environmental stewardship through Project Basketry — a distinctive initiative launched under its Corporate Social Responsibility (CSR) program, implemented in collaboration with the NGO Uphold Earth. The project Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୯/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା ଗ୍ରାମ ନିକଟ ମୁସୁମାହା ପଡାର ୪ ବର୍ଷ ର ଶିଶୁ ଏକ ମସଲା ଜାତୀୟ ଚିପ୍ସ ପ୍ୟାକେଟ ଭିତରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ଅକାଳରେ ଜୀବନ ଚାଲିଯାଇଛି।ମୃତ ଶିଶୁ ହେଲେ ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ଶିଶୁ ବିଗିଲ ପ୍ରଧାନ। ସବୁଦିନ ଭଳିସେ ମଙ୍ଗଳବାର ମଧ୍ୟ ଅଙ୍ଗନାୱାଡି ପାଠ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୯/୧୧ : (ମଙ୍ଗଳବାର) ସକାଳ ଘ ୮.୩୦ ମିନିଟ ସମୟରେ ବୌଦ୍ଧ ଜଗନ୍ନାଥ ମନ୍ଦିର ଠାରୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଜ଼ିଲ୍ଲା ପ୍ରଶାସନ ଏବଂ ଭାରତ ସରକାରଙ୍କ ଖେଳ ମନ୍ତ୍ରଣାଳୟ ଅଧିନସ୍ତ ମାଇଁ ଭାରତ ଆନୁକୂଲ୍ୟରେ ଆୟୋଜିତ ଜ଼ିଲ୍ଲା ସ୍ତରୀୟ ପଦଯାତ୍ରା ଶୁଭାରମ୍ଭ ହୋଇଯାଇଛି ।କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୧୯/୧୧ : ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳପଡିଆ ଠାରେ ରାଇଜିଙ୍ଗଷ୍ଟାର କ୍ରିକେଟ କ୍ଲବ, କୁମାରବସ୍ତ ଆନୁକୂଲ୍ୟରେ ଲୋକନାଥଦେବ କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ ପଳାସପୁର ଦଳ ମେଣ୍ଢାଶାଳକୁ ୫ ୱକେଟରେ ପରାସ୍ତ କରିଛି ‌।ମେଣ୍ଢାଶାଳ ଦଳ ପ୍ରଥମେ ବ୍ୟାଟିଂ କରି ବିଷ୍ଣୁ ମହାପାତ୍ରଙ୍କ ୩୮ ରନ ସହାୟତାରେ ୧୬ ଓଭରରେ ୧୪୧ ରନ ସଂଗ୍ରହ କରିଥିଲେ। ଜବାବରେ ପଳାସପୁର ଦଳ ସୋମନାଥ ପ୍ରଧାନ ଙ୍କ ୪୩ ରନ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୯/୧୧ : ଜିଲ୍ଲାସ୍ତରୀୟ ୨୧ତମ ପି .ଏମ. କିଷାନ ଦିବସର ସିଧା ପ୍ରସାରଣ କାର୍ଯ୍ୟକ୍ରମ କୃଷି ବିଜ୍ଞାନ କେନ୍ଦ୍ର, ନୟାଗଡ଼ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି କୋଏମ୍ବାଟୁର, ତାମିଲନାଡୁ ଠାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସିଧା ପ୍ରସାରଣ ମାଧ୍ୟମରେ ଚାଷୀମାନଙ୍କୁ ପ୍ରାକୃତିକ କୃଷି ସମ୍ବନ୍ଧରେ ଉଦବୋଧନ ଦେଇଥିଲେ।ଉକ୍ତ Continue Reading