Home Articles posted by odadmin (Page 1380)
Odisha News
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟନୂଆଗାଁ,୧୮/୭: ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନରେ ଥିବା ମେଗା ନର୍ସରୀ ଠାରେ ନୟାଗଡ ବନବିଭାଗ ର ଜିଲ୍ଲା ସ୍ତରୀୟ ପରିଚାଳନା ଓ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୟାଗଡ ଜିଲ୍ଲାପାଳ ଡ଼ ପୋମା ଟୁଡୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ.ଡି ,ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ,ଅତିରିକ୍ତ ବନଖଣ୍ଡ ଅଧିକାରୀ ଅରବିନ୍ଦ ମହାନ୍ତି, ମହିପୁର ବନାଞ୍ଚଳ ଅଧିକାରୀ Continue Reading
Odisha News
ଭୁବନେଶ୍ଵର ୧୮।୭: ରାଜ୍ୟରେ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ପ୍ରୟାସ ପରେ ବି କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ। ବିଶେଷ କରି ରାଜ୍ୟର ୪ ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁରରୁ ଦୈନିକ ହୁ ହୁ ହୋଇ କରୋନା ସଂକ୍ରମଣ ବଢି ଚାଲିଛି। ଖୋର୍ଦ୍ଧାର ତଥା ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ପ୍ରତି ଦିନ ୫୦ରୁ ଉର୍ଦ୍ଧ୍ଵ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହି କ୍ରମରେ ଭୁବନେଶ୍ଵରରୁ […]Continue Reading
Odisha News
ଭୁବନେଶ୍ୱର,୧୮/୭: ଓଡ଼ିଶାରେ ଶନିବାର ଦିନ ଆଉ ୬୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୧୧ ହଜାର ୯୩୮ରେ ପହଞ୍ଚିଛି ।ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଶନିବାର ଦିନ ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ […]Continue Reading
Top Stories
By Swagatika Bhutia Bhubaneswar, July 18: Health and wellbeing of its people and peripheral communities has always been the core development agenda of Utkal Alumina International Ltd. (UAIL). In its continuous endeavour towards building a healthy society around, UAIL has been implementing various healthcare initiatives in its operation and periphery. UAIL has adopted a Continue Reading
Odisha News
କିଶୋର ମହାପାତ୍ରଙ୍କ ରିପୋର୍ଟ ନୟାଗଡ଼,୧୮/୭: ଦୀର୍ଘ ଦଶବର୍ଷ ଧରି ଚାଷବାସ ହରାଇ ଭୋକ ଉପାସରେ ଦିନ କାଟୁଛନ୍ତି ନୟାଗଡ଼ ଜିଲ୍ଲା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ର ସାତଜଣ ଚାଷୀ ପରିବାର । ଅଭିଯୋଗ ଅନୁଯାୟୀ ୨୦୧୧ ଓ ୨୦୧୨ ମସିହାରେ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଯଦୁପୁର ଗ୍ରାମରେ ଏକ ପୋଖରୀ ଖୋଳିବା ପାଇଁ ତତ୍କାଳୀନ ବିଡ଼ିଓ ଆଶିଷ ଜେନା ଙ୍କୁ କାର‌୍ୟ୍ୟାଦେଶ ଦିଆଯାଇଥିଲା । ଗାଁ ର ଶ୍ମଶାନ ଜମି ଓ ନାଳ କୁ ମିଶାଇ ଖୋଳା […]Continue Reading
Odisha News
ବାସୁଦେବପୁର, ୧୮।୭: ବାସୁଦେବପୁର ବ୍ଲକର ସିଡିପିଓ ଜାନକୀ ଦାଶ ଲାଞ୍ଚନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଛି ।ଏକ ଠିକା ଡ୍ରାଇଭରର ପାଉଣା ପାସ କରିବା ନିମନ୍ତେ ୩ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ଟିମ୍ ଧରିଥିଲେ ।ଆଇସିଡିଏସ କାର‌୍ୟ୍ୟାଳୟର ଦୈନିକ ଡ୍ରାଇଭର ଭାବେ ରାଜକିଶୋର ନାୟକ କାମ କରୁଛନ୍ତି । ୨୦୧୯ ମସିହା ଜୁଲାଇ ମାସଠାରୁ ତାଙ୍କର ବକେୟା ଦରମା ୪୦ ହଜାର ଟଙ୍କା ପାଇନଥିଲେ । ଶ୍ରୀମତୀ ଦାଶଙ୍କୁ ବାରମ୍ବାର ତାଙ୍କର ବକେୟା […]Continue Reading
Top Stories
 Jajpur,JULY 18   Jajpur  Project Director Indramani nayak, District Panchayatraj Officer Ashok kumar Sethy.DPRO Santosh kumar Sethy, Dharamasala Tahasildar Saroj Kumar panda, BDO Smita ratha ,Dharamasala Iic Saroj Kumar sahoo and additional Tehesildar Debiprasad mohanty  on Saturday   enforcing lockdown regulation in the city. Some people who defied restrictions imposed Continue Reading