Home Articles posted by odadmin (Page 1354)
Odisha News
ସୁରେଶ କୁମାର ଦାଶଙ୍କ ରିପୋର୍ଟବରଗଡ଼,୬/୫ : ରାଜ୍ୟରେ ଥିବା ସମନ୍ୱିତ ଶିଶୁ ବିକାଶ ଯୋଜନାର ଠିକା ମହିଳା ସୁପରଭାଇଜର ମାନଙ୍କୁ ସ୍ଥାୟୀ କରିବା ନିମନ୍ତେ ଗତ ୩୦/୦୪/୨୦୨୩ ରବିବାର ଦିନ ଶ୍ରୀମତୀ ବାସନ୍ତୀ ଦାଶ, ବରଗଡ଼ ର ସୁପରଭାଇଜରଙ୍କ ସଭାପତିତ୍ବରେ ବୁଳନ ଭାଇ ସେବା ଭବନ, ଭୁବନେଶ୍ୱର ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ସମସ୍ତ ଜିଲ୍ଲାର ଆବହାକମାନେ ଉପସ୍ଥିତ ରହି ଚାକିରୀ କିପରି ସ୍ଥାୟୀ ହେବ ତା ଉପରେ […]Continue Reading
National News
JAMMU/KASHMIR,MAY 6 : A day after five Army personnel were killed in an explosion triggered by terrorists in Jammu and Kashmir’s Rajouri, a gunbattle between security forces and terrorists started on Saturday morning. Fresh firing started after a contact was established between security forces and terrorists in Rajouri district. This is part of an ongoing […]Continue Reading
Top Stories
By Suresh Kumar Dash Sambalpur, May 5: The Union ministry of personnel, public grievances and pensions has issued breach of privilege notices to Odisha’s Sambalpur district collector Ananya Das and the superintendent of police (SP) B Gangadhar for their alleged role in the breach of privileges of Union water resources minister Bishweswar Tudu and three […]Continue Reading
Top Stories
Concentrix to Bring Economic Growth and Job Opportunities to the Region Bhubaneswar, May 5, 2023: The hon’ble Chief Minister of Odisha, Shri. Naveen Patnaik inaugurated a state-of-the-art customer experience center of global customer experience solutions and technology company Concentrix in Bhubaneswar today. With the addition of Bhubaneswar, Concentrix has further Continue Reading
Odisha News
ଜେନିଭା,୫/୫: ଗତ ତିନିବର୍ଷ ହେଲା ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା କୋଭିଡ୍ ମହାମାରୀ ଆଉ ବିଶ୍ବ ପାଇଁ ସ୍ବାସ୍ଥ୍ୟ ସଂକଟ ହୋଇ ରହିନାହିଁ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଘୋଷଣା କରିଛି ଯେ କୋଭିଡ୍ ଆଉ ‘ଗ୍ଲୋବାଲ ହେଲଥ୍ ଏମର୍ଜେନ୍ସି’ ନୁହେଁ । ୨୦୨୦ ଜାନୁଆରି ମାସରେ ହୁ କୋଭିଡକୁ ‘ଗ୍ଲୋବାଲ ହେଲଥ୍ ଏମର୍ଜେନ୍ସି’ ଘୋଷଣା କରିଥିଲା ଓ ତାହାର କିଛି ଦିନ ପରେ ଏହାକୁ ମହାମାରୀ ଘୋଷଣା କରିଥିଲା ।ହୁ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୫/୫: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀଙ୍କ ପକ୍ଷରୁ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ସଭାପତିତ୍ବ ରେ ଏକ ଭବ୍ୟ ସ୍ଵାଗତ ସମାରୋହ ଆୟୋଜିତ ହୋଇ ଯାଇଛି।ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପତ୍ର କ୍ରମରେ ଅବସରପ୍ରାପ୍ତ ଇତିହାସ ପ୍ରାଧ୍ୟାପକ ପ୍ରତ୍ୟୁଷରଞନ ଶତପଥୀ ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଦାୟିତ୍ବ ତୁଲାଉଛନ୍ତି।ଏହି ପରିପ୍ରେକ୍ଷୀରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ; ୫/୫: ଗତ ୨୦୨୨-୨୩ ଏନ୍‌.ଏମ୍‌.ଏ ବୃତ୍ତି ପରିକ୍ଷାରେ ବୌଦ୍ଧ ଏନ୍‌ଏସିର ବୁଟୁପାଲି ସରକାରୀ ୟୁପିଏସ ବିଦ୍ୟାଳୟର ଦୁଇ ଛାତ୍ରୀ ରିନା ମେହେର, ମୋନିଶା ମେହେର ଉତ୍ତିର୍ଣ୍ଣ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ବୌଦ୍ଧ ଏନଏସିର ଏକମାତ୍ର ଏହି ବିଦ୍ୟାଳୟର ଦୁଇ ଛାତ୍ରୀଙ୍କ ସଫଳତାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭି. ଚନ୍ଦ୍ରଶେଖର ରାଜୁଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଂଜିତ ଭୋଇ,ଶିକ୍ଷୟତ୍ରୀ ମଧୁଶ୍ରୀ Continue Reading
Odisha News
କଟକ,୫/୫ : ଯେତେ ଖୋଳିଲେ ସେତେ ବାହାରୁଛି କଟକର ଠକ ତାନ୍ତ୍ରିକ କୈଫି ଖାନ୍ ଠକେଇ ଚେର। କୈଫି ଖାନର ୮୦ଟି ଆକାଉଣ୍ଟ ଠାବ ହୋଇଛି। ଯେଉଁଥିରୁ ଲକ୍ଷାଧିକ ଟଙ୍କା ମିଳିଛି। କଟକ ସହରର ବିଭିନ୍ନ ବ୍ୟାଙ୍କରେ ରହିଛି କୈଫିର ଏସବୁ ଆକାଉଣ୍ଟ। ଆକାଉଣ୍ଟ ଠାବ ନେଇ ମଙ୍ଗଳାବାଗ ଥାନା ଅଧିକାରୀ ଆଜି ସୂଚନା ଦେଇଛନ୍ତି।ମଙ୍ଗଳାବାଗ ଆଇଆଇସି ସୁଧାଂଶୁ ଜେନା କହିଛନ୍ତି, ଠକ ତାନ୍ତ୍ରିକ ମୌଲାନା କୈଫି ଖାନର ନାଁରେ ଥିବା ଆଉ ୮୦ଟି ଆକାଉଣ୍ଟ ଠାବ […]Continue Reading