Home Articles posted by odadmin (Page 235)
Top Stories
By Chandrabhanu Singh Bhubaneswar, Oct. 24: Odisha’s pioneering mangrove restoration efforts have received global recognition in season two of the global documentary series titled ‘An Optimist’s Guide to the Planet,’ featuring Game of Thrones actor and UNDP Goodwill Ambassador Nikolaj Coster-Waldau. The series, which premiered globally on Wednesday, opens with an episode Continue Reading
Odisha News
ନୂଆଦିଲ୍ଲୀ , ୨୪/୧୦ : ବଙ୍ଗୋପସାଗରରେ ମାଡ଼ି ଆସୁଛି ବାତ୍ୟା । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଯାହା ଆସନ୍ତା ୨୭ ତାରିଖ ସକାଳୁ ବାତ୍ୟାର ରୂପ ନେବ । ତେବେ ସବୁ ବାତ୍ୟା ପରି ଏହି ବାତ୍ୟାର ନାଁ କଣ ? ଏ ନେଇ ବି ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ । କାରଣ ପ୍ରତି ଥର ବାତ୍ୟା ଆସିଲେ ବାତ୍ୟାର ନାଁ ବି ସାମ୍ନାକୁ ଆସେ ଏବଂ କିଏ ଏହି […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୪/୧୦ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ବାଡି ପଡିଆ ଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସାଇବର ସୁରକ୍ଷା ଅଭିଯାନ ୨୦୨୫ ର ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ଗଜପତି ଜିଲ୍ଲା ପୋଲିସ ପ୍ରଶାସନଙ୍କ ପ୍ରସ୍ତୁତ ଯୋଜନା ପ୍ରକାରେ ଉପସ୍ଥିତ ସମସ୍ତଙ୍କୁ ଅନଲାଇନ୍ ସୁରକ୍ଷା , ଠକେଇ ନିବାରଣ ଏବଂ ଜନସଚେତନତା ଉପରେ ଏବଂ ଏ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୪/୧୦ : ଆଜି ତା ୨୪.୧୦.୨୦୨୫ ଅପରାହ୍ନ ୫ ଘଟିକା ରୁ ସନ୍ଧ୍ୟା ୭ ଘଟିକା ସମୟରେ ସ୍ଥାନୀୟ ଟ୍ରାଫିକ ଗୋଲେଇ ଛକ ଠାରେ ଗୋମାତା ହତ୍ୟାକାରୀ ବିଜେପି ସରକାର ବିରୁଦ୍ଧରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ସଭା ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ରଣଜିତ ଦାଶ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ବାଚନୀ ସଭା ବଳକା ଭୋଜି ଖାଇ ୨୦ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୪/୧୦: ଚଳିତ ବର୍ଷ ୨୦୨୫ ରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ୍ ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ କ୍ୟାମ୍ପ ଆୟୋଜିତ ହୋଇଥିଲା। ବିଭିନ୍ନ ବିଭାଗର ଡାକ୍ତର ମାନଙ୍କୁ ଏଥିପାଇଁ ନିୟୋଜିତ କରାଯାଇଥିଲା ।ଆଜି ପଞ୍ଚାୟତ ସମିତି, ହରଭଙ୍ଗା (ଚାରିଛକ) ର କାର୍ଯ୍ୟାଳୟ ର ପରିସରରେ ଏହି ଶିବିର ଆୟୋଜିତ ହୋଇଯାଇଛି।ଶିବିରରେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ବାରା ଭିନ୍ନକ୍ଷମ ମାନଙ୍କର Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ଵର, ୨୪/୧୦ : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ଟାଟା ଆଫରମେଟିଭ ଆକ୍ସନ ପଲିସି (ଟାପ୍)ର କାର୍ଯ୍ୟକାରିତାକୁ ବିଶେଷ ଗୁରୁତ୍ଵ ଦେଉଛି।ଯାହା ସାମାଜିକ ଓ ଆର୍ଥିକ ଅନଗସର ବର୍ଗ, ବିଶେଷ କରି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଭିନ୍ନକ୍ଷମ ବ୍ୟକ୍ତି ଏବଂ ଆର୍ଥିକ ଅନଗସର ମହିଳା (ଏଏ ବର୍ଗ)ଙ୍କୁ ସଶକ୍ତ ଓ ସକ୍ଷମ କରିବା ପାଇଁ ପଦକ୍ଷେପକୁ Continue Reading
Odisha News
ଭୁବନେଶ୍ବର, ୨୪/୧୦ : ଆଉନାହାନ୍ତି ପ୍ରଖ୍ୟାତ କବି ଓ ଲେଖକ ରାଜେନ୍ଦ୍ର କିଶୋର ପଣ୍ଡା। ଆଜି(ଶୁକ୍ରବାର) ସକାଳ ୧୧.୩୦ରେ ତାଙ୍କ ପରଲୋକ ହୋଇଛି।ମରି କି ବି ଅମର ରହିବେ ପ୍ରଥିତଯଶା କବି, ଔପନ୍ୟାସିକ ଓ ପୂର୍ବତନ ପ୍ରଶାସକ ରାଜେନ୍ଦ୍ର କିଶୋର ପଣ୍ଡା। ନିଜ କାଳଜୟୀ କୃତି, ଲେଖକୀୟ ଢାଞ୍ଚା, ଚିର ସବୁଜ ସୃଷ୍ଟି, ସାହିତ୍ୟ ଜଗତରେ ନିଜର ରାଜକୀୟ ଛାପ ପାଇଁ ସ୍ବର୍ଗତ କବି ରାଜେନ୍ଦ୍ର କିଶୋର ପଣ୍ଡା ପାଠକଙ୍କ ମନରେ ତ ଅମର ରହିବେ କିନ୍ତୁ […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ‌ନୟାଗଡ, ୨୪/୧୦ : ଆଜି ସକାଳ ୧୦.୩୦ ମିନିଟ ସମୟରେ ଜିଲ୍ଲା ପରିଷଦ ସୃଜନ ସମ୍ମିଳନୀ କକ୍ଷରେଜିଲ୍ଲା ଉନ୍ନୟନ ସମନ୍ୱୟ ପର୍ଯ୍ୟାଲୋଚନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ମାନ୍ୟବର ସାଂସଦ, କଟକ ନିର୍ବାଚନ ମଣ୍ଡଳୀ ଡଃ ଭର୍ତ୍ତୃହରି ମହତାବ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ‌ଆଜିର କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା ହୋଇଥିଲା।ମାନ୍ୟବର ସାଂସଦ ପ୍ରାରମ୍ଭରେ ମେଗା ପାଇପ୍ ୱ।ଟର ସପ୍ଲାଏ ଉପରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୪/୧୦ : ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତିଭୁଷଣ ନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଉତ୍କର୍ଷରମାତ୍ରା ନିର୍ଧାରଣ କମିଟି ଓ ଜିଲ୍ଲା ସ୍ତରୀୟ ଉପଦେଷ୍ଟା କମିଟି (PC&PNDT) ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ଡାକ୍ତର ସଂଘମିତ୍ରା ପଣ୍ଡା, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ତ୍ରିପାଠୀ, Continue Reading