Home Articles posted by odadmin (Page 1308)
Odisha News
ମାଲକାନଗିରି,୩୧/୫ : ଦୂର ହେବ ଦୁଃଖ। ବଦଳିବ ଭାଗ୍ୟ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବଣ୍ଡା ଝିଅ କର୍ମା ମୁଦୁଲ ପାଠ ପଢ଼ି ନିଜ ସ୍ୱପ୍ନ ପୂରଣ କରିବେ। ନିଜ ପାଠ ପଢ଼ା ପାଇଁ ଆଉ ମୁଲ ଲାଗିବେନି କର୍ମା। କର୍ମାଙ୍କର ପାଠପଢ଼ା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବ ଜିଲ୍ଲା ପ୍ରଶାସନ।ମାଲାକାନଗିରିର ବାଣିଜ୍ୟ ଟପ୍ପର ଛାତ୍ରୀ କର୍ମା ମୁଦୁଲ ଦିନ ମଜୁରିଆ କାମ କରୁଥିବା ଖବର ପ୍ରସାରଣ ହେବା ପରେ ଜିଲ୍ଲା ପ୍ରଶାସନ ସହାୟତାର ହାତ […]Continue Reading
Odisha News
କୋରାପୁଟ,୩୧/୫: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖଡିଆଳ ଡିଏଫଓ ଅଫିସର ସିନିଅର ଆସିଣ୍ଟାଣ୍ଟ ସଂଜୟ କୁମାର ବାଗ।ସୂଚନା ଅନୁଯାୟୀ, ୨୦୨୨ ମସିହାରେ ସ୍ବେଚ୍ଛାକୃତ ଅବସର ପରେ ବିନୋଦିନୀ କୈବର୍ତ୍ତଙ୍କ ପେନସନ ପେପର କରିବା ପାଇଁ ସଂଜୟ କୁମାର ବାଗ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଅଭିଯୋଗକାରୀ ତାଙ୍କ ଭଉଣୀଙ୍କ ପେନ୍ସନ୍ କାଗଜପତ୍ର ଦସ୍ତାବିଜ ଏବଂ ଅବସରକାଳୀନ ସୁବିଧା ପ୍ରାପ୍ତ କରିବା ଲାଗି ଉକ୍ତ ଟଙ୍କା ଦେଉଥିଲେ। Continue Reading
Top Stories
NEW DELHI,MAY 31 : The Union Health Ministry on Wednesday mandated anti-tobacco warnings for OTT platforms. The ministry’s notification laid down new rules for anti-tobacco warnings for publishers and a failure to comply with new rules will lead to strict action against them. OTT platforms are now required to display anti-tobacco warnings and disclaimers similar […]Continue Reading
Odisha News
ଭୁବନେଶ୍ୱର,୩୧/୫ : ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ଘୋଷଣା କରାଯାଇଛି। ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ରେଜଲ୍ଟ ଘୋଷଣା କରିଛନ୍ତି। ଚଳିତବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଛି। ସେହିପରି ଯୁକ୍ତ ଦୁଇ ବାଣିଜ୍ୟରେ ପାସ୍ ହାର ୮୧.୧୨% ରହିଛି।ରେଜଲ୍ଟ ଘୋଷଣା ପରେ ଛାତ୍ରଛାତ୍ରୀ ମାନେ Continue Reading
National News
Manipur ,May 31 : Union Home Minister Amit Shah on Tuesday said the government’s top priority is peace and prosperity in Manipur and instructed security officials to strictly deal with any activities that disturb peace in the state. Shah said this after a review meeting with senior officials of the Manipur Police, Central Armed Police […]Continue Reading
Odisha News
ମାଲକାନଗିରି,୩୧/୫: ଆଦିମ ଜନଜାତିର ଝିଅ କର୍ମା ମୁଦୁଲି ଗତବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ଜିଲ୍ଲା ଟପର୍ ହୋଇଥିଲେ। ବଣ୍ଡା ଜନଜାତିର ଏହି ସୁନାଝିଅ ଏବେ ପଢ଼ା ଖର୍ଚ୍ଚ ପାଇଁ ଦିନ ମଜୁରିଆ ପାଲଟି ଯାଇଛନ୍ତି। ଟାଣ ଖରାରେ ବାଲି, ସିମେଣ୍ଟ, ଇଟା ଓ ପଥର ବୋହିବା ସହ ପାଠପଢ଼ା ମଧ୍ୟ ଜାରି ରଖିଛନ୍ତି। ଅକ୍ଳାନ୍ତ ପରିଶ୍ରମ ପରେ ଯାହା ମୂଲ ମିଳୁଛି ତାହାକୁ ହଷ୍ଟେଲ ଏବଂ ହାତଖର୍ଚ୍ଚ ପାଇଁ ସାଇତି ରଖୁଛନ୍ତି। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ […]Continue Reading
Odisha News
କଟକ,୩୦/୫ : କଟକ ବକ୍ସ ଡ୍ରେନ୍ ଟ୍ରାଜେଡିରେ ଗୁରୁତର ନାବାଳିକାରଙ୍କ ମୃତ୍ୟୁ ହୋଇଛି। କଟକ ବଡ଼ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଆଜି ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ିଥିଲେ ୧୬ ବର୍ଷିୟ ସ୍ଥାନୀୟ କେଶରପୁରର ନାବାଳିକା ଏନ୍. ମୋହିନୀ। ବକ୍ସଡ୍ରେନ୍ ନିର୍ମାଣ ପାଇଁ ଲାଗିଥିବା ପାଇପ୍ ଡେଇଁ ଅସ୍ଥାୟୀ ବ୍ରିଜ୍କୁ ଯିବା ବେଳେ ସେ ପାଇପ୍ ସନ୍ଧିରେ ଖସିପଡିଥିଲେ।ଫଳରେ ଦୁଇ ପାଇପ୍ ମଧ୍ୟରେ ଫସିଯାଇ ଗୁରୁତର ଆହତ ହୋଇଥିଲେ। ଏପରିକି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୩୦/୫:କେନ୍ଦ୍ର ଜନଜାତି ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ଶିଳାନ୍ୟାସ ଦେଇ ଫେରି ଯାଇଛନ୍ତି ।ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଟୁଡୁ ପ୍ରଥମେ ନୂଆଗଡ ବ୍ଲକ ଅନ୍ତର୍ଗତ ଏନ ଝାଲର ସିଂ ଠାରେ ଶବର ସମାଜ କଲ୍ୟାଣ ସମିତିର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜ ସଂସ୍କାରକ ପରମ ପୂଜନୀୟ ସ୍ବର୍ଗତ ପ୍ରଧାନି ଗମାଙ୍ଗଙ୍କ ସ୍ମୃତି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୩୦/୫: ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନ ସାଧାରଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତିବଦ୍ଧ । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲ୍ଲାରେ ୨ ଟି ବୃହତ୍ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ୩୭୯ କୋଟି ୧୮ ଲକ୍ଷ୍ ଟଙ୍କା ଅନୁମୋଦନ କରିଛନ୍ତି ।ଏଥିପାଇଁ ଜିଲ୍ଲା ବିଜୁ ଜନତା ଦଳ ମାନ୍ୟବର Continue Reading