Home Articles posted by odadmin (Page 155)
Top Stories
By Subrat Sarangi Paradeep/Odisha, Feb 21: ArcelorMittal Nippon Steel India (AM/NS India), in association with the State Pollution Control Board (SPCB), promoted plastic-free community spaces across various locations in Odishaas part of its commitment to a pollution-free environment. The programme was designed to raise awareness about the harmful effects of single-use Continue Reading
Odisha News
ଅରେନ୍ଦ୍ର କୁମାର ଗିରିଙ୍କ ରିପୋର୍ଟକେନ୍ଦୁଝର, ୨୧/୨ : ଦୀର୍ଘ ଦିନ ଧରି ଯୋଡ଼ା ଓ ବଡ଼ବିଲ ବସ ଷ୍ଟାଣ୍ଡ ନିକଟସ୍ଥ ଦକ୍ଷିଣ ପାର୍ଶରେ ଭିନ୍ନ ଭିନ୍ନ ପ୍ରକାର ଦୋକାନ ରହିଛି ଏବଂ ଦୋକାନ ପାଖରେ ଏକ ତାର ଜାଲି ଘେର ରହିଛି ଓ ସେ ତାର ଜାଲି ଭିତରେ ବହୁ ଦିନ ଧରି ଅଳିଆ ଆବର୍ଜନା ରହିଛି ।କିନ୍ତୁ କେନ୍ଦୁଝର ପୌରପାଳିକା ବସ ଷ୍ଟାଣ୍ଡ ନିକଟରେ ଅଳିଆ କୁ ସଫା କରୁଛି ।କିନ୍ତୁ ବସ ଷ୍ଟାଣ୍ଡ ଆଶ୍ରୟ […]Continue Reading
Odisha News
କଳାହାଣ୍ଡି, ୨୧/୨ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବନାଞ୍ଚଳର ବନ ଅଧିକାରୀ ଭାଗବତ ଭୂଷଣ ବେହେରା ଗିରଫ ହୋଇଛନ୍ତି ।ତାଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ଉ କରି ବିପୁଳ ସମ୍ପତ୍ତି ଥିବା ଜାଣିବାକୁ ପାଇଥିଲା । ଜବତ ସମ୍ପତ୍ତିର ସନ୍ତୋଷ ଜନକ ଉତ୍ତର ଦେଇ ନ ପାରିବାରୁ ଭିଜିଲାନ୍ସ ଫରେଷ୍ଟରଙ୍କୁ ଗିରଫ କରିଛି ।ଭିଜିଲାନ୍ସ ଚଢ଼ଉ ବେଳେ ଫରେଷ୍ଟର୍ ଭାଗବତ ଭୂଷଣଙ୍କର ବିପୁଳ ସମ୍ପତ୍ତି ଥିବା ଜାଣିବାକୁ ପାଇଥିଲା । ନୂତନ Continue Reading
Odisha News
କେନ୍ଦ୍ରାପଡ଼ା, ୨୧/୨ : ପୁଣି ଥରେ ଗୁରୁ ନାଁରେ କଳଙ୍କ ଲାଗିଛି । ଗୋଟିଏ ଛାତ୍ରୀ ଉପରେ ୪ ଜଣ ଶିକ୍ଷକ ଲୋଲୁପ ଦୃଷ୍ଟି ପକାଇଛନ୍ତି ।କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରୁ ଏଭଳି ଏକ ଲଜ୍ଜାଜନକ ଖବର ଆସିଛି । ୪ ଜଣ ଶିକ୍ଷକ ଗୋଟିଏ ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି ।ସେମାନଙ୍କୁ ପୁଣି ଜଣେ ମହିଳା ସହାୟିକା ସାହାଯ୍ୟ କରୁଥିଲେ । ଏ ନେଇ ରାଜକନିକା ଥାନାରେ ଛାତ୍ରୀଙ୍କ ପରିବାର ଲୋକେ […]Continue Reading
Odisha News
