Home Articles posted by odadmin (Page 199)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨/୧ : ଖୋର୍ଦ୍ଧା ଅଞ୍ଚଳରେ ହାତୀ ମଣିଷ ଲଢେ଼ଇରେ କେତେବେଳେ ହାତୀର ଜୀବନ ଯାଉଛି ପୁଣି ହାତୀ ଆକ୍ରମଣରେ ଜୀବନ ଯାଉଛି ମଣିଷର। ଆଜି ବେଗୁନିଆ ବ୍ଲକ୍ ବାଘମାରି ନିକଟ ଭୁଆସୁଣୀ ପାଟଣା ଗ୍ରାମର ଜଣେ ଯୁବକ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି।ମୃତ ଯୁବକ ଜଣକ ସେହି ଗ୍ରାମର ପ୍ରିୟବ୍ରତ ପରିଡ଼ା ଓରଫ ପିକୁ,ପିତା-ରମେଶ ପରିଡ଼ା ବୋଲି ଜଣାପଡିଛି। ପିକୁ ସକାଳୁ ନିକଟ ପଡିଆକୁ ନିତ୍ୟକ୍ରମ ସାରିବାକୁ ଯାଇଥିବା ବେଳେ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨/୧ : ନୟାଗଡ଼ ଜିଲ୍ଲା ସଦରମହକୁମାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଆଜି ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ନୟାଗଡ଼ ଜିଲ୍ଲା ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଆବାହକ ଗୋଦାବରିଶ୍ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ବିଶାଳ ଶୋଭାଯାତ୍ରାରେ ଦଳ ମତ ନିର୍ବିଶେଷରେ ଶହ ଶହ ଲୋକ ଯୋଗ ଦେଇଥିଲେ ।ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକରୁ କ୍ରିୟାନୁଷ୍ଠାନ କମିଟି ପ୍ରତିନିଧିମାନେ ଯୋଗ ଦେଇ ଆନ୍ଦୋଳନକୁ ସମର୍ଥନ ଦେଇଥିଲେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨/୧ : ବୌଦ୍ଧ ଜିଲ୍ଲା ଐତିହାସିକ ପୀଠ ଗନ୍ଧରାଢ଼ୀ ପୀଠରୁ ବୌଦ୍ଧ ମହୋତ୍ସବ,ପଲ୍ଲିଶ୍ରୀ ମେଳା ହସ୍ତତନ୍ତ ବୟନିକା ପ୍ରଦର୍ଶନୀ ଓ ଆତ୍ମ ନିର୍ଭର ସ୍ବଦେଶୀ ମେଳା ପାଇଁ ମଶାଲ ଶୋଭାଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଥିଲା ।ପ୍ରଥମେ ଗନ୍ଧରାଢ଼ୀ ସ୍ଥିତ ସିଦ୍ଧେଶ୍ୱର ଓ ନୀଳମାଧବ ଠାକୁରଙ୍କ ଠାରେ ପୂଜାର୍ଚନା କରାଯାଇ ମଶାଲ ଜାଳି ମନ୍ଦିର ବେଢା ପରିକ୍ରମା କରାଯାଇଥିଲା ।ଏଥିରେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ଭାରତୀ ପୁରୋହିତ ଏବଂ Continue Reading
National News
NEW DELHI, JAN 2 :External Affairs Minister S Jaishankar on Friday mounted a strong critique of Pakistan, describing it as a “bad neighbour” that has consistently used terrorism as a state policy, and asserted that India retains the sovereign right to defend its people without external interference. Speaking during an interaction with students at the […]Continue Reading
Odisha News
ଭୁବନେଶ୍ୱର, ୨/୧ : ଲୋକସେବା ଭବନରେ ରିଲ୍ସ କରିବାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଲୋକସେବା ଭବନରେ ରିଲ୍ସ ପାଇଁ ଗୃହ ବିଭାଗ ଗାଇଡ୍‌ଲାଇନ୍ ଆଣିବ। ଲୋକସେବା ଭବନରେ ରିଲ୍ସ କରିବା ଠିକ୍ କଥା ନୁହେଁ, ସେଥି କାର୍ଯ୍ୟ କରୁଥିବା ବ୍ୟକ୍ତି ହୁଅନ୍ତୁ କି ବାହାର ଲୋକ, ରିଲ୍ସ ମନା। ଲୋକସେବା ଭବନରେ ରିଲ୍ସର କୌଣସି ଅବକାଶ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।ଆଗକୁ ଗୃହ ବିଭାଗ ଲୋକସେବା ଭବନ […]Continue Reading
Odisha News
ଭୁବନେଶ୍ବର, ୨/୧: ଆସନ୍ତା ୧୦ ତାରିଖରୁ ମିଳିବ ଗ୍ରୀନ ଷ୍ଟିକର । ପଲ୍ୟୁସନ କରିଥିବା ଗାଡିରେ ଲଗାଇପାରିବେ ଲୋକେ । ଏନେଇ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଆରଟିଓମାନଙ୍କରେ ଗ୍ରୀନ ଷ୍ଟିକର ପ୍ରଦାନ କରାଯିବ ।ତେବେ ଯେଉଁମାନଙ୍କର ପଲ୍ୟୁସନ ସାର୍ଟିଫିକେଟ ରହିଛି ସେମାନେ ଏହି ଗ୍ରୀନ ଷ୍ଟିକର ନେଇପାରିବେ ବୋଲି ବିଜ୍ଞପ୍ତିପରେ କୁହାଯାଇଛି । ତେବେ ଯେଉଁମାନେ ୧୦ ତାରିଖ ପରେ ପଲ୍ୟୁସନ ସାର୍ଟିଫିକେଟ କରିବେ ସେମାନଙ୍କୁ ପିୟୁସିସି Continue Reading
National News
BANGALDESH, JAN 1 : A Hindu businessman was allegedly assaulted by a group of men in Shariatpur district in Bangladesh on the night of December 31. The victim, who was identified as Khokon Chandra Das, runs a pharmacy in the Keorbhanga area of Kaneshwar union and was attacked while returning home, according to local media. […]Continue Reading
National News
NEW DELHI, JAN 1 : President Droupadi Murmu on Thursday said that Artificial Intelligence (AI) is emerging as a growth driver for the Indian economy and in coming decades, AI will play a significant role in the country’s GDP, employment, and overall productivity. Speaking at the launch of the #SkilltheNation challenge at the Rashtrapati Bhavan […]Continue Reading