Home Articles posted by odadmin (Page 1342)
Odisha News
ଶିମଲା,୧୩/୫: କର୍ଣ୍ଣାଟକରେ ଭୋଟ୍ ଗଣନା ଚାଲିଥିବା ବେଳେ ଆଜି ସକାଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶିମ୍ଲାସ୍ଥିତ ଏକ ହନୁମାନ ମନ୍ଦିରକୁ ଯାଇ ପୂଜାଚ୍ଚର୍ନା କରିଛନ୍ତି।କଂଗ୍ରେସ ନେତାମାନଙ୍କ କହିବା ଅନୁସାରେ, ଦେଶ ଓ କର୍ଣ୍ଣାଟକ ରାଜ୍ୟରେ ଶାନ୍ତି ଓ ସମୃଦ୍ଧି ପାଇଁ ଶିମ୍ଲାର ଜାଖୁସ୍ଥିତ ହନୁମାନ ମନ୍ଦିରରେ ପ୍ରାର୍ଥନା କରିଛନ୍ତି।ସେପଟେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ମଧ୍ୟ ହୁବାଲ୍ଲୀସ୍ଥିତ ହନୁମାନ ମନ୍ଦିର ଦର୍ଶନ Continue Reading
Odisha News
ଜଗତସିଂହପୁର,୧୩/୫ : ଜଗତସିଂହପୁରର ସାରଳା ମନ୍ଦିରରେ ଚନ୍ଦନ ଯାତ୍ରା ବେଳେ ଅଘଟଣ ଘଟିଛି। ବାଣ ବିସ୍ଫୋରଣ ଘଟି ୮ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୪ଜଣ ଶିଶୁ ଓ ୨ଜଣ ପୁଲିସ କର୍ମଚାରୀ ଥିବା ସୂଚନା ମିଳିଛି।ଗତକାଲି ଚନ୍ଦନ ଯାତ୍ରା ଥିବାରୁ ନିକଟରେ ଥିବା ପୋଖରୀରେ ମା’ଙ୍କର ଚାପ ଖେଳ ଚାଲିଥିଲା। ବାଜା ରୋଷଣୀରେ କମ୍ପି ଉଠୁଥିଲା ପରିବେଶ। ଶହଶହ ଲୋକେ ପୋଖରୀ ଚାରିପାଖେ ଠିଆ ହୋଇ ମା’ଙ୍କର […]Continue Reading
Odisha News
ଯାଜପୁର,୧୩/୫ : କାଳିଆ ଦର୍ଶନ ପାଇଁ ବାହାରିଥିଲେ ୩ ସାଙ୍ଗ । ହେଲେ ମଝି ବାଟରେ ଘଟିଲା ଅଘଟଣ। ରାତି ଅଧରେ ଏକ ଅଜଣା ଗାଡ଼ି ଚଢ଼ି ଯିବାରୁ ରାସ୍ତା ଉପରେ ହିଁ ଜୀବନ ହାରିଲେ ୩ ସାଙ୍ଗ । ଏପରି ଏକ ମର୍ମନ୍ତୁଦ ଦୁର୍ଘଟଣା ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡେଇ ଛକ ନିକଟରେ ଘଟିଛି ।ମୃତକମାନେ ହେଲେ ଧର୍ମଶାଳା ଥାନା ମାନତିରା ଗ୍ରାମର ଅଭିଷେକ ସର (୨୨), ଧର୍ମଶାଳା ବ୍ଲକ ଚଡେଇଧରା ଅଞ୍ଚଳର […]Continue Reading
Odisha News
ଝାରସୁଗୁଡ଼ା,୧୩/୫: ଝାରସୁଗୁଡ଼ା ଉପନିର୍ବାଚନର ପ୍ରଥମ ରାଉଣ୍ଡର ଗଣତିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ତାଙ୍କର ନିକଟତମ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୨୭୦୬ ଭୋଟରେ ଆଗୁଆ ଅଛନ୍ତି। ପ୍ରଥମ ରାଉଣ୍ଡରେ ବିଜେଡିକୁ ୫୯୪୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ମିଳିଛି ୩୨୩୮ଟି ଭୋଟ୍। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ପ୍ରଥମ ରାଉଣ୍ଡରେ ମାତ୍ର ୧୨୩ ଖଣ୍ଡ ଭୋଟ ମିଳିଛି।ଉଲ୍ଲେଖଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନର ସକାଳ Continue Reading
