Home Articles posted by odadmin (Page 1330)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୯/୫ : ପଶ୍ଚିମ ଓଡ଼ିଶା ବିକାଶ ପରଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଦିନିକିଆ ବୌଦ୍ଧଜିଲ୍ଲା ଗସ୍ତରେ ଆସି ପରିଷଦ ପାଣ୍ଠିରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଶ୍ରୀଯୁକ୍ତ ତ୍ରିପାଠୀ ହେଲିକେପଟର ଯୋଗେ ଆସି ବୌଦ୍ଧ କଚେରୀ ଖେଳପଡିଆଠାରେ ଅବତରଣ କରିବାପରେ ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ । ଶ୍ରୀତ୍ରିପାଠୀ ବୌଦ୍ଧ Continue Reading
National News
JOSHIMATH, MAY 19:  The construction of Badrinath Yatra and strategically important Helang-Marwari bypass at Joshimath under Chamoli district will start soon. The Uttarakhand government has given ‘conditional approval’ for the construction of the bypass, which was stopped following the land subsidence  disaster at Joshimath in January this year, after getting approval Continue Reading
Odisha News
କୋରାପୁଟ,୧୯/୫: ନନ୍ଦପୁର ବ୍ଲକ ପାଡୁଆ ପୁଲିସ ଗୁରୁବାର ରାତିରେ ପେଟ୍ରୋଲିଙ୍ଗ ସମୟରେ ଏକ ଗାଡ଼ି ସହିତ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇ ଜଣ ଫେରାର ହୋଇଥିବା ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ରାତିରେ ପାଡୁଆ ପୁଲିସ ଦଳ ଏଜ ଏକ୍ସୟୁଦ୍ଭି ୫୦୦ (ଏମଏଚ୨୦ସିଏସ୍୪୮୦୦)କୁ ପାଡୁଆ ବଡ଼ଦେବତା ଛକରେ ଅଟକାଇ ଯାଞ୍ଚ କରିଥିଲେ।ଏହି ସମୟରେ ଦୁଇ ଜଣ ଅନ୍ଧାରର ସୁଯୋଗ ନେଇ ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇଥିଲେ। […]Continue Reading
Odisha News
ବଲାଙ୍ଗୀର,୧୯/୫: ବଲାଙ୍ଗୀର ସହରର ଶ୍ରୀରାମନଗର ଏକ ବାହାଘରରେ ବେଦିରେ ବାଇକ ମାଗି ଏବେ ଥାନାରେ ଅଟକ ବର। ବାହା ଭାଙ୍ଗି ଥାନାର ଦ୍ୱାରସ୍ଥ ହେଲେ କନ୍ୟା ପିତା। ବେଦୀରୁ ବରକୁ ଉଠାଇଆଣିଲା ଟାଉନ ପୁଲିସ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ସହର ଶ୍ରୀରାମନଗର ପଡ଼ାରେ। ବୁର୍ଲାର ଏମଡି ଶେଖ ଖୁରେସି ଗୁରୁବାର ଶ୍ରୀରାମନଗରକୁ ବରଯାତ୍ରୀରେ ଆସିଥିଲେ। ପ୍ରୋସେସନ ପରେ ମୁସଲିମ ରୀତିନୀତିରେ ଆରମ୍ଭ ହୋଇଥିଲା ନିକାହ ବା ବିବାହ। ବାହାଘର ରୀତି ନୀତି ଅନୁସାରେ Continue Reading
Odisha News
ଭୁବନେଶ୍ୱର,୧୯/୫: ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ସାରା ଓଡ଼ିଶାକୁ ଅସ୍ତବ୍ୟସ୍ତ କରୁଛି। ୧୦ ଜିଲ୍ଲାରେ ବୋହିବ ଝାଞ୍ଜି ପବନ । ଗୁରୁବାର ରାଜ୍ୟର ୨୧ଟି ସହର ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ଅତିକ୍ରମ କରିଛି। ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର‌୍ୟ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନୂଆପଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା Continue Reading
Odisha News
ଭୁବନେଶ୍ବର,୧୯/୫: ଆଜି ହେଉଛି ସଧବା ହିନ୍ଦୁ ନାରୀଙ୍କ ଲାଗି ସବୁଠାରୁ ବଡ଼ ପର୍ବ ସାବିତ୍ରୀ ଓଷା। ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ହିନ୍ଦୁ ସଧବା ମହିଳା।ଆଜି ରାଜ୍ୟର ସବୁଠି ସଧବା ମହିଳାମାନେ ମହାସତୀ ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ ପୂଜାର୍ଚ୍ଚନା କରୁଛନ୍ତି। କେହି କେହି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରୁଛନ୍ତି ତ ପୁଣି ଅନ୍ୟମାନେ ଘରକୁ ପୂଜକଙ୍କୁ ଡକାଇ ପୂଜା କରୁଛନ୍ତି। ସକାଳ ହେଉ ହେଉ ମଥାରେ ସିନ୍ଦୂର, ହାତରେ ନୂଆ Continue Reading
Top Stories
Prasanta Panda Sadguru is exhortingEncouraging talk iscaptivatingPotentisation is happeningPollution is ending. Seers are prophesysingTrusted guides are path showingResults are pathbreakingSpiritualism is Rising. Insights are illuminatingProselytisations are endingMisconceptions are erasingProcrastinations are ending. Sun is RisingKnowledge is spreadingAroma of lotus is Continue Reading