Home Articles posted by odadmin (Page 1310)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୩୦/୫: ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପୁରୀ ପକ୍ଷରୁ ୨୮ତାରିଖ ରବିବାର ଦିନ ସୁନାଖଳା, ନାଚୁଣୀସ୍ଥିତ ଜଗତି ଆଶ୍ରମରେ ପୁରୀବିଜେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ପରିଦର୍ଶନ, ଆଲୋଚନା ଚକ୍ର ଓ ପୁସ୍ତକ ପ୍ରଣୟନ ବିଷୟରେ ବିଭିନ୍ନ ଲୀଳାକ୍ଷେତ୍ରରୁ ଆସିଥିବା ପ୍ରତିନିଧି ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଆଶ୍ରମର ମୁଖ୍ୟ ସ୍ୱାମୀ ଦିବ୍ୟାନନ୍ଦ ସରସ୍ୱତୀ ମହାରାଜଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା Continue Reading
Top Stories
By Subrat Sarangi Bhubaneswar, May 30: The first batch of 200 youths of Paradeep region have successfully completed placement linked IT/ITES training imparted by ArcelorMittal Nippon Steel India (AM/NS India). 143 interested candidates have already been placed in well-known companies including AP Industrial Solutions Private Limited, DesiCrew Services Kaup Private Limited, Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୯/୫: ବୌଦ୍ଧ ଜିଲ୍ଲା ତାଇକୋଣ୍ଡୁ ସଂଘ ପକ୍ଷରୁ ରବିବାର ଦିନ ବନ୍ୟା ଆଶ୍ରୟ ସ୍ଥଳି ଠାରେ ଅଷ୍ଟମ ବେଲଟ ପରୀକ୍ଷା ଉଦଘାଟିତ ହେଇଛି । ସଂଘ ପକ୍ଷରୁ ବନ୍ୟା ଆଶ୍ରୟ ସ୍ଥଳିରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ଗଡ ଏନଏସି ଅଧ୍ୟକ୍ଷ ମୃତ୍ୟୁଂଜୟ ମିଶ୍ର ଯୋଗଦେଇ ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରିଥିଲୋ । ସମ୍ମାନୀତ ଅତିଥିଭାବେ ରାଜ୍ୟ ତାଇକୋଣ୍ଡୁ ସଂଘର ସଂପାଦକ ମନମୋହନ ଭଂଜ ଯୋଗ ଦେଇ ବୌଦ୍ଧ ଜିଲ୍ଲାର ଖେଳ Continue Reading
National News
Karnataka,May 29 :  At least 10 people, including two children, were killed, and another three were injured in a road accident that occurred between a private bus and a car near Karnataka’s Tirumakudalu Narasipura city, the police said on Monday. According to reports, the incident took place near Kuruburu village on Kollegala-T Narasipura main road. […]Continue Reading
Odisha News
ନୀଳଗିରି,୨୯/୫: ନିଷ୍ପାପ ଶିଶୁ କନ୍ୟା ପ୍ରତି ନିଷ୍ଠୁର ହେଲେ ବାପା। ଝିଅକୁ ଦେଇଦେଲେ ବିଷ ଇଞ୍ଜେକଶନ। ଶିଶୁକନ୍ୟାକୁ ବିଷ ଇଞ୍ଜେକଶନ ଦେଇ ହତ୍ୟା ଉଦ୍ୟମ କରିଥିଲା ବାପା।ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରିରେ। ଶ୍ବଶୁର ଘରେ ବାପା ପଶି ବିଷ ଇଞ୍ଜେକସନ ଦେଇଥିଲା। ଫଳରେ ଶିଶୁକନ୍ୟାର ଅବସ୍ଥା ଗୁରୁତର ହୋଇଥିଲା।ପରିବାର ଲୋକ ନିକଟ ଡାକ୍ତରଖାନାରେ ଶିଶୁକନ୍ୟାକୁ ଭର୍ତ୍ତି କରିଥିଲେ। ପରେ ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି।Continue Reading
Odisha News
କଟକ ,୨୯/୫ : ଖେଳୁ ଖେଳୁ ୩୫ ଫୁଟ ଗଭୀର କୂଅରେ ଖସି ପଡ଼ିଲା ୩ ବର୍ଷର ଭଣଜା। ତାକୁ ଉଦ୍ଧାର କରିବାକୁ ଯାଇ କୂଅକୁ ଡେଇଁ ପଡ଼ିଲା ମାମୁ। ଭଣଜାକୁ ସୁରକ୍ଷିତ ଉଦ୍ଧାର କରି ଉପରକୁ ଛାଡ଼ି ଥିଲେ ହେଁ ନିଜେ କୂଅ ଭିତରେ ଫସିଗଲେ ମାମୁ। ଖବର ପାଇ କୂଅରୁ ମାମୁକୁ ଉଦ୍ଧାର କରି ମେଡିକାଲ ପଠାଇଛି ଅଗ୍ନିଶମ ଟିମ୍। ଆଜି କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପୁରୁଣା ତିଗିରିଆରେ ଘଟିଛି ଏହି […]Continue Reading
Odisha News
କଟକ,୨୯/୫: ଭାରସାମ୍ୟ ହରାଇ କଟକ ତାଳଦଣ୍ଡା କେନାଲକୁ ଖସିଲା କାର। ମାତୃଭବନ ସମୁଖରେ ଭାରସାମ୍ୟ ହରାଇ କେନାଲକୁ ଖସିଯାଇଥିବା ସୂଚନା ରହିଛି । ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କାଯ୍ୟ ଜାରି ରହିଥିବାବେଳେ କାରରେ ୨ ଜଣ ଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ କଟକ ବଡ଼ ମେଡ଼ିକାଲକୁ ପଠାଯାଇଥିବାବେଳେ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି ।ମିଳିଥିବା ସୂଚନା ମୁତାବକ ରାସ୍ତାରେ ଦୃତ ଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ କାରଟି Continue Reading