Top Stories
Prasanta Panda Nectar trickling downSalvation touching downBlessings Pouring downTranscendental vibrations descending down A New incarnation is DeclaringShackles are unshacklingHistory’s history is unravellingWheel of Time is rolling…. Mystry is revealingIntrinsic values are spreadingUnique blend of wisdom all encompassingUniversal Brotherhood all embracing. Oceans Continue Reading
Odisha News
ଭୁବନେଶ୍ୱର,୧୨/୫: ସମସ୍ତଙ୍କୁ ଚକିତ କରି ଆଜି ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ବିକ୍ରମ କେଶରୀ ଆରୁଖ । ଗଞ୍ଜାମ ଜିଲ୍ଲା ଭଂଜନଗରରୁ ୫ଥର ବିଧାୟକ ହୋଇଥିବା ବିକ୍ରମ ଆରୁଖ ନିଜ ଇସ୍ତଫାକୁ ନେଇ କହିଛନ୍ତି ଯେ ସେ ବ୍ୟକ୍ତିଗତ କାରଣ ପାଇଁ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ।ମିଳିଥିବା ସୂଚନା ମୁତାବକ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି ।ମାତ୍ର ବର୍ଷକ ପାଇଁ ଏହି ପଦରେ ରହିବା […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୨/୫: ପାରଳାଖେମୁଣ୍ଡି ଠାରେ ଓଡ଼ିଶା ରାଜ୍ୟ ଅଣ ଗେଜେଟେଡ ପ୍ରାଣୀ ଚିକିତ୍ସା କର୍ମଚାରୀ ସଙ୍ଘ ଗଜପତି ଶାଖା ପକ୍ଷରୁ ସଂଘର ସଭାପତି ଶ୍ରୀ ଗୌରହରି ବେହେରାଙ୍କ ନେତୃତ୍ୱରେ ପାଞ୍ଚ ଦଫା ଦାବୀ ସମ୍ମିଳିତ ଏକ ଦାବିପତ୍ର , ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ , ଜିଲ୍ଲା ପ୍ରାଣି ଚିକିତ୍ସା ଅଧିକାରୀ ଦାୟିତ୍ୱରେ ଥିବା ଏସଡିଭିଓ: ଡ଼ାଃ ରମାକାନ୍ତ ରଣାଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି ।୫ ଦଫା ଦାବୀ ଗୁଡିକ ହେଲା:- (୧)- Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୨/୫: ବୌଦ୍ଧ ଜିଲ୍ଲା ସିଜେଏମ ( ମୁଖ୍ୟ ଦଣ୍ଡାଧିଶ) ବିଶେଶ୍ୱର ବିଶ୍ୱପ୍ରକାଶ ରାୟ ଗୁରୁବାର ଦିନ ଏକ ମାମଲାର ବିଚାର କରି ତାଙ୍କ ରାୟରେ ଅଭିଯୁକ୍ତ ବାପ ପୁୃଅକୁ ଏକ ବର୍ଷ କାରାଦଣ୍ଡାଦେଶ ଦେବା ସହ ୫ ହଜାର ଟଙ୍କା ଜୋରିମୋନା ଆଦେଶ ପ୍ରଦାନ କରିଥିବା ଜଣାପଡିଛି ।ମାମଲରୁ ପ୍ରକାଶ ଗତ ୨୬.୫.୨୨ରେ ତାରିଖରେ ମନମୁଣ୍ଡା ଧିବରସାହିର ଡମ୍ବରୁ ସେଠୀ ଘରେ ଅପରାହ୍ନ ସମୟରେ ଖାଉଥିବା ସମୟରେ ତାଙ୍କ ସାନ ଭାଇ ସୁରୁବାବୁ […]Continue Reading