ଭୁବେନଶ୍ୱର,୨୧/୨ : ଆଜି ଇଂରାଜୀ ଭାଷାରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ। ୩୦୮୨ କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଛି। ସକାଳ ୯ଟାରୁ ୧୧:୩୦ସରିବ ପରୀକ୍ଷା। ପରୀକ୍ଷାକୁ ଶୃଂଖଳିତ ଭାବେ ସାରିବା ପାଇଁ ନୋଡ଼ାଲ ସେଣ୍ଟର ସହ ପରୀକ୍ଷା କେନ୍ଦ୍ରଗୁଡ଼ିକ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଛି।ଏହାସହିତ କଣ୍ଟ୍ରୋଲ ରୁମ୍‌ରୁ ସ୍ବତନ୍ତ୍ର ଭାବେ ମନିଟରିଂ କରାଯାଉଛି। ୧୩୬୪ କେନ୍ଦ୍ରରୁ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥା କରାଯାଇଛି। ସେହିପରି ପରୀକ୍ଷାରେ କପି ରୋକିବା Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୨୧/୨ : ଖୋରଧା ସଦର ମହକୁମାରେ ଏକ ଭଡ଼ା ଘରେ ଚାଲିଛି ଉପ ନିୟୋଜନ କାର୍ଯ୍ୟାଳୟ । ବେକାର ଯୁବକ ଯୁବତୀ ମାନେ ସରକାରୀ ଚାକିରୀ ପାଇଁ ଆବେଦନ କରିବାକୁ ହେଲେ ସରକାରୀ ନିୟୋଜନ କାର୍ଯ୍ୟାଳୟରେ ନିଜର ନାମ ପଞ୍ଜିକରଣ କରିବା ନିହାତି ଦରକାର ।ଖୋରଧା ସବ୍ ଡିଭିଜନରୁ ହେଲାଣି ଜିଲ୍ଲା ,ମାତ୍ର ଖୋରଧାରେ ଅଛି ସେହି ଉପ ନିୟୋଜନ କାର୍ଯ୍ୟାଳୟ ।ଜିଲ୍ଲା ସଦର ମହକୁମାରେ ନିୟୋଜନ କାର୍ଯ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ରହିବା Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୧/୨ : ଚଳିତ ବର୍ଷ ୨୦୨୫-୨୬ ଶିକ୍ଷାବର୍ଷର ବୃତ୍ତି ପରୀକ୍ଷାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସୁଲଗ୍ନା ପଣ୍ଡା ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ତୃତୀୟ ଶ୍ରେଣୀର ଛାତ୍ର ଶ୍ରୀବର୍ଦ୍ଧନ ମଲ୍ଲିକ ଷଷ୍ଠ ସ୍ଥାନ ଅଧିକାର କରି କୃତିତ୍ୱ ଅର୍ଜନ କରିଛନ୍ତି ।ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରେରଣା ଓ ଅଭିଭାବକଙ୍କ ଆଶ୍ରିବାଦ Continue Reading
Top Stories
By Dalim Phukan Guwahati/Assam, Feb 20: Priyanka Gandhi, Member of Parliament from Wayanad and Chairperson of the Congress Screening Committee for the upcoming Assam Assembly elections, yesterday released a chargesheet against the government led by Himanta Biswa Sarma. The chargesheet has been prepared on the basis of complaints and grievances raised by the people of […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୦/୨ : ଗୁରୁବାର ଦିନ ୧ ଘଣ୍ଟା ସମୟରେ ବୌଦ୍ଧ ପୋଲିସ୍ ଦ୍ବାରା କାଲେଶ୍ବର୍ ନିକଟରୁ ୧୨୫ କେଜି ଗଞ୍ଜେଇ ଜବତ ମାମଲାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।ମିଳିଥିବା ସୂଚନା ଅନୁଯାୟୀ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ଖବର ପାଇ ବୌଦ୍ଧ ପୋଲିସ୍ ପକ୍ଷରୁ କାଲେଶ୍ବର୍ ଗ୍ରାମ ନିକଟରେ ଚଢାଉ କରା ଯାଇଥିଲା । ସେହି ସ୍ଥାନରୁ ୧୨୫ କେଜି ଗଞ୍ଜେଇ ଜବତ କରି ବାବୁଲି ମଲ୍ଲିକ ନାମକ ଜନୈକ […]Continue Reading