2 Soroj Kumars shine in Covid-19 management in Dharmasala Dharamshala tehsildar Saroj Kumar Panda and Dharmasala police station inspector Saroj Kumar Sahoo have been doing a tremendous job in Covid-19 management in the area. Both the officers are not only ensuring strict adherence of lockdown and shutdown restrictions, they have also ensured supply of food […]Continue Reading
ଭୁବନେଶ୍ୱର,୧୩/୭: ସୋମବାର ଦିନ ଭୁବନେଶ୍ୱରରୁ ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରୁ ୧୦ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ବେଳେ ୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଜଣା ପଡିଛି ।ଆଜି ଜଣେ ବର୍ଷକର ଶିଶୁ କନ୍ୟା ଏବଂ ଜଣେ ୭ବର୍ଷର ବାଳକ କରୋନା ଆକ୍ରାନ୍ତ ହୋଇଛନ୍ତି । ବର୍ଷକର ଶିଶୁକନ୍ୟାଟି ରାଧାକ୍ରିଷ୍ଣ ତଳ ବସ୍ତିର ହୋଇଥିବା ବେଳେ ୭ବର୍ଷର ବାଳକ ଜଣକ ୟୁନିଟ-୫ର କେଶରୀନଗର ବସ୍ତିର ବୋଲି ଜଣାପଡିଛି । ଏ […]Continue Reading
Jaipur: The Congress on Monday said its doors remain open for Sachin Pilot, the rebel leader who claimed that he has the support of over 30 party MLAs in the state’s 200-member assembly. Doors are open for Sachin Pilot and other MLAs, senior leader Randeep Surjewala told reporters here ahead of a crucial meeting of […]Continue Reading
ଜୟପୁର,୧୩।୭: ରାଜସ୍ଥାନରେ ରାଜନୈତିକ ସଂକଟ ଭିତରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶକ୍ତି ପ୍ରଦର୍ଶନ କରିଛନ୍ତି ।ବିଧାୟକ ଦଳ ବୈଠକ ପରେ ଗେହଲଟ ଗଣମାଧ୍ୟମ ସାମ୍ନାରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଶତାଧିକ କଂଗ୍ରେସ ବିଧାୟକ ସାମିଲ ହୋଇ ବିଜୟ ସୂଚକ ସଙ୍କେତ ପ୍ରଦର୍ଶନ କରିଛନ୍ତି ଅଶୋକ ଗେହଲଟ।ଏହାସହ ସଚିନ ପାଇଲଟଙ୍କ ସମସ୍ତ ଦାବି ଭୁଲ ପ୍ରମାଣିତ ହେବାରେ ଲାଗିଛି । ଏବେ ସଚିନ ପାଇଲଟ କଣ ପଦକ୍ଷେପ ନେବାକୁ ଯାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର Continue Reading
ଜୟପୁର,୧୩/୭: ରାଜସ୍ଥାନ ରାଜନୈତିକ ସଙ୍କଟ ଘଡିକୁ ଘଡ଼ି ନୂଆ ମୋଡ ନେଉଛି। ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ୩୦ ବିଧାୟକଙ୍କ ସହ କଂଗ୍ରେସର ଗେହଲଟ ସରକାର ହାତ ଛାଡ଼ି ବିଜେପିରେ ମିଶିବେ ବୋଲି ଅନେକ କଳ୍ପନାଜଳ୍ପାନ ପ୍ରକାଶ ପାଉଥିବାବେଳେ ଆଜି ମୁହଁ ଖୋଲିଛନ୍ତି ସଚିନ୍। ବିଜେପିରେ ମିଶିବେ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି।ବିଭିନ୍ନ ସୂତ୍ରରୁ ଜଣାଯାଇଥିଲା, ସଚିନଙ୍କ ପାଖରେ କଂଗ୍ରେସର କିଛି ବିଧାୟକଙ୍କ ସମର୍ଥନ ରହିଛି ଏବଂ ସେମାନେ ବିଜେପି ସହ ସମ୍ପର୍କରେ Continue Reading
