କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୨/୨ : ବୌଦ୍ଧ ପିମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଚଳିତ ୨୦୨୫-୨୬ ଶିକ୍ଷା ବର୍ଷ ପାଇଁ ପ୍ରବନ୍ଧନ ସମିତିର ତୃତୀୟ ବୈଠକ ତାରିଖ ୧୨.୦୨.୨୦୨୬ ରେ ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସନକ ମେହେର ସମିତିର ସଦସ୍ୟ ମାନଙ୍କୁ ସ୍ବାଗତ କରିଥିଲେ । ବିଦ୍ୟାଳୟର ସୁପରିଚାଳନା ପାଇଁ ଆବଶ୍ୟକ ପ୍ରସ୍ତାବ Continue Reading
SEATTLE, FEB 12 : The city of Seattle has reached a USD 29 million settlement with the family of a 23-year-old graduate student from India who was struck by a speeding police officer as she crossed a street in 2023. Jaahnavi Kandula was hit by Officer Kevin Dave, who was driving as fast as 119 […]Continue Reading
କଟକ, ୧୨/୨ : ପ୍ରକାଶ ପାଇଲା ଓଟିଇଟି ୨୦୨୫ର ରେଜଲ୍ଟ। ୨୦୨୫ ଡିସେମ୍ବର ୧୭ ତାରିଖରେ ହୋଇଥିଲା ପରୀକ୍ଷା। ଚଳିତ ବର୍ଷ ମୋଟ ପାସ ହାର ରହିଛି ୬୮.୯୭ ପ୍ରତିଶତ ।ପେପର ୧ ରେ ୭୧.୧୬ ଓ ପେପର ୨ ରେ ୬୮.୦୬ ପାସ ହାର ରହିଛି। ମୋଟ ୧୬୦୪୨୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୬୦୪୧ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅପରାହ୍ନ ୪ଟାରୁ ରେଜଲ୍ଟ ବୋର୍ଡ ୱେବସାଇଟ www.bseodisha.ac.inରେ ଉପଲବ୍ଧ ହେବ ।ଖବର ଅନୁଯାୟୀ, ଗତ ବର୍ଷ OTET ପ୍ରଶ୍ନପତ୍ର […]Continue Reading
NEW DELHI, FEB 12 : The Congress party on Thursday extended support to trade unions observing a day-long strike against the Centre’s policies. Congress leader Rahul Gandhi accused the Centre of ignoring the voices of workers and farmers while making decisions concerning their future. The Leader of the Opposition in the Lok Sabha also questioned […]Continue Reading
ରାୟଗଡ଼ା, ୧୨/୨ : ବଡ଼ ଅଘଟଣରୁ ବର୍ତ୍ତିଲେ ଆନ୍ଦୋଳନକାରୀ। ରାୟଗଡା ଶିରିଗୁଡ଼ା ଛକରେ ବ୍ରେକ୍ ଫେଲ୍ ହେଲା ପୋଲିସ ବସ୍। ଅଳ୍ପକେ ବର୍ତ୍ତିଲେ ଶତାଧିକ ଆନ୍ଦୋଳନକାରୀ। ରାୟଗଡା ସହରର ଶିରିଗୁଡ଼ା ଛକରେ ବନ୍ଦର ପ୍ରଭାବରେ ଅନେକ ଯାନବାହାନ ଅଟକିଥିଲା ।ଶତାଧିକ ଆନ୍ଦୋଳକାରୀ ରାସ୍ତାରେ ବିକ୍ଷୋଭ କରୁଥିଲେ।ସାମ୍ବାଦିକମାନେ ମଧ୍ୟ ଖବର ସଂଗ୍ରହ କରୁଥିଲେ। ସେହି ସମୟରେ ରାୟଗଡ଼ାରୁ ନବରଙ୍ଗପୁରର ଯାଉଥିଲେ ୩୮ଜଣ ପୋଲିସ କର୍ମୀ। ତେବେ ହଠାତ ପୋଲିସ ବସ୍ ବ୍ରେକ ଫେଲ୍ Continue Reading
