Home Articles posted by odadmin (Page 1369)
Odisha News
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟନୂଆଗାଁ,୨୬/୭: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ର ଐତିହ୍ୟ ,ସଂସ୍କୃତି,ପରମ୍ପରା ସବୁଠୁ ନିଆରା।ଏହି ବ୍ଲକ୍ ରେ ବସ ବାସ କରୁଥିବା ଲୋକମାନେ ମା ଙ୍କ ମହିମା କୁ ବିଶ୍ୱାସ କରନ୍ତି।ଏଠାରେ ବାର ମାସରେ ତେର ପର୍ବ ପାଳନ ହୋଇଆସୁଛି। ନୂଆଗାଁ ବ୍ଲକ୍ ରେ ଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରୁ ସର୍ବ ପୁରାତନ ହେଉଛି ମା ବାଗ୍‌ଦେବୀ ଙ୍କ ପୀଠ।ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡ଼ା ପଞ୍ଚାୟତ ଅଧୀନରେ ଥିବା କନ୍ଧ ଖାଲମଡ଼ା ଗ୍ରାମ ନିକଟରେ Continue Reading
Odisha News
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ ଦଶପଲ୍ଲ.୨୬/୭: ରାଜ୍ୟରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ନୟାଗଡ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୪୯୩ ରେ ପହଞ୍ଚିଛି।ଗତକାଲି ଦଶପଲ୍ଲା ଥାନାରୁ ୧୧ ଜଣ କୋଭିଡ୍ ଯୋଦ୍ଧା କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁଲିସ୍ ବିଭାଗ ପକ୍ଷରୁ ଦଶପଲ୍ଲା ଥାନା କୁ ୪ ଦିନ ପାଇଁ ସଟ ଡାଉନ୍ ଘୋଷଣା କରାଯାଇଛି। ତେବେ କେବଳ ଜରୁରୀକାଳୀନ ପରିସ୍ଥିତି ରେ ଦଶପଲ୍ଲା ଥାନା ଅଂଚଳର ଲୋକମାନେ […]Continue Reading
Odisha News
କିଶୋର ମହାପାତ୍ର ଙ୍କ ରିପୋର୍ଟ ନୟାଗଡ଼,୨୬/୭: ନୟାଗଡ଼ ଜିଲ୍ଲାରେ ଦିନକୁଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୪୯୩ ରେ ପହଞ୍ଚିଛି। ବିଶେଷ କରି ସ୍ଥାନିୟ ସଂକ୍ରମଣ ଙ୍କ ସଂଖ୍ୟା ବଢୁଥିବାରୁ ସାଧାରଣ ରେ ଆତଙ୍କ ସୃଷ୍ଟି ହେଉଛି । ତ’ ସହ ପ୍ରଶାସନ ର ଚିନ୍ତାର କାରଣ ପାଳଟିଛି ।ତଥାପି କେତେକ ଅମାନିଆ ଲୋକଙ୍କ ପାଇଁ ଚିନ୍ତାରେ ସହରବାସୀ । ସଂକ୍ରମଣ ସଂଖ୍ୟା ବୃଦ୍ଧି କୁ […]Continue Reading
Odisha News
କମ୍ଭୁ ଧର ଖେତୀବୈାଦ୍ଧ,୨୫/୭: ବୌଦ୍ଧ ଜିଲ୍ଲା ଗସ୍ତରେ ଆସି କରୋନା ସମୀକ୍ଷା କଲେ କୋଭିଡ ପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର । ଶ୍ରୀ ମିଶ୍ର ରବିବାର ଦିନ ବୌଦ୍ଧ ଜିଲ୍ଲାରେ ଥିବା ସ୍ଥାନିୟ ସର୍କିଟ ହାଉସ ଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଏହି ବୈଠକରେ କରୋନାକୁ କିପରୁ ମାତ୍ ଦିଆଯାଇ ପାରିବ ସେ ଉପରେ ଗୁରୁତ୍ୱ ଦିଆଯାଇଥିଲା ।ଗ୍ରାମ ପଞ୍ଚାୟତସ୍ତରରେ ପ୍ରତିଷ୍ଠା ହୋଇଥିବା କୋଭିଡ କେୟାର ହୋମର ଉତ୍ତମ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଥିଲା Continue Reading
Odisha News
ଭୁବନେଶ୍ୱର,୨୭/୬: କଟକ ସହରରୁ ୬୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚୌଦ୍ଵାର ସର୍କଲ ଜେଲର ଜଣେ କର୍ମଚାରୀ, ଷଷ୍ଠ ବାଟାଲିୟନର ଯବାନ, ରେଭେନ୍ସା ଇଷ୍ଟ ହଷ୍ଟେଲର କର୍ମଚାରୀ, ଏକ ପ୍ରତିଷ୍ଠିତ ହୋଟେଲର ୨ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି।ସେହିପରି କଣ୍ଟେନମେଣ୍ଟ ଜୋନ ତଥା ଖଟବିନ ସହିରୁ ପୁଣି ୧୩ଜଣ, ପୁରୁଣା ରାଉସାପାଟଣାରୁ ୧୧, ବାରି ଲେନରୁ ୨,ଏମ ଦାସ ତଥା ଅର୍ବନ ପିଏଚସି ଅଞ୍ଚଳରୁ ୮ଜଣ, ଦେୱାନ ବଜାରରୁ ୨, ଶଙ୍କରପୁର ପରିଡା ସାହିରୁ ୩, Continue Reading
Odisha News
ଭୁବନେଶ୍ବର,୨୬/: ରାଜ୍ୟରେ ପୁଣି କରୋନାରେ ୧୦ଜଣଙ୍କ ର ମୃତ୍ୟୁ ଘଟିଛି । ଏହାଫଳରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ରବିବାର ଦିନ ଗଞ୍ଜାମରୁ ସର୍ବାଧିକ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଖୋର୍ଦ୍ଧାରୁ ୨, ଗଜପତି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ସଂକ୍ରମତିଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ଭିତରେ ଗଞ୍ଜାମ ଜିଲ୍ଲାର ଜଣେ ୬୩, ଦୁଇଜଣ […]Continue Reading