India on Sunday registered a record 28,701 new coronavirus cases, taking the nation’s overall tally to 8,78,254, while the death toll reached 23,174 with 500 new fatalities. India’s recovery rate has reached 63.01 per cent. In the last 24 hours, 19,235 persons were discharged, taking total recovered numbers to 5,34,620, while 3,01,609 active cases are […]Continue Reading
କଟକ,୧୩/୭: ସୋମବାର ଦିନଠାରୁ କଟକ ସହରରୁ ସଟଡାଉନ୍ କଟକଣା ହଟିଛି । ଏବେ ସିଏମସି ଅଞ୍ଚଳରେ ସକାଳ ୫ଟାରୁ ସଂଧ୍ୟା ୭ଟା ପର୍ୟ୍ୟନ୍ତ ଖୋଲା ରହିବ ।ହେଲେ ସପ୍ତାହରେ ଶନିବାର ଓ ରବିବାର ଯେଉଁଭଳି ଭାବରେ ସଟ୍ଡାଉନ୍ କଟକଣା ଲାଗୁ ହୋଇଛି, ତାହା ପୂର୍ବଭଳି ବଳବତ୍ତର ରହିବ ବୋଲି ସିଏମ୍ସି ପକ୍ଷରୁ କୁହାଯାଇଛି।ସେହିପରି କଟକ ସହରରେ ସପିଂ ମଲ୍ ଖୋଲିବା ନେଇ ମଧ୍ୟ ଅନୁମତି ଦିଆଯାଇଛି । ପୂର୍ବ ନିର୍ଦ୍ଧାରିତ କୋଭିଡ ଗାଇଡଲାଇନ ପାଳନ କରି ସପିଂ […]Continue Reading
ଭୁବନେଶ୍ୱର ୧୩ ।୭: ସୋମବାର ଦିନ ରାଜ୍ୟରେ ଆଉ ୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତକଙ୍କ ସଂଖ୍ୟା ୭୦ରେ ପହଁଚିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି।ମତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ୱର ଓ କଟକରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।Continue Reading
ଭୁବନେଶ୍ୱର,୧୩/୭: ସୋମବାର ଦିନ ରାଜ୍ୟର ୨୩ଟି ଜିଲ୍ଲାରୁ ୬୧୬ଜଣ କରୋନା ପିଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୪୧୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୦୧ଟି ସ୍ଥାନୀୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଗଞ୍ଜାମରୁ ସର୍ବାଧିକ ୨୮୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।ସୋମବାର ଅନୁଗୁଳ ଜିଲ୍ଲାରୁ ୭ଜଣ, ବାଲେଶ୍ୱର ଜିଲ୍ଲାରୁ ୨୭ଜଣ, ବରଗଡ଼ ଜିଲ୍ଲାରୁ ୩୧ଜଣ, ଭଦ୍ରକ ଜିଲ୍ଲାରୁ ୨ଜଣ, ବଲାଙ୍ଗୀର Continue Reading
କମ୍ଭୁ ଧର ଖେତୀ ଙ୍କ ରିପୋର୍ଟ ବୈାଦ୍ଧ,୧୨/୭: ବୈାଦ୍ଧ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା ୩ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହି ୩ ଜଣଙ୍କ ମଧ୍ୟରୁ ଜଣେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ହୋଇଥିବା ବେଳେ ଆଉ ଦୁଇ ଜଣ ମହିଳା ପ୍ରବାସୀ ଅଛନ୍ତି । ଏମାନଙ୍କ ଠାରେ କରୋନା ଲକ୍ଷଣ ଚିହ୍ନଟ ହେବା ପରେ ଗତ ୧ ତାରିଖ ଠାରୁ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହୋଇଆସୁଥିଲେ । […]Continue Reading