ଭୁବନେଶ୍ୱର,୧୨/୨: ଭାରତୀୟ ଚାଷୀ ଏବଂ ଟ୍ରେଡ୍ ୟୁନିୟନଗୁଡିକ ପକ୍ଷରୁ ‘ଭାରତ ବନ୍ଦ’ ଡାକରା ଦିଆଯାଇଛି। ମୁଖ୍ୟତଃ କେନ୍ଦ୍ର ସରକାର ଆଣିଥିବା ୪ ନୂଆ ଶ୍ରମ କୋଡ୍ ବାତିଲ ଦାବିରେ ୧୦ ଟ୍ରେଡ୍ ୟୁନିୟନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ତେବେ ଏହି ବନ୍ଦ ଡାକରାରେ ବେଶି ପ୍ରଭାବିତ ହୋଇଛନ୍ତି ସାଧାରଣ ଲୋକେ।ବିଭିନ୍ନ ସ୍ଥାନରେ ବନ୍ଦ ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ବନ୍ଦ ଯୋଗୁ ଭୁବନେଶ୍ୱର ଜୟଦେବ ବିହାର ଛକରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୧୨/୨ : ପ୍ରାଣନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ. ବିନ୍ଦୁଶ୍ରୀ ମିଶ୍ର ନୁଆଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଥିବା ଗଣତନ୍ତ୍ର ଦିବସ ପ୍ୟାରେଡରେ ମହାବିଦ୍ୟାଳୟର ଏନସିସି କ୍ୟାଡେଟ ସିନିୟର ଅଣ୍ଡର ଅଫିସର (ଏସ.ୟୁ.ଓ) ଗଙ୍ଗାଧର ପ୍ରଧାନ, ଜୁନିଅର ଅଣ୍ଡର ଅଫିସର (ଜେ.ୟୁ.ଓ) ପ୍ରଦ୍ୟୁମ୍ନ ପ୍ରଧାନ, କ୍ୟାଡେଟ ଅର୍ଚ୍ଚିତା ସୁନ୍ଦରା ଅଂଶଗ୍ରହଣ କରିଥିବା ବେଳେ ଏବଂ ନୂଆଦିଲ୍ଲୀର ସୈନିକ କ୍ୟାମ୍ପରେ ମ୍ୟାପ Continue Reading
UTTAR PRADESH, FEB 12 : Police on Thursday arrested Shivam Mishra, the son of a local tobacco baron in Kanpur, for his involvement in a car crash earlier this week, that left several people injured, reported PTI. According to Police Commissioner Raghubir Lal, cited by the news agency, the 35-year-old would be produced in a […]Continue Reading
ଭୁବନେଶ୍ୱର, ୧୨/୨: ଆଜି ସର୍ବଭାରତୀୟ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା। ବିଭିନ୍ନ ଦାବି ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ ସ୍ୱାଧୀନ ଫେଡେରେସନ୍ ପକ୍ଷରୁ ଏହି ଧର୍ମଘଟ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଥିବାରୁ ଜନଜୀବନ ପ୍ରଭାବିତ ହେବା ଆଶଙ୍କା ରହିଛି। ଏହି ବନ୍ଦକୁ କଂଗ୍ରେସ ଏବଂ ବିଜୁ ଶ୍ରମିକ ସାମ୍ମୁଖ୍ୟ (ବିଜେଡି) ନୈତିକ ସମର୍ଥନ ଜଣାଇଛନ୍ତି। କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ମିଳିତ ମଞ୍ଚ ପକ୍ଷରୁ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୨/୨ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ରାଜ ସିତାପୂର ର ଆଲୂରୀ ନଗର ଠାରେ ଥିବା ସେଞ୍ଚୁରିଅନ ୟୁନଭରସିଟି ପରିସରରେ ଆଜି ୨ ଦିନିଆ ଜିଲ୍ଲାସ୍ତରୀୟ ୪ର୍ଥ ଉତ୍କଳ କୃଷି ମେଳା କାର୍ଯ୍ୟକ୍ରମକୁ ମାନ୍ୟବର ମନ୍ତ୍ରୀ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଏବଂ ମଧ୍ୟମ , କ୍ଷୁଦ୍ର ଓ ଅଣୁ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଉଦଘାଟନ […]Continue Reading




