Home Articles posted by odadmin (Page 158)
Odisha News
ଝାରସୁଗୁଡ଼ା/ରାଉରକେଲା ୨୧/୪ : ଓଡ଼ିଶାରେ ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଥମ ଝାରସୁଗୁଡ଼ାରେ ଆସି ପହଞ୍ଚିଥିଲେ ରାଷ୍ଟ୍ରପତି ।ଏହାପରେ ବାୟୁସେନାର ହେଲିକପ୍ଟର ଯୋଗେ ରାଉରକେଲାରେ ପହଞ୍ଚିଛନ୍ତି। ଏହାପରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।ରାଉରକେଲା ସଭାରେ ରାଷ୍ଟ୍ରପତି କହିଛନ୍ତି Continue Reading
National News
MUMBAI, APR 21 : Amid the row over eyewear retailer Lenskart allegedly disapproving employees from wearing bindi and tilak at the workplace while allowing the hijab, members of Hindu organisations, led by a Muslim BJP leader, stormed into a showroom in Mumbai, where they applied tilak on employees, tied sacred threads (kalawa) on their wrists, […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୦/୪ : ଅକ୍ଷୟ ତୃତୀୟା ବର୍ଷକର ୩୬୫ ଦିନର ସବୁଠାରୁ ପବିତ୍ର ଓ କିମ୍ବଦନ୍ତୀ ଦିନ । ଆଜି ଦିନରେ ମହାପ୍ରଭୁଙ୍କର ରଥକାଠ ଅନୁକୂଳ ହୁଏ ।ସେହିପରି ଆଜିର ଦିନରେ ତ୍ରେତୟା ଯୁଗ ଆରମ୍ଭ ଏବଂ ଭଗବାନ ପର୍ଶୁରାମ ଙ୍କ ଜନ୍ମ ହୋଇଥିଲା ବୋଲି କୁହାଯାଏ । ଆଜି ଦିନରେ ମା “ଲକ୍ଷ୍ମୀ ଓ ବିଷ୍ଣୁଙ୍କୁ ଆରାଧନା କରାଯାଏ ।ଆଜି ଦିବସର ଅନନ୍ୟ ଗୁରୁତ୍ଵ ଅଛି,ମାଟି ମା” ଓ ପୃଥିବୀକୁ ଚାଷୀ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୦/୪ : ସୋମବାର ସକାଳ ୯.୩୦ ମିନିଟ ସମୟରେ ଅକ୍ଷୟ ତୃତୀୟା ଅବସରରେ ପାରମ୍ପରିକ ରୀତିନୀତିରେ ‘ଅଖିମୁଠି ଅନୁକୂଳ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବୌଦ୍ଧ ପାଲଝାର ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ବର୍ଷର ଚାଷ କାର୍ଯ୍ୟ ପାଇଁ ଶୁଭ ମନାସି ମୁଠି ଅନୁକୂଳ କରାଯାଇଛି।ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଏହି ଶୁଭ Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ, ୨୦/୪ : ସ୍ତ୍ରୀ ଓ ପ୍ରସୂତି ବାଭାଗ ଡାକ୍ତର ସ୍ୱର୍ଗତ ଗୋପାଳ ଚନ୍ଦ୍ର ପଟ୍ଟନାୟକ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପଦରୁ ଅବସର ନେଇ ଅନେକ ପୁସ୍ତକ ରଚନା କରିଥିଲେ ।ଫଳରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇ ସେ ସୁନାମ ଅର୍ଜନ କରିଥିଲେ ।ତାଙ୍କର ୧୨୦ ତମ ସ୍ମାରକୀ ବକ୍ତୃତା ଥିଙ୍କର୍ସ କ୍ଲବ ଆନୁକୂଲ୍ୟରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ବରେ ଚିକିତ୍ସା ବୈଜ୍ଞାନିକ ଡ଼ Continue Reading
Odisha News
ଭୁବନେଶ୍ୱର, ୨୦/୪ : ଭଲ ଭାବେ ଯାଞ୍ଚ ନ କରି ମତଦାତାଙ୍କ ନାମ ତାଲିକାରୁ କାଟିବାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ଗୃହ ନିର୍ବାଚନ ବିଭାଗ ।ପୁନଃ ଯାଞ୍ଚ କରି ମତଦାତାଙ୍କ ନାମ ଯୋଡ଼ିବାକୁ କିମ୍ବା କାଟିବାକୁ ସମସ୍ତ ଇଆରଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ସଚିବ ସୁଶାନ୍ତ କୁମାର ମିଶ୍ର ।ରାଜ୍ୟ ଅନୁଷ୍ଠିତ ଇଲେକ୍ଟର ମ୍ୟାପିଂ ପ୍ରକ୍ରିୟା ପରଠାରୁ ଉପରେ ଇଆରଓଙ୍କ ଦ୍ୱାରା ପ୍ରାୟ ୯ ଲକ୍ଷ ୮୦ ହଜାର […]Continue Reading
Odisha News
ଭୁବନେଶ୍ୱର, ୨୦/୪ : ଚାଷୀଙ୍କ ପାଇଁ ଖୁସିର ଖବର । ୪୧ ଲକ୍ଷ ୬୮ ହଜାର ଚାଷୀଙ୍କ ଖାତାକୁ ଆସିଲା ସହାୟତା ରାଶି । ୪୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ପ୍ରାୟ ୮୩୮ କୋଟି ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।ମୁଖ୍ୟମନ୍ତ୍ରୀ କିଷାନ ଯୋଜନାରେ କୃଷକମାନଙ୍କୁ ଏହି ରାଶି ପ୍ରଦାନ କରାଯାଇଛି । ସମସ୍ତ ଟଙ୍କା ଡିବିଟି ଜରିଆରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି । ଏହି ଯୋଜନାରେ ବର୍ଷକୁ ୨ଟି କିସ୍ତିରେ ୪ ହଜାର […]Continue Reading
Odisha News
କଟକ, ୨୦/୪ : ଆଜି ଆମ ଓଡ଼ିଆଙ୍କ ମୁଖ୍ୟ ପର୍ବ ପବିତ୍ର ଅକ୍ଷୟ ତୃତୀୟା। ଚାଷୀ ଓ ଚାଷ ପାଇଁ ଆଜିର ଦିନର ଗୁରୁତ୍ୱ ଅନେକ।ମାଟି ମାଆ ଓ ମା ଲକ୍ଷ୍ମୀଙ୍କ ଆରାଧନା ସହ ଚାଷ ପାଇଁ ଆଜି ହୁଏ ଅଖି ମୁଠି ଅନୁକୂଳ। ଏହି ଅବସରରେ କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଖି ମୁଠି ଅନୁକୂଳ କରିଛନ୍ତି।ଏହାପରେ ମୁଖ୍ୟମନ୍ତ୍ରୀ ଜମିରେ ହଳ କରିଥିଲେ। ଏହାସହିତ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ହୋମଯଜ୍ଞ […]Continue Reading