Home Articles posted by odadmin (Page 1325)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା,୨୧/୫: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାକୁ ମା\’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭିଣୋଇ ଘରକୁ ଆସିଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଥିବା ନେଇ ବାଲିଗୁଡା ଥାନାରେ ଅଭିଯୋଗ ହୋଇଛି। ଘଟଣା ରୁ ପ୍ରକାଶ ଯେ ରାଇକିଆ ଥାନା ଅନ୍ତର୍ଗତ ଗୁମାମାହା ଗ୍ରାମର ଭବାନୀ ଶଙ୍କର ପଣ୍ଡା ଓରଫ ଡିଲୁ ନିଜ ମାମୁଁ ପୁଅ ଭାଇ ସହ ମେ ୧୨ତାରିଖ ଦିନ ବାଲିଗୁଡ଼ା ଠାକୁରାଣୀ ଯାତ୍ରା ଦେଖିବାକୁ ଆସିଥିଲା। ପ୍ରଥମ Continue Reading
Odisha News
ଯାଜପୁର,୨୧/୫: ଟ୍ରେନ୍ ନମ୍ବର ୨୨୮୯୬ ପୁରୀ- ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଅଧାରେ ଅଟକିଛି। କାଳବୈଶାଖୀ ଯୋଗୁଁ ଦ୍ରତଗାମୀ ଟ୍ରେନ୍ଟି ଯାଜପୁର ଜିଲ୍ଲା ବୈତରଣୀ ରୋଡ୍ ନିକଟରେ ଅଟକିଛି। କାଳବୈଶାଖୀରେ ଗଛ ପଡ଼ି ଲୋକୋ ପାଇଲଟ ସାମ୍ନା ଗ୍ଲାସ୍ ଭାଙ୍ଗିଥିବା ସୂଚନା ମିଳିଛି। ଆଜି ଅପରାହ୍ଣ ୪ଟା ୩୫ରୁ ଟ୍ରେନ୍ଟି ଅଟକି ରହିଥିବା ଜଣାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀମାନେ ବାହାରକୁ ଆସିଯାଇଛନ୍ତି ଏବଂ ଯାତ୍ରା Continue Reading
Feature Top Stories
Prasanta PandaStrong legacy is buildingPast legacy is renewingGuru Vyasadev is compilingDifferent pedigree is running. Iconoclasts are carbon-datingNarcissists are cocooningYouths are VanguardingEnlightened India is in making. Carvings, cravings and yearningsOptical illusions happeningSand art is exhibitingPeople are rejoicing. Talent is glorifyingBraindrain is endingMake Continue Reading
Odisha News
ଭୁବନେଶ୍ୱର,୨୧/୫: ଆସନ୍ତା ଜୁନ ମାସରୁ ବନ୍ଦ ହେବ ଊଈଞ ମୋଡ୍। ମଧୁବାବୁ ପେନସନ୍ ଯୋଜନା(ଗଈଚଣ)ରେ ମିଳୁଥିବା ଭତ୍ତା ଆଉ ଆକାଉଣ୍ଟକୁ ଯିବ ନାହିଁ। ଜୁନ ମାସରୁ ଏହା ସମ୍ପୂର୍ଣ୍ଣ କ୍ୟାସ ଆକାରରେ ଦିଆଯିବ। ପ୍ରତି ମାସରେ ୧୫ ତାରିଖରେ ଏହି ଭତ୍ତା ଦିଆଯିବ। ଯେଉଁ ବୃଦ୍ଧ ଓ ବୃଦ୍ଧାମାନେ ଅକ୍ଷମ ଏବଂ ଦିବ୍ୟାଙ୍ଗ ସେମାନଙ୍କୁ ସେମାନଙ୍କ ଘରେ ଦିଆଯିବ ଟଙ୍କା। ଭତ୍ତା ବଣ୍ଟନରେ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ସହଯୋଗ କରିବେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ Continue Reading
Odisha News
ସୁବର୍ଣ୍ଣପୁର, ୨୧/୫: ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସ୍ଥିତ ପ୍ରାଣୀ ଚିକିତ୍ସାଳୟର କିରାଣି ଗୋଲକ ବିହାରୀ ପୋଢ଼। ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି।କିରାଣି ଗୋଲକ ବିହାରୀ ପୋଢ଼ ଜଣେ ଲାଇଭ ଷ୍ଟକ ଇନ୍ସପେକ୍ଟରଙ୍କ ବକେୟା ଦରମା କରାଇ ଦେବା ପାଇଁ ଲାଞ୍ଚ ମାଗିଥିଲେ। ଉକ୍ତ ଲାଇଭ ଷ୍ଟକ ଇନ୍ସପେକ୍ଟର ସେଥିପାଇଁ ତାଙ୍କୁ ୨୦ ହଜାର Continue Reading
Odisha News
ଭୁବନେଶ୍ୱର,୨୧/୫: ରାଜଧାନୀର ୟୁନିଟ ୮ରେ ଥିବା ଏକ ଘରୁ ଏସଟିଏଫ୍ ୧ କେଜି ୧ ଶହ ୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିବାର ସୂଚନା ମିଳିଛି। ଘଟଣାସ୍ଥଳରୁ ଜଣେ ଡ୍ରଗ୍ ମାଫିଆକୁ ବି ଧରିବାରେ ସଫଳ ହୋଇଛି ଏସଟିଏଫ୍।ସୂଚନା ଅନୁଯାୟୀ, ରାଜଧାନୀର ୟୁନିଟ ୮ରେ ଥିବା ଏକ ଘରେ ବ୍ରାଉନସୁଗାର ଡିଲ୍ ଚାଲିଥିବା ବେଳେ କମିଶନରେଟ ପୁଲିସ ସହାୟତରେ ଏସଟିଏଫ୍ ଟିମ୍ ଚଢାଉ କରିଥିଲେ। ସେଠାରୁ ୧ କେଜି ୧ ଶହ ୭ ଗ୍ରାମ ବ୍ରାଉନସୁଗାର ଜବତ […]Continue Reading