Home Articles posted by odadmin (Page 1315)
Odisha News
ଛତିଶଗଡ଼,୨୬/୫ : ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହର ନିଷ୍ପତ୍ତି ପରେ ନକ୍ସଲ ସଙ୍ଗଠନରେ ଭାଳେଣି ପଡ଼ିଛି। ପାଖରେ ଥିବା ବିପୁଳ ପରିମାଣର ନୋଟ୍କୁ କେମିତି ବଦଳାଇବେ, ତାକୁ ଚିନ୍ତାରେ ପଡ଼ିଗଲେଣି।ତେଣୁ ନକ୍ସଲ ନେତାମାନେ ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମାଧ୍ୟମ କରି ୨୦୦୦ ଟଙ୍କିଆ ନୋଟ୍ ବଦଳାଉଛନ୍ତି। ଆଜି ଏମିତି ଏକ ରାକେଟ୍ ପର୍ଦ୍ଦାଫାସ ହୋଇଛି। ଜମା ହେବାକୁ ଆସିଥିବା ୨୦୦୦ ଟଙ୍କା ନୋଟ୍ ପ୍ରାୟ ୬ ଲକ୍ଷ ଟଙ୍କା ଜବତ କରିଛି ଡିଆର୍ଜି ଯବାନ। ଏନେଇ […]Continue Reading
Odisha News
କେନ୍ଦ୍ରାପଡ଼ା,୨୬/୫ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପାଲସିଂହକ୍ଷ ଗାଁରେ ବିଷାକ୍ତ ପକୁଡ଼ି ଖାଇ ୩ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନେ ହେଉଛନ୍ତି ଭାସ୍କର ସାହୁ, ତାଙ୍କ ସ୍ତ୍ରୀ ସାବିତ୍ରୀ ସାହୁ ଓ ପୁଅ ରାଜକିଶୋର ସାହୁ।ସାବିତ୍ରୀ ପକୁଡ଼ି ଛାଣିବା ବେଳେ କର୍ଣ୍ଣଫ୍ଲୋର ଭାବି ବେସନରେ କୀଟନାଶକ ମିଶାଇ ଦେଇଥିଲେ। ସେହି ପକୁଡ଼ି ଖାଇବା ପରେ ସେ, ତାଙ୍କ ସ୍ୱାମୀ ଓ ପୁଅ ଅସୁସ୍ଥ ହୋଇ ପଡ଼ିଥିଲେ। ପଡ଼ୋଶୀମାନେ ସେମାନଙ୍କୁ Continue Reading
National News
NEW DELHI,MAY 26:  A Delhi court on Friday granted a no-objection certificate (NOC) to Congress leader Rahul Gandhi for issuance of an ‘ordinary passport’ for three years instead of 10, the period for which it is normally issued, following an objection raised by BJP leader Subramanian Swamy. The former Congress president had surrendered his diplomatic […]Continue Reading
Odisha News
ବ୍ରହ୍ମପୁର,୨୬/୫ : ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ପତ୍ନୀଙ୍କ ଭ୍ୟାନିଟ୍ ବ୍ୟାଗ୍ରେ ସାଢ଼େ ୪ ଲକ୍ଷ ଟଙ୍କା ରଖିଥିଲେ। ତେବେ ବାଟରେ ଯିବା ବେଳେ ପତ୍ନୀଙ୍କ ଟଙ୍କା ଭର୍ତ୍ତି ବ୍ୟାଗ୍କୁ ବାଇକ୍ରେ ଆସିଥିବା ଲୁଟେରାମାନେ ଭିଡ଼ି ନେଇଛନ୍ତି। ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆଙ୍କୁଲି ଓଭର ବ୍ରିଜ ନିକଟରେ ଏହି ଘଟଣା ଘଟିଛି। ଲୁଟ ଶିକାର ଦମ୍ପତି ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ ଲୁଟେରାଙ୍କୁ ଧରିବାକୁ ତନାଘନା ଆରମ୍ଭ କରିଛି।ଏହି ଦମ୍ପତିଙ୍କ ଘର Continue Reading
Odisha News
ନୂଆଦିଲ୍ଲୀ,୨୬/୫ : ଚଳିତ ବର୍ଷ ଦେଶରେ ମୌସୁମୀ ସ୍ୱାଭାବିକ ରହିବାର ସମ୍ଭାବନା ରହିଛି । ଜୁନ୍ ୪ ତାରିଖ ବେଳକୁ ମୌସୁମୀ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି କହିଛି । ସେହିପରି ଉତ୍ତର ପଶ୍ଚିମ ଭାରତରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ୯୬% ରହିବ ବୋଲି ଆକଳନ କରାଯାଇଛି, ଯାହାକି ସ୍ବାଭାବିକ ବୋଲି ବିଭାଗ କହିଛି । ମୌସୁମୀ ସମୟରେ ଏଲ୍ ନିନୋ ସମ୍ଭାବନା […]Continue Reading
National News
Chhattisgarh,May 26 :  How precious can a cellphone be? Millions of gallons of water, meant for parched fields, was pumped out of a dam in Chhattisgarh after a government official dropped his mobile in it. And it went on for three days. On Sunday, Rajesh Vishwas, food inspector of Koyalibeda block, visited the Kherkatta Paralkot […]Continue Reading
Odisha News
ଭୁବନେଶ୍ବର,୨୬/୫: ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଭୁବନେଶ୍ବରରେ ଦଲାଲି କରୁଥିବା ପଶ୍ଚିମବଙ୍ଗର ଦୁଇ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏହି ୨ ଅଭିଯୁକ୍ତ ଖଣ୍ଡଗିରି ଅଞ୍ଚଳରେ ଘର ଭଡ଼ା ନେଇ ରୋଗୀଙ୍କୁ ଟାର୍ଗେଟ କରୁଥିଲେ। ସାହାଯ୍ୟ କରିବା ଆଳରେ ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ହଜାର ହଜାର ଟଙ୍କା ଠକୁଥିଲେ। ଜଣଙ୍କଠାରୁ ୨ରୁ ୧୦ ହଜାର ପର୍ଯ୍ୟନ୍ତ ଆଦାୟ କରୁଥିଲେ। ଟିକେଟ କରାଇବା ଓ ସୁବିଧାରେ ଚିକିତ୍ସା ପାଇବା ଲୋଭ ଦେଖାଇ ଲୋକଙ୍କ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ: ୨୬/୫ :ବୌଦ୍ଧ ଜିଲ୍ଲାର ବ୍ରକ୍ଷହ୍ମଣିପାଲି ପଂଚାୟତ ଅନ୍ତର୍ଗତ ପାଞ୍ଚଗୋଟି ପଂଚାୟତର କେନ୍ଦ୍ରସ୍ଥଳୀ ଖଲିଆପାଲି ଶିବ ମନ୍ଦିର ନିକଟରେ ନୂତନ ଜଗନ୍ନାଥ ମନ୍ଦିରର ପାଇଁ ଭୂମିପୂଜନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପୂଜକ ଭାବେ ବବୁଲୁ ପାଢ଼ୀ ପୂଜାକାର୍ଯ୍ୟ ତୁଲାଇଥିବା ବେଳେ କର୍ତ୍ତା ଭାବେ ଦେବହରି ମହାକୁଳ ଓ ତାଙ୍କ ଧର୍ମପତ୍ନୀ ଶୈଳେନ୍ଦ୍ରି ମହାକୁଡ଼ ଦାୟିତ୍ୱ ତୁଲାଇଥିଲେ କ୍ଷ ବୌଦ୍ଧ ଏନଏସି ଅଧ୍ୟକ୍ଷ ମୃତ୍ୟଞ୍ଜୟ ମିଶ୍ର Continue Reading
Odisha News
ଝାରସୁଗୁଡ଼ା,୨୬/୫: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ପ୍ରିଲିମନାରି ଚାର୍ଜସିଟ ଦାଖଲ କରିଥିବା ଜଣାଯାଇଛି। ଏହା ୫୪୩ ପୃଷ୍ଠା ସମ୍ବଳିତ ବୋଲି ଜଣାଯାଇଛି। ଏଥିରେ ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।ସେ ପୂର୍ବର ବ୍ୟକ୍ତିଗତ ଶତ୍ରୁତା କାରଣରୁ ନବ ଦାସଙ୍କୁ ହତ୍ୟା କରିଥିବା ଦର୍ଶାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ ବିରୁଦ୍ଧରେ Continue Reading