Home Articles posted by odadmin (Page 1391)
Odisha News
ଭୁବନେଶ୍ୱର,୧୨/୭: ରାଜ୍ୟରେ ପ୍ରଥମ ଥର ପାଇଁ ଜଣେ ସାମ୍ବାଦିକଙ୍କର କରୋନାରେ ମୁତ୍ୟୁ ହୋଇଛି ।ମୃତକ ହେଉଛନ୍ତି ଦୈନିକ ଖବର କାଗଜ ସମାଜ ହିଂଜିଳି ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ। କରୋନା ସଂକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ରାତିରେ ତାଙ୍କର ପରାଲୋକ ହୋଇଛି। ଗତ କିଛି ଦିନ ଧରି ସେ ଭୁବନେଶ୍ୱରର ଏକ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକର ସମାଜ ହିଂଜଳି ପ୍ରତିନିଧି ପ୍ରୀୟଦର୍ଶୀ ପଟ୍ଟନାୟକ Continue Reading
Odisha News
ନୂଆଦିଲ୍ଲୀ ୧୧।୭: ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି(ଏନଆଇଏ) ସୁନା ଚୋରାଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ଵପ୍ନା ସୁରେଶ ଓ ସନ୍ଦୀପ ନାୟରଙ୍କୁ ଶନିବାର ବେଙ୍ଗାଲୁରୁରୁ ଗରିଫ କରିଛି। ତିରୁଅନନ୍ତପୁରମ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ରାଷ୍ଟ୍ରଦୂତଙ୍କ ସାମଗ୍ରୀ ଜରିଆରେ ୩୦ କିଲୋଗ୍ରାମ ସୁନାର ଚୋରାଚାଲାଣ କରୁଥିବା ମାମଲାରେ ଏନଆଇଏ ସ୍ଵପ୍ନା ସମେତ ଚାରି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।ତିରୁଅନନ୍ତପୁରମରୁ ସ୍ଵପ୍ନା, ସାରିଥ ଓ ସନ୍ଦୀପ Continue Reading
Odisha News
ଭୁବନେଶ୍ବର,୧୨/୭ : ମୌସୁମୀ ବର୍ଷା ଏବେ ରାଜ୍ୟରେ ସ୍ବାଭାବିକ ରହିଥିଲେ ମଧ୍ୟ ବର୍ଷାର ପରିମାଣ କମ୍ ରହିଛି। ମୌସୁମୀ ଟ୍ରାଫ୍ ଏବେ ଉତ୍ତର ଆଡ଼କୁ ଗତ କରୁଛି। ଏହି ସମୟରେ ମୌସୁମୀ ସାଧାରଣତଃ ଦୁର୍ବଳ ରହିଥାଏ। ଆସନ୍ତା କିଛି ଘଣ୍ଟା ପାଇଁ ଉତ୍ତର-ଦକ୍ଷିଣ ଟ୍ରାଫ୍ ଲାଇନ୍ ଓଡ଼ିଶା ଉପରେ ରହିଛି। ଏହି କାରଣରୁ ରାଜ୍ୟରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଟ୍ରାଫ୍ ଧୀରେଧୀରେ ଦକ୍ଷିଣ ଆଡ଼କୁ ଆସିବ। […]Continue Reading
Odisha News
କମ୍ଭୁ ଧର ଖେତୀବୌଦ୍ଧ,୧୧/୭: ଶନିବାର ଦିନ ହରଭଙ୍ଗା ବ୍ଲକ୍ ଝାଡ୍ରାଜିଙ୍ଗ ଓ ଠିଡିକାଜୋର୍ ଗ୍ରାମକୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଉଭୟ ଗ୍ରାମକୁ ସିଲ କରାଯିବା ସହ ସମସ୍ତ ପ୍ରବେଶପଥରେ ପୋଲିସ୍ ମୁତୟନ କରାଯାଇଛି । କେବଳ ଜାତୀୟ ରାଜପଥ ନମ୍ବର୍ ୫୭ରେ ଯାନବାହାନ ଚଳାଚଳ ପାଇଁ ଅନୁମତି ଦିଆଯାଇଛି ।ହରଭଙ୍ଗା ବ୍ଲକ୍ ବାଣିଭୁଷଣପୁର ଗ୍ରାମ ପଂଚାୟତ ଝାଡ୍ରାଜିଙ୍ଗ ଗ୍ରାମର ହୋମ୍ କ୍ୱାରେଣ୍ଟାଇନରେ ଥିବା ଜଣେ ବ୍ୟକ୍ତିଙ୍କ ଠାରେ କରୋନା Continue Reading
Odisha News
ସ୍ୱାଗତିକା ଭୂତିଆ ଙ୍କ ରିପୋର୍ଟ ଢେଙ୍କାନାଳ,୧୧/୭: ରାଜ୍ୟରେ ୮ଟି ଜିଲ୍ଲାକୁ ଢେଙ୍କାନାଳ ପ୍ରବେଶ ଉପରେ ରୋକ ଲାଗାଇଛି ଜିଲ୍ଲା ପ୍ରଶାସନ । ଗଞ୍ଜାମ, ଗଜପତି, ଖୋଦ୍ଧା, କଟକ, ଯାଜପୁର, ବାଲେଶ୍ୱର, ସୁନ୍ଦରଗଡ ଓ ଅନୁଗୁଳ ଲୋକଙ୍କ ଢେଙ୍କାନାଳ ଆସିପାରିବେ ନାହିଁ ।କରୋନା ସଂକ୍ରମଣ ଏଡାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।ଢେଙ୍କାନାଳ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ରେ ପହଁଞ୍ଚି ଥିଲାବେଳେ ସେଥିମଧ୍ୟରୁ ୭୮ଜଣ Continue Reading
Odisha News
ଭୁବନେଶ୍ବର,୧୧/୭: ଶନିବାର ଦିନ ରାଜ୍ୟରେ ୩୮୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୮୩୬୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ସୁସ୍ଥ ହୋଇଥିବା ୩୮୮ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୧୮୭, ଖୋର୍ଦ୍ଧାରୁ ୩୭, କେନ୍ଦୁଝରରୁ ୩୧, ଯାଜପୁରରୁ ୨୭, କଟକରୁ ୨୬, ନୟାଗଡ଼ରୁ ୧୮, ପୁରୀରୁ ୧୬, ସମ୍ବଲପୁରରୁ ୧୪, ବାଲେଶ୍ୱରରୁ ୧୧, ଅନୁଗୁଳରୁ ୮, କେନ୍ଦ୍ରାପଡ଼ାରୁ ୬, ଗଜପତି ଏବଂ ଝାରସୁଗୁଡାରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ବରଗଡ଼, Continue Reading
National News
Rajashtan chief minister Ashok Gehlot on Saturday reiterated his charge that the BJP has been trying to destablise his government by luring several Congress MLAs. In another major development, the state police’s special operations group (SOG) has issued notices to Gehlot and Deputy Chief Minister Sachin Pilot to record their statement in connection with the […]Continue Reading