Home Articles posted by odadmin (Page 1352)
Odisha News
ଭୁବନେଶ୍ବର,୭/୫: ମେ ତୃତୀୟ ସପ୍ତାହରେ ମାଟ୍ରିକ ଏବଂ ମେ ଶେଷ ସପ୍ତାହ ସୁଦ୍ଧା ବାହାରିପାରେ + ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଏ ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ। ମନ୍ତ୍ରୀ କହିଛନ୍ତି, ଯଦିଓ ପରୀକ୍ଷାଫଳ ତାରିଖ ନିର୍ଦ୍ଧାରିତ ହୋଇନାହିଁ, କିନ୍ତୁ ଖୁବ୍ ଶୀଘ୍ର ତାରିଖ ଘୋଷଣା କରାଯିବ। ଏଦିଗରେ ବୋର୍ଡ ଓ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟ କରୁଛନ୍ତି।ଖାତା ଦେଖା ସରିଯାଇ ଆନୁସଙ୍ଗିକ କାମ ଶେଷ ପର୍ଯ୍ୟାୟ Continue Reading
Odisha News
ବନ୍ତଳା,୭/୫: ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ବନ୍ତଳା ଥାନା ତଳଗଡ଼ ଗ୍ରାମର ବିଜୁଳି ସାହୁ(୫୭)ବୋଲି ଜଣାପଡିଛି।ସୂଚନା ମୁତାବକ ବନ୍ତଳା ବନାଞ୍ଚଳର ତଳଗଡ଼ ଗ୍ରାମର ବିଜୁଳି ସାହୁ ଆଜି ସକାଳ ପ୍ରାୟ ୫ଟା ବେଳକୁ ଗାଁ ନିକଟରେ ଥିବା ଆମ୍ବ ବାଡିକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ତେବେ ପୂର୍ବରୁ ସେଠାରେ ଥିବା ଏକ ଦନ୍ତା ହାତୀ ବିଜୁଳିଙ୍କୁ ଆକ୍ରମଣ କରିଥିଲା। ହାତୀଟି ତାଙ୍କୁ ଶୁଣ୍ଢରେ Continue Reading
Odisha News
ଭଦ୍ରକ,୭/୫ : ଦିନେ ଯେଉଁ ବିଦ୍ୟାଳୟରେ ପାଠ ପଢି ଉଚ୍ଚ ଶିକ୍ଷା ପରେ ଶିକ୍ଷକ ହୋଇଥିଲା। ଅବସର ପରେ ଆଜି ସେହି ବିଦ୍ୟାଳୟର ଉନ୍ନତି କରଣ ପାଇଁ ନିଜ ପେନସନ୍ ଅର୍ଥରୁ ୧ ଲକ୍ଷ ଟଙ୍କା ପ୍ରଦାନ କଲେ। ଏମିତି ଜଣେ ସ୍ନେହି ଓ ଛାତ୍ର ବତ୍ସଳ ଶିକ୍ଷକ ହେଉଛନ୍ତି ପରମାନନ୍ଦ ନାୟକ। ଦାନ କରିଥିବା ଅର୍ଥରେ ସ୍ମାର୍ଟ କ୍ଲାସ୍ କରିବାକୁ ସେ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ଅନୁରୋଧ କରିଛନ୍ତି।ପରମାନନ୍ଦ ପ୍ରଧାନ ଜଣେ ମେଧାବୀ ଛାତ୍ର ଥିଲେ। […]Continue Reading
National News
Manipur,May 7 : Congress leader Shashi Tharoor, taking a jab at the Bharatiya Janata Party (BJP) over the conflict between tribals and members of the dominant Meitei community in Manipur, has called for the President’s rule in the northeastern state. In light of the outbreak of violence, the voters of Manipur are feeling ‘grossly betrayed’ […]Continue Reading
Odisha News
କୁଚିଣ୍ଡା,୬/୫: ବାହାଘର ହୋଇ ନପାରିବାରୁ ବାପାଙ୍କୁ ପୁଅ ହତ୍ୟା କରିଛି। ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ତିହାଡିପାଲି ଗ୍ରାମରେ ଆଜି ଅପରାହ୍ଣରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ପରମାନନ୍ଦ ନାଏକ (୬୨)। ଅଭିଯୁକ୍ତ ପୁଅ ବିକେଶ ନାଏକ (୩୦)କୁ ପୁଲିସ ଅଟକ ରଖିଛି।ସୂଚନା ଅନୁସାରେ ତିହାଡ଼ିପାଲି ଗ୍ରାମର ପରମାନନ୍ଦଙ୍କର ୨ଟି ପୁଅ। ବଡ଼ପୁଅ ହେଉଛି ବିକେଶ। ବିବାହ କରିବାକୁ ବିକେଶର ଇଚ୍ଛା ଥିବା ଥିଲା। କିନ୍ତୁ ପାରିପାରିକ ସମସ୍ୟା Continue Reading
Odisha News
ବାରିପଦା,୬/୫ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଭାଷଣ ଦେବା ବେଳେ ୯ ମିନିଟ୍ ପାଇଁ ସବୁ ଲାଇଟ୍ କଟି ଯିବା ଘଟଣାରେ ଜଣେ ନିଲମ୍ବିତ। ସେ ହେଲେ ବିଶ୍ୱବିଦ୍ୟାଳୟର ବିଦ୍ୟୁତ୍ କର୍ମଚାରୀ ଜୟନ୍ତ ତ୍ରିପାଠୀ। ସେପଟେ ଏହି ଘଟଣାକୁ ନେଇ କ୍ଷମା ମାଗିଛନ୍ତି କୁଳପତି। ଏଭଳି ତ୍ରୁଟି ପାଇଁ ମୁଁ ନିଜେ ନିଜକୁ ଦାୟୀ କରୁଛି ବୋଲି ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ Continue Reading