Home Articles posted by odadmin (Page 211)
Top Stories
By Ipsita Das Bhubaneswar, Dec. 21: VISWASS Higher Secondary School, Pitapalli in Odisha’s Khordha district successfully conducted the State Level Science Talent Search Examination (SLSTSE) 2025 on December 7, marking a significant initiative to promote scientific aptitude among school students. The examination witnessed the participation of around 500 students from Continue Reading
Business News Top Stories
By Swagatika Mohapatra Angul,  Dec. 21:The Annual Function of O.P. Jindal School, Angul was celebrated on 19 and 20 December 2025 at Eden Garden, Jindal Nagar, in a grand and colorful atmosphere. The two-day event, titled “Melange” and “Punarbharat”, was conducted with great enthusiasm and joy. On the first evening, Mrs. Seema Malhan, President of […]Continue Reading
Business News Top Stories
By Subrat Sarangi Bhubaneswar, Dec. 21 : Jindal Steel has been awarded by Bengal Chambers of Commerce  and Industry (BCC&I) for its Corporate Social Responsibility (CSR) work in the field of Health , Community Development & Women Development. The award was presented at a grand ceremony in Kolkata on December 19, 2025, by Dr Bhaskar […]Continue Reading
Odisha News
ଖୋର୍ଦ୍ଧା,୨୧/୧୨: ସାତପଡ଼ା ବୁଲିବାକୁ ଯାଇ ଚିଲିକାରେ ବୁଡ଼ିଗଲେ ପର୍ଯ୍ୟଟକ । ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଯାଇଥିଲେ ।ତେବେ ଏହି ଅଘଟଣରେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖବରପାଇ ଅଗ୍ନିଶମ ବିଭାଗ ପହଞ୍ଚି ବାଘମୁଣ୍ଡା କୂଳରୁ ମତଦେହ ଉଦ୍ଧାର କରିଛି । ବାଘମୁଣ୍ଡା କୂଳରୁ ମୃତଦେହ ଉଦ୍ଧାର ହୋଇଛି ।Continue Reading
Odisha News
କଟକ,୨୧/୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ ମା।ସେ ଏତଲାରେ ଦର୍ଶାଇଛନ୍ତି ତାଙ୍କ ପୁଅକୁ ନିର‌୍ୟାତନା ଦିଆଯାଇଛି। ହ୍ୟୁମାନଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ଦାବି କରି ସେ ଏତଲା ଦେଇଛନ୍ତି।ମୃତ୍ୟୁର କାରଣ ସ୍ପଷ୍ଟ ଯଦିଓ ଲଲ୍ଲେଖ କରାଯାଇନାହିଁ ତେବେ ଅବହେଳା, ଦୁର୍ବ୍ୟବହାର, ଚାପ, ବିଷକ୍ରିୟା, ନିଶାଦ୍ରବ୍ୟ ପ୍ରୟୋଗର ତଦନ୍ତ Continue Reading
Odisha News
ଭୁବନେଶ୍ୱର,୨୧/୧୨ : ଧଉଳିରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ମନରୁ ଲିଭି ନ ଥିବାବେଳେ ପୁଣି ଶହୀଦନଗର ଥାନା ଅଞ୍ଚଳରେ ଆଉ ଜଣେ ୧୭ ବର୍ଷର ନାବାଳିକା ଗଣବଳାତ୍କାରର ଶିକାର ହୋଇଛନ୍ତି। ନାବାଳିକାଙ୍କୁ ଡାଟା ଏଣ୍ଟ୍ରି ଚାକିରି କରାଇଦେବାକୁ କହି ୨ଯୁବକ ୟୁନିଟ-୯ରେ ଥିବା ଭଡ଼ାଘରକୁ ଡାକିଥିଲେ। ସେଠାରେ ନାବାଳିକାଙ୍କୁ ତାଙ୍କ ପୁରୁଷ ବନ୍ଧୁ ଛାଡ଼ିବା ପରେ ତାଙ୍କ ମୋବାଇଲ୍ ନେଇ ପଳାଇଥିଲେ।ସେଠାରେ ଦୁଇଜଣ ଅଭିଯୁକ୍ତ ନାବାଳିକାଙ୍କୁ ଗଣବଳାତ୍କାର କରିଥିବା Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୧/୧୨ : ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ଅନ୍ତର୍ଗତ ଖଜୁରିପଦା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ “ବେଟି ବଚାଓ ବେଟି ପଢ଼ାଓ” କାର୍ଯ୍ୟକ୍ରମ ଅନ୍ତର୍ଗତ ” ଅନଲାଇନ୍ ସୁରକ୍ଷା ଏବଂ ସାଇବର-ବୁଲିଂ” ଉପରେ ଏକ ବ୍ଲକ ସ୍ତରୀୟ କର୍ମଶାଳା ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି ।ଏହି କର୍ମଶାଳା କାର୍ଯ୍ୟକ୍ରମରେ ଶ୍ରୀ ରାଜେଶ କୁମାର ମିଶ୍ର , ଶିକ୍ଷାପ୍ରାପ୍ତ ସରକାରୀ ଓକିଲ , ଜିଲ୍ଲା କୋର୍ଟ, ଗଜପତି Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ,୨୦/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳ ରେ ବଡଦିନ ଉତ୍ସବ ପାଳନ ନିମନ୍ତେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭମ୍ ଭୋସଲେ, ଆଇଆଇସି ସମ୍ବିତ ସ୍ୱାଇଁ ଙ୍କ ସମେତ ସଦଳବଳ ପୋଲିସ ବାଟାଲିୟନ ସମଗ୍ର ବାଲିଗୁଡା ସହର ଓ ବାରଖମା ପରିଭ୍ରମଣ କରି ଚଳିତ ବର୍ଷ ବଡଦିନ କିପରି ଶାନ୍ତି ଶୃଙ୍ଖଳା ର ସହିତ ପାଳନ […]Continue Reading