Home Articles posted by odadmin (Page 1376)
National News
New Delhi,JULY 21: Taking a dig at the Modi government, Congress leader Rahul Gandhi on Tuesday listed the alleged “attempt to topple” the government in Rajasthan and the “Namaste Trump” event as among the Centre’s “achievements” in the COVID-19 era. In a sarcastic tweet in Hindi, he said due to such “achievements” of Continue Reading
Odisha News
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟନୂଆଗାଁ,୨୧/୭: ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନରେ ଥିବା ଗୁମୀ ସେକ୍ସନ ସେନ୍ତେରି ଵିଟ୍ କଣ ବାଙ୍କ ଗ୍ରାମ ମୁଣ୍ଡ ଜଙ୍ଗଲରୁ ଏକ ଟ୍ରାକ୍ଟର ବୋଝେଇ କଞ୍ଚା ଶାଳ କାଠ ଜବତ କରିଛି ବନବିଭାଗ ।ତା’ ସହିତ ଅନ୍ୟାନ୍ୟ କାଠ ଯାଉଥିବା ଚୋରାଚାଳଣ ବେଳେ ଜବତ କରିଛି ବନବିଭାଗ । ମହିପୁର ବନାଞ୍ଚଳ ଅଧିକାରୀ ଶୁଭ୍ରାଂଶୁ ଶେଖର ପଣ୍ଡା ଙ୍କ ନିର୍ଦେଶ କ୍ରମେ ଗୂମି ଫରେଷ୍ଟର ବନମାଳୀ ରାଉତ,ସେନ୍ତେରୀ ଗାର୍ଡ ଇତିଶ୍ରୀ ପ୍ରଧାନ, […]Continue Reading
Odisha News
ଆଶୁଶୋଷତ କୋର୍କରାଙ୍କ ରିପୋର୍ଟବ୍ରହ୍ମପୁର, ତା ୨୧/ ୭/ବରିଷ୍ଠ ପ୍ରଶାସନିକ  ଅଧିକାରୀ ତଥା ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କରୁଣାକର ରାଇକାଙ୍କ ମଙ୍ଗଳବାର ଦିନ ସକାଳେ ଦେହାନ୍ତ ହୋଇଯାଇଛି ।ସେ ଗଜପତି କୋଭିଡ ହସ୍ପିଟାଲ ଦାଇତ୍ୱ ରେ ଅନେକ ଦିନ ଧରି ରହିଥିଲେ ।କିଛିଦିନ ତଳେ ତାଙ୍କୁ ଥଣ୍ଡା ଜ୍ୱର ହେବାରୁ ବ୍ରହ୍ମପୁର ରେ ଚିକିତ୍ସିତ ହେଉଥିଲେ ।ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ନେବା ରାସ୍ତାରେ ତାଙ୍କର ଦେହାନ୍ତ Continue Reading
Odisha News
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ ନୂଆଗାଁ,୨୧/୭: ଜନସାଧାରଣ ଙ୍କ ସେବା ,ଜନସାଧାରଣ ଙ୍କ ସମସ୍ୟା ଦୂରୀକରଣ ଏବଂ ନିର୍ବାଚନ ମଣ୍ଡଳୀ ର ଉନ୍ନତି ଆଦି ଲକ୍ଷ୍ୟ ନେଇ ଚାକିରି ଛାଡ଼ି ନିର୍ବାଚନ ରେ ପାଦ ରଖି ବିପୁଳ ଭୋଟରେ ବିଜୟୀ ହୋଇ ଥିଲେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।ବିଜୟୀ ହେବା ପୂର୍ବରୁ ବିଭିନ୍ନ ଗ୍ରାମ,ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଲୋକ ମାନଙ୍କ ସମସ୍ୟା ଦେଖି ନିର୍ବାଚନ ରେ […]Continue Reading
Odisha News
ଭୁବନେଶ୍ୱର,୨୧/୭ : ରାଜ୍ୟରେ ଲକଡାଉନ ସ୍ଥିତି ଜାରି ରହିଥିବାରୁ ଗାଡ଼ିର ଫିଟନେସ, ପରମିଟ୍, ଡ୍ରାଇଭିଂ ଲାଇସେନ୍ସ ଏବଂ ରେଜିଷ୍ଟ୍ରେସନ ସଂକ୍ରାନ୍ତ କାଗଜପତ୍ରର ବୈଧତା ବୃଦ୍ଧି କରାଯାଇଛି। ଏ ସମସ୍ତ କାଗଜପତ୍ରର ବୈଧତା ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏ ବୃଦ୍ଧି କରାଯାଇଛି। ଏହି ସମୟସୀମା ମଧ୍ୟରେ କୌଣସି କାଗଜପତ୍ରର ବୈଧତା ଶେଷ ହେଲେ ବି ତାକୁ ବୈଧ ବୋଲି ବିଚାର କରାଯିବାକୁ ପରିବହନ କମିସନର ନିର୍ଦ୍ଦେଶ ଦେଇଛନ୍ତି।ସୂଚନା ଅନୁଯାୟୀ, ଗାଡ଼ିର ଫିଟନେସ, Continue Reading
Odisha News
ଭୁବନେଶ୍ବର,୨୧/୭: ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ ହୋଇଥିବା ଜଣାଯାଇଛି। ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରିୟବ୍ରତଙ୍କ ପରଲୋକ ହୋଇଥିବା ନେଇ ତାଙ୍କର ସଂପର୍କୀୟ ଭାଇ ସିଦ୍ଧାର୍ଥ ମହାନ୍ତି ସୂଚନା ଦେଇଛନ୍ତି। ଆଜି ସକାଳ ସାଢେ ୭ଟା ସମୟରେ ସେ ଇହଲୀଳା ସମ୍ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେ କର୍କଟ ରୋଗରେ ପୀଡ଼ିତ ହୋଇ ମୁମ୍ବାଇରେ ଚିକିତ୍ସିତ ହେଉଥିଲେ।୧୯୭୬ ମସିହା ବ୍ୟାଚର Continue Reading
Odisha News
ଭୁବନେଶ୍ବର,୨୧/୭: ମଙ୍ଗଳବାର ଦିନ ଓଡ଼ିଶାରେ ଆଉ ୬୪୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୪୩୧ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୧୬ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୭୫୭କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ସୂଚନା ଅନୁଯାୟୀ, ଆଜି ୨୩ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଗଞ୍ଜାମ ଜିଲ୍ଲାରୁ Continue Reading
Odisha News
ଭୁବନେଶ୍ୱର,୨୧/୭: ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୩ରେ ପହଞ୍ଚିଛି। ଉପରୋକ୍ତ ୬ମୃତକଙ୍କ ମଧ୍ୟରୁ ୫ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି। କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ରାୟଗଡ଼ା, ଗଜପତି ଓ ଜଗତସିଂହପୁରରୁ ଜଣେ ଲେଖାଏଁ ମୃତ ହୋଇଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏମାନଙ୍କ ଭିତରେ କଟକର ଜଣେ ୨୬ ବର୍ଷୀୟା ମହିଳା ଅଛନ୍ତି, ଯିଏକି Continue Reading