Home Articles posted by odadmin (Page 185)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୧୨/୧୨ : ଆଜି ଦିନ ଅପରାହ୍ନ ୪.୩୦ ସମୟରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବଡ଼ବେରଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୦ ତମ ବାର୍ଷିକୀ ସମାରୋହରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମ ପାଟି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମାରୋହକୁ ଉଦଘାଟନ କରି ସମବେତ ଜନତାଙ୍କୁ ଉଦବୋଧନ ଦେଇଥିଲେ ।ଶିକ୍ଷାର ଜନ୍ମଭୂମି ବଡ଼ବେରଣାର ସରକାରୀ ଉଚ୍ଚ ପ୍ରାଥମିକ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୨/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବେଲଘର ରେଞ୍ଜ୍ ଝିରିପାଣି ଅଞ୍ଚଳ କର୍ଜଣ୍ଡି ଜଙ୍ଗଲରେ ରେ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଘଟଣା ଶୁକ୍ରବାର ପ୍ରତ୍ୟୁଷ ରେ ଗ୍ରାମବାସୀ ମାନେ ଜଙ୍ଗଲ ଆଡ଼କୁ ଗଲାବେଳେ ଦେଖିବା ପରେ ବନ ବିଭାଗ କୁ ଖବର ଦେଇଥିଲେ ।ଘଟଣା ସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ଅସହ୍ୟ ଥଣ୍ଡା ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ବିଷୟ ପ୍ରାଥମିକ ସ୍ପଷ୍ଟୀକରଣ ପ୍ରକାଶ କରିଛି । ହେଲେ Continue Reading
Odisha News
ଖୋର୍ଦ୍ଧା,୧୨/୧୨: ଖୋର୍ଦ୍ଧା ପୋଲିସ ଜିଲ୍ଲାରେ ନିରକ୍ଷକଙ୍କ ପଦବୀରେ ଅଦଳବଦଳ ହୋଇଛି। ଜିଲ୍ଲାର ଅଧିକାରୀ ପଦ ଖାଲି ପଡିଥିବା ପ୍ରଶାସନିକ ଆବଶ୍ୟକତା ଓ ସାଧାରଣ ସେବା ଦୃଷ୍ଟିରୁ ଏହିପରି ଅଦଳବଦଳ ନିର୍ଦ୍ଦେଶନାମା ଜିଲ୍ଲା ଏସ୍ପି ଶ୍ରୀ ବିବେକାନନ୍ଦ ଶର୍ମା ନେଇଥିବା ଜଣାପଡିଛି।ଏଥିରେ ୪ ଥାନାର ଅଧିକାରୀଙ୍କୁ ବଦଳି କରାଯାଇଥିବା ବେଳେ ୨ ଜଣ ନୂଆ ଅଧିକାରୀଙ୍କୁ ଦୁଇଟି ଥାନାରେ ନିଯୁକ୍ତି ଦିଆଯାଇଛି। ବେଗୁନିଆ ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡାଙ୍କୁ ଜିଲା Continue Reading
Odisha News
ଭୁବନେଶ୍ୱର,୧୨/୧୨ : ରାଜଧାନୀ ଭୁବନେଶ୍ୱରରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡ଼ିତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ପ୍ରାପ୍ତ ହୋଇଛି ।ପ୍ରାଥମିକ ସୂଚନା ମୁତାବକ, ଗତକାଲି ବାପା ମାଆ ଘରେ ନ ଥିବାବେଳେ ନାବାଳିକାଟି ଘରେ ଏକୁଟିଆ ଥିଲେ । ଏହି ସମୟରେ ଘର ମାଲିକର ଝିଅଟି ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ ।ଏକୁଟିଆ ଦେଖି ନାବାଳିକାକୁ ଦୁଷ୍କର୍ମ Continue Reading
National News
NEW DELHI, DEC 12 : Congress MP Shashi Tharoor was again absent from a meeting of the party’s Lok Sabha MPs chaired by Rahul Gandhi on Friday, extending a pattern of non-attendance that has drawn internal attention in recent weeks. The Thiruvananthapuram MP, already under scrutiny for remarks viewed by some colleagues as favourable to […]Continue Reading
Odisha News
ଭୁବନେଶ୍ୱର,୧୨/୧୨: ମୋକିମଙ୍କ ଚିଠି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା କଂଗ୍ରେସରେ ବିବାଦ ନେଇ ଦିଲ୍ଲୀ ନେତାଙ୍କ ସହ ଆଲୋଚନା ହେବ। କେନ୍ଦ୍ରୀୟ ନେତା ହସ୍ତକ୍ଷେପ କରିବେ, ଓଡ଼ିଶାରେ କଂଗ୍ରେସ ପାଇଁ ସୁଯୋଗ ଅଛି। ବିବାଦର ସମାଧାନ ହୋଇ କିଭଳି ସଂଗଠିତ ହୋଇ କାମ କରାଯିବ, ଆଲୋଚନା ହେବ।ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ Continue Reading
Odisha News
ଭୁବନେଶ୍ୱର, ୧୨/୧୨ : ରାଜ୍ୟରେ ଧୀରେ ଧୀରେ ବଢ଼ିବାରେ ଲାଗିଛି ଶୀତର ପରିମାଣ। ଯାହାଫଳରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୩ ଡିଗ୍ରୀ ଛୁଇଁଲା ପାରଦ। ବିଭିନ୍ନ ସ୍ଥାନରେ ତୁଷାରପାତ ସହ ଘନ କହୁଡି ଦେଖିବାକୁ ମିଳିଛି। ତେବେ ରାଜ୍ୟରେ ଆହୁରି ଦୁଇଦିନ ଶୀତ ଲହରୀର ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର।ତେବେ ଶୀତର ସବୁଠାରୁ ଅଧିକ ସେମିଳଗୁଡ଼ାରେ ଅନୁଭୂତ ହେଉଛି। ସେମିଳଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ୩.୫ Continue Reading
Odisha News
ଭୁବନେଶ୍ୱର, ୧୨/୧୨: ଭୁବନେଶ୍ୱର ସତ୍ୟବିହାର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳୁଛି ହୋଟେଲ, ଧୂଆଁମୟ ହେଲା ଅଞ୍ଚଳ । ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ । ପାଖରେ ଥିବା ଫର୍ଣ୍ଣିଚର୍ ଦୋକାନକୁ ବ୍ୟାପିଲା ନିଆଁ । ନିଆଁ ଲିଭା କାର‌୍ୟ୍ୟ ଜାରି, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।ଭୁବନେଶ୍ୱର ସତ୍ୟବିହାର ସ୍ଥିତ ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳୁଛି ହୋଟେଲ୍, ଧୂଆଁମୟ ପରିବେଶ। ପାଖରେ ଥିବା ଫର୍ଣ୍ଣିଚର୍ Continue Reading