ଭୁବନେଶ୍ୱର/ନୂଆଦିଲ୍ଲୀ,୧୧/୫: ୪ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ନବୀନ କହିଛନ୍ତି ଯେ ଓଡ଼ିଶାର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଶେଷ କରି ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନେଇ ଆଲୋଚନା ହୋଇଛି । ଭୁବନେଶ୍ୱର ଏୟାରପୋର୍ଟ ଟ୍ରାଫିକ ଅଧିକ ହୋଇଗଲାଣି । ତେଣୁ ପୁରୀରେ ଶ୍ରୀଜଗନ୍ନାଥ ଏୟାରପୋର୍ଟ ପାଇଁ Continue Reading
ଖୋର୍ଦ୍ଧା,୧୧/୫: ଜଟଣୀରେ ହେବ କ୍ୟାନ୍ସର ହସ୍ପିଟାଲ୍। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତିା ଏଠି କ୍ୟାନ୍ସର ରୋଗୀଙ୍କ ଉତ୍ତମ ଚିକିତ୍ସା ଓ ନିରାକରଣ ଦିଗରେ କାର୍ଯ୍ୟ ହେବ।୨୦୦ ଶହ ବେଡ୍ ବିଶିଷ୍ଠ ଏହି ହସ୍ପିଟାଲ ମୋଟ ୬୫୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ। କେନ୍ଦ୍ର ଆଟୋମିକ୍ ଏନର୍ଜି ମୋଟ ବ୍ୟୟ ଅଟକଳର ୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଓ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ବ୍ୟୟ Continue Reading
By Pravakara Sahoo Paradip, May 11: Shri Nilabhra Dasgupta on Thursday assumed the charge of Deputy Chairman, PPA. He is an Indian Revenue Service Officer of 2008 batch. He has a Masters in Linguistics from the Jawaharlal Nehru University (JNU), New Delhi and was pursuing a Direct PhD when he cracked the prestigious Civil Services […]Continue Reading
କୋଲକାତା, ୧୧/୫: ବିବାଦୀୟ ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରି’ ପ୍ରଦର୍ଶନ ଉପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନେତୃତ୍ବାଧୀନ ପଶ୍ଚିମବଙ୍ଗ ସରକାର ନିଷେଧାଜ୍ଞା ଜାରି କରିଥିଲେ ବି ବଙ୍ଗ ‘ବିଜେପି’ ୟୁନିଟ୍ ବୁଧବାର ଦିନ ଉକ୍ତ ଚଳଚ୍ଚିତ୍ରର ସ୍ବତନ୍ତ୍ର ପ୍ରଦର୍ଶନ ଆୟୋଜନ କରିଥିଲା।‘ବିଜେପି’ର ବାରୁଇପୁର ଜିଲ୍ଲା ଅଫିସ୍ରେ ଏହି ବିଶେଷ ପ୍ରଦର୍ଶନ ଆୟୋଜିତ ହୋଇଥିଲା। ‘ବିଜେପି’ର ଉତ୍ତର ୨୪ ପ୍ରଗଣା ଜିଲ୍ଲା ସଭାପତି ଫାଲ୍ଗୁନୀ ପାତ୍ରଙ୍କ ସମେତ ଦଳର ମହିଳା Continue Reading
West Bengal,MAY 11 : In view of the cyclone Mocha, as many as six NDRF teams have been deployed in West Bengal. Out of these, three teams have been deployed at Ramnagar 1 block, Ramnagar 2 and Haldia in East Midnapore, and the other three teams have been deployed at Gosaba Kultali and Kakdwip in […]Continue Reading
BENGALURU, MAY 11: The hiring activity among start-ups has witnessed growth in the past three months. While there has been a 6% decline in e-recruitment for white-collar compared to the same period last year, the market for new and emerging job roles has seen an upsurge, said talent platform foundit in its monthly foundit Insights […]Continue Reading
ଫୁଲବାଣୀ,୧୧/୫: କନ୍ଧମାଳ ଜିଲ୍ଲାର ଦୁର୍ଗମ ମାଓ ଅଧ୍ୟୁଷିତ ଅଞ୍ଚଳ କୁହାଯାଉଥିବା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ଅତି ନିର୍ମମ ଭାବରେ ମାଓବାଦୀମାନେ ହତ୍ୟା କରି ପୁଣି ଥରେ ନିଜର ସ୍ଥିତି ଜାହିର କରିଛନ୍ତି। ମୃତ ପୂର୍ବତନ ସରପଞ୍ଚ ସୁବଳ କହଁର ଏହି ସୁମେରବନ୍ଧ ପଞ୍ଚାୟତ ଗଠନ ହେବା ପରେ ପଞ୍ଚାୟତର ପ୍ରଥମ ସରପଞ୍ଚ ଭାବରେ ଦାୟିତ୍ୱ ନେଇଥିଲେ। ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ମଧ୍ୟ୍ୟ ବହୁ Continue Reading
NEW DELHI, MAY 11: Former Congress president Rahul Gandhi on Wednesday urged the people of Karnataka to vote in large numbers to build a progressive and a “40-per cent-commission-free” state. Voting for the high-stakes Assembly elections in Karnataka began early on Wednesday in a state where the ruling BJP is eyeing to script history by […]Continue Reading
କେନ୍ଦୁଝର,୧୧/୫: କେନ୍ଦୁଝର ଜିଲ୍ଲା ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ କୌଣସି ଏକ ସରକାରୀ ବିଭାଗ ପକ୍ଷରୁ ଚଢ଼ଉ ଚାଲିଥିବା ସୂଚନା ରହିଛି। କେନ୍ଦୁଝର , ଭୁବନେଶ୍ୱର ଏବଂ ପୈତୃକ ଗ୍ରାମ ନମ୍ବିରାରେ ଏକକାଳୀନ ଚଢ଼ାଉ ହେଉଥିବା ସୂଚନା ରହିଛି। ସନାତନ ମହାକୁଡ଼ଙ୍କ କେନ୍ଦୁଝର ବାସଭବନକୁ ବିଏସଏଫ ଯବାନ ଘେରି ରହିଛନ୍ତି।ଏରେ ଅନ୍ୟ ଏକ ସୂତ୍ରରୁ ଜଣାଯାଇଛି ଯେ ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଭୁବନେଶ୍ବର, କେନ୍ଦୁଝର ଓ ଯୋଡ଼ା ଘର ସମେତ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା,୧୧/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ର ତୁମୁଡିବନ୍ଧ ତହସିଲ ଅନ୍ତର୍ଗତ କୁର୍ତ୍ତମଗଡ ବଜାର ସାହିରେ ଥିବା କିଛି ବରିଷ୍ଠ ନାଗରିକ ଙ୍କ ସେଟେଲମେଣ୍ଟ ପଟ୍ଟା ଜାଗାରେ ଅସାମାଜିକ ବ୍ୟକ୍ତିମାନେ ଜୋର ଜବରଦସ୍ତି ଅନୁପ୍ରବେଶ କରି ବାଡ ଦେବା ଘଟଣାରେ ବାଲିଗୁଡ଼ା ଉପଜିଲ୍ଲାପାଳ ଏମ.ଏସ.ମଧୁମିତା ହସ୍ତକ୍ଷେପ କରି ଏହାର ଏକ ନିରପେକ୍ଷ ତଦନ୍ତ ପାଇଁ ତୁମୁଡ଼ିବନ୍ଧ ତହସିଲଦାରଙ୍କୁ ଚିଠି କରିଛନ୍ତି। ଏହାର Continue Reading




