Home Articles posted by odadmin (Page 1361)
Odisha News
ବାଲେଶ୍ବର,୩/୫: ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାଙ୍କିତିରା ଛକରେ ଗୋରୁ ବୋଝେଇ ଏକ ପିକଅପ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ପିକଅପଟି ବେଆଇନ ଭାବେ ଗୋରୁ ବୋଝେଇ କରି ନେଇ ଯାଉଥିଲା। ପିକଅପରେ ୮ଟି ଗୋରୁ ଥିବା ବେଳେ ଗାଡ଼ିଟି ଓଲଟି ପଡିବାରୁ ୪ଟି ଗୋରୁଙ୍କର ମୃତ ହୋଇଯାଇଛି। ଡ୍ରାଇଭର ଜଣକ ଫେରାର ହୋଇଯାଇଥିବା ବେଳେ ହେଲ୍ପରକୁ ସ୍ଥାନୀୟ ଲୋକେ ଅଟକ ରଖିଛନ୍ତି।ବାଙ୍କିତିରା ଛକରେ ଗୋରୁ ବୋଝେଇ ପିକଅପ ଗାଡିଟି ବିଦ୍ୟୁତ ଖୁଣ୍ଟରେ ବାଡେଇ ଓଲଟି ପଡ଼ିଥିଲା। Continue Reading
Odisha News
ଭୁବନେଶ୍ବର, ୩/୫ : ୫-ଟି ସ୍କୁଲ ରୂପାନ୍ତର ଆମ ସ୍କୁଲର ପରିବେଶକୁ ସୁନ୍ଦର କରିବା ସହିତ ଆଧୁନିକ ଶିକ୍ଷାର ବ୍ୟବସ୍ଥା କରିଛି। ଏହା ଭିତରେ ସବୁଠାରୁ ଭଲ କଥା ହେଉଛି, ଝିଅମାନଙ୍କ ପାଇଁ ସ୍ବଚ୍ଛ, ସୁନ୍ଦର ଓ ସ୍ବତନ୍ତ୍ର ପାଇଖାନା ବ୍ୟବସ୍ଥା କରାଯାଇଛି। ଏହା ସ୍କୁଲ ପରିବେଶକୁ ସମସ୍ତଙ୍କ ପାଇଁ ବହୁତ ସହଜ କରିଛି ବୋଲି ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ଯୋଗଦେଇ କେତେଜଣ ଛାତ୍ରୀ କହିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୫-ଟି ସ୍କୁଲ Continue Reading
Odisha News
ଝାରସୁଗୁଡ଼ା/ବରଗଡ଼,୩/୫: ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ସଦସ୍ୟଙ୍କ ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଜାରିରହିଛି। ଆଜି ଥିଲା ଗସ୍ତର ତୃତୀୟ ଦିବସ। ସକାଳୁ ଟ୍ରିବ୍ୟୁନାଲ ସଦସ୍ୟ ବସନ୍ତପୁରର ମିରୌନି, ସାରାଡ଼ିହ କଲମା ବ୍ୟାରେଜ ସହ ଓଡିଶା-ଛତିଶଗଡ଼ ସୀମାନ୍ତ ସୂରଜଗଡ଼ରେ ଥିବା ମହାନଦୀର କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି ସମୟରେ ମହାନଦୀକୁ ପାଣି ଛାଡ଼ିବା ପ୍ରସଙ୍ଗରେ ଉଭୟ ଓଡ଼ିଶା ଓ ଛତିଶଗଡ଼ ଅଧିକାରୀଙ୍କ ଭିତରେ ବାକ୍ବିତଣ୍ଡା Continue Reading
Top Stories
Cyclonic circulation brewing over Bay of Bengal, Odisha likely to witness summer cyclone on May 6 By Mahendra Darjee Balangir, May 2: A cyclonic circulation is likely to develop over the southeast Bay of Bengal around May 6, informed the India Meteorological Department (IMD) on Tuesday. As per IMD, a low pressure area is likely […]Continue Reading
Top Stories
NEW DELHI, MAY 2: Wadia group-owned Go First will temporarily suspend flights on May 3 and 4 amid severe fund crunch, the airline’s chief Kaushik Khona said on Tuesday. The budget carrier has also filed an application for voluntary insolvency resolution proceedings before the National Company Law Tribunal (NCLT), Delhi. Speaking to PTI, Khona said […]Continue Reading
Odisha News
Earlier, three districts- Nabarangpur, Malkangiri and Nuapada – were put on high alert following the Chhattisgarh Maoist ambush. By Suryanarayan Panda Koraput, May 2: The Odisha government on Tuesday sounded high alert in two more districts following the deadly IED blast by Maoists on Aranpur road in Chhattisgarh in which 10 District Reserve Guard (DRG) […]Continue Reading
Top Stories
 By Swagatika Bhutia Bhubaneswar, May 2: The KIIT-DU has signed an MoU with George Washington University (GWU) in the United States for students and faculty exchange programmes.  The MoU was signed recently between Prof. Sasmita Samanta, VC, KIIT DU and Christopher Bracey, Provost and Executive Vice President, Academic Affairs, GWU. As per the MoU, both […]Continue Reading