Home Articles posted by odadmin (Page 1312)
Odisha News
ମାଲକାନଗିରି,୨୮/୫ : ଗୁଳି ବିନିମୟରେ ଆହତ ହେଲେ ବୋଲି ମହିଳା ନକ୍ସଲ କମାଣ୍ଡାଣ୍ଟଙ୍କୁ ଜଙ୍ଗଲରେ ଛାଡ଼ି ପଳାଇଗଲେ ସାଥୀ। ସର୍ଚ୍ଚ ଅପରେସନ୍ରେ ଯାଇଥିବା ବିଏସ୍ଏଫ୍ ଯବାନମାନେ ତାଙ୍କୁ ଜଙ୍ଗଲରୁ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରିଛନ୍ତି। ଏପରି ଖବର ଆସିଛ ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ।ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲା ଉପାଞ୍ଜୁର ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିବା ଜଣାପଡ଼ିଥିଲା। ଏହା ପରେ ଅର୍ଥାତ ଆଜି ସକାଳେ ବିଏସ୍ଏଫ୍ Continue Reading
Odisha News
ନୂଆଦିଲ୍ଲୀ,୨୮/୫: ନୂଆ ସଂସଦ ଭବନ ଉଦ୍ଘାନକୁ ନେଇ ବିବାଦ ଚାଲିଥିବା ବେଳେ ଏହାର ‘ଡିଜାଇନ୍’ ବା ଆକୃତିକୁ ‘ରାଷ୍ଟ୍ରୀୟ ଜନତା ଦଳ’ (ଆର୍ଜେଡି) ଗୋଟାଏ ‘କଫିନ୍’ (ଶବାଧାର) ସହିତ ତୁଳନା କରିଛି।ଆଜି ‘ଆର୍ଜେଡି’ ଗୋଟିଏ ପାଖରେ ‘କଫିନ୍’ ଓ ଅନ୍ୟ ପଟରେ ନୂଆ ସଂସଦ ଭବନ ଥିବା ଫଟୋ ଟୁଇଟ୍ କରି ଲେଖିଛି ‘ଏ କ’ଣ?’ନୂଆ ସଂସଦ ଭବନକୁ ‘କଫିନ୍’ ସହିତ ତୁଳନା କରାଯାଇଥିବା ପ୍ରସଙ୍ଗରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ଆର୍ଜେଡି’ ନେତା ଶକ୍ତି ସିଂହ ଯାଦବ […]Continue Reading
National News
NEW DELHI,MAY 28: The Delhi Police has stepped up security arrangements at the peripheries of the city and the New Delhi district ahead of the protesting wrestlers’ march towards the new Parliament building that was inaugurated by Prime Minister Narendra Modi on Sunday morning. According to official sources, several farmer leaders have been detained by […]Continue Reading
Top Stories
Bhubaneswar, May 28:  IMMT is a constituent institute under Council of Scientific and Industrial Research (CSIR) and celebrating its Diamond Jubilee this year 2023-2024. Being an important R & D institute, CSIR-IMMT executes several scientific work through projects mode funded by Government and Private agencies. Project Monitoring and Evaluation (PME) plays critical Continue Reading
National News
Bhubaneswar, May 28: A day long IT workshop on Emerging Technology in Digital Transformation was held today at Hotel Suryansh. This workshop was conducted by Gupta Event Management as part of its ongoing IT software Expo at Janta Maidan, Bhubaneswar. The workshop was inaugurated in the presence of eminent personalities, guests, Speaker and participants. Speaking […]Continue Reading
Odisha News
ଭୁବନେଶ୍ବର,୨୮/୫: ବିଳମ୍ବିତ ରାତିରେ ରାଜଧାନୀର ନାଇଟ କ୍ଳବ, ବାର ଓ ହୋଟେଲରେ କମିସନରେଟ ପୁଲିସ ଚଢ଼ଉ କରିଥିଲା। ଇନ୍ଫୋସିଟି ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ସମସ୍ତ ବାର, ନାଇଟ କ୍ଳବ ଓ ହୋଟେଲରେ ଚଢ଼ଉ କରାଯାଇଥିଲା। ସ୍ୱତନ୍ତ୍ର ୨ଟି ପୁଲିସ ଟିମ, ତିନି ପ୍ଲାଟୁନ ପୁଲିସ ଫୋର୍ସ, ସିଟିଏସ ଫୋର୍ସ, ଟିମ -୬୦ ଏବଂ ବରିଷ୍ଠ ଅଧିକାରୀ।ଅବକାରୀ ଆଇନ ଅନୁଯାୟୀ, ଯେଉଁମାନେ ବିଳମ୍ବିତ ସମୟ ପର‌୍ୟ୍ୟନ୍ତ ବାର, ହୋଟେଲ ଓ ନାଇଟ କ୍ଳବ ଚଳାଉଥିଲେ ସେହି ସବୁ […]Continue